ଛାଡପତ୍ର ବିଷୟରେ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରତିକ୍ରିୟା ଭାଇରାଲ୍! କହିଲେ- ଏହା ଉପରେ ଆଲୋଚନା କର…
ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ରିପୋର୍ଟରେ ଦାବି କରାଯାଇଥିଲା ଯେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ କିଛି ଭଲ ଚାଲି ନାହିଁ। ଏପରିକି ଛାଡପତ୍ରର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।…