Astrology ରାଶିଫଳ (ରବିବାର ,୦୬ ଜୁନ ,୨୦୨୧) Odisha Bhaskar Bureau Jun 5, 2021 ମେଷ- ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ୟ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ…
Top Stories ଦିଲ୍ଲୀକୁ ବାଜିଲା କେନ୍ଦ୍ର ଛାଟ; ହୋଇପାରିବନି ଡୋର ଷ୍ଟେପ ରାସନ ଯୋଗାଣ Odisha Bhaskar Bureau Jun 5, 2021 ନୂଆଦିଲ୍ଲୀ: ଯୋଜନା କରିଥିଲେ ଦିଲ୍ଲୀ ସରକାର। କିନ୍ତୁ ଛାଟ ଚଲାଇଛନ୍ତି କେନ୍ଦ୍ର ସରକାର। କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଡୋର୍ ଷ୍ଟେପ୍ ରାସନ୍ ଯୋଗାଣ ଆଉ ହୋଇପାରିବନି। ପ୍ରାୟ ୭୨ ଲକ୍ଷ ହିତାଧିକାରୀଙ୍କୁ…
Featured ବଙ୍ଗ ବିଜେପିରେ ତେଜୁଛି ଅଶାନ୍ତି, ରାଜ୍ୟ ମଙ୍ଗୁଆଳ ହଟହଟା Odisha Bhaskar Bureau Jun 5, 2021 କୋଲକାତା: ସରିଛି ନିର୍ବାଚନ କିନ୍ତୁ ଥମିନି ଅଶାନ୍ତି। ପଶ୍ଚିମବଙ୍ଗ ବିଜେପିରେ ଏଭଳି ଅବସ୍ଥା। ତୃଣମୂଳସ୍ତରରେ କର୍ମୀମାନେ ଖୁବ୍ ଅସନ୍ତୁଷ୍ଟ ଥିବା ସ୍ପଷ୍ଟ ହୋଇଛି। ଦଳର ବରିଷ୍ଠ ନେତୃବୃନ୍ଦ ତଥା ବଡ଼ ପଦବୀରେ ଥିବା…
Breaking News ପ୍ରାଣ ହରାଉନାହାନ୍ତି ଟିକା ନେଇଥିବା ସଂକ୍ରମିତ ବ୍ୟକ୍ତି: ଏମ୍ସ ଗବେଷଣା Odisha Bhaskar Bureau Jun 5, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏଭଳି ସ୍ଥଳେ ଅଧିକରୁ ଅଧିକ ଲୋକ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ତେବେ ଅନେକ ଦିନକୁ ଏମ୍ସ ପକ୍ଷରୁ…
Breaking News ଭାରତ ଏବଂ ଚୀନ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମାଧାନ କରିବାରେ ଦୁଇଦେଶ ସକ୍ଷମ, ତୃତୀୟ ଶକ୍ତିର ଆବଶ୍ୟକତା ନାହିଁ: ପୁଟିନ୍ Odisha Bhaskar Bureau Jun 5, 2021 ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶନିବାର ମତବ୍ୟକ୍ତ କରିଛନ୍ତି । ପୁଟିନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି…
Breaking News ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଟିକା Odisha Bhaskar Bureau Jun 5, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ଏନେଇ ଆଜି ପ୍ରେସମିଟ୍ କରି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।…
Breaking News ଦେଶରେ ବଢ଼ିଚାଲିଛି ବାୟୋମେଡିକାଲ୍ ଆବର୍ଜନାର ମାତ୍ରା, ଭବିଷ୍ୟତରେ ଆଣିପାରେ ବଡ ବିପତ୍ତି Odisha Bhaskar Bureau Jun 5, 2021 ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ମହାମାରୀର ବାତାବରଣ ଜାରି ରହିଥିବା ବେଳେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ହେଲେ ପଛକୁ ପଛ ଆଉ ଏକ ବିପଦ ଆସି ଛିଡା ହୋଇସାରିଲାଣି । ଆଜି ସାରା ଦେଶ ବିଶ୍ୱ ପରିବେଶ ଦିବସ…
Breaking News ଏଣିକି ଘର ତିଆରି କରିବାକୁ ଚାହୁଁଥିଲେ ଗଛ ଲଗାଇବାକୁ ବାଧ୍ୟ, ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା Odisha Bhaskar Bureau Jun 5, 2021 ଭୋପାଳ: ଆଜି ସାରା ଦେଶ ପାଳନ କରୁଛି ବିଶ୍ୱ ପରିବେଶ ଦିବସ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ତଥା ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଏବେ ଘର…
Breaking News ମଦ ନିଶାରେ ଚୁର୍ ଥିଲେ ବାପା-ମା’, ୧୪ ମହଲା ତଳକୁ ଖସିଗଲା ଦେଢ଼ ବର୍ଷର ଛୁଆ Odisha Bhaskar Bureau Jun 5, 2021 ମସ୍କୋ: ମଦ ନିଶାରେ ଦମ୍ପତି ଚୁର୍ ଥିବା ବେଳେ ଅଜାଣତରେ ଘଟିଗଲା ଏପରି ଏକ ଘଟଣା । ଯାହା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରୁଷରେ ଗୋଟିଏ ଦମ୍ପତି ମଦ ନିଶାରେ ଚୁର୍ ହୋଇ ରହିଥିଲେ । ମଦ ନିଶାରେ ସେମାନେ ନିଜ…
Breaking News ଏ କି ପ୍ରେମ! ପ୍ରୋପୋଜାଲ୍ ସ୍ୱୀକାର ନ କରିବାରୁ ରାଗରେ ଯୁବତୀଙ୍କ ଛାତିରେ ଛୁରି ଭୁସି ମାରିଦେଲା ଅଭିଯୁକ୍ତ Odisha Bhaskar Bureau Jun 5, 2021 ବ୍ରାସିଲିୟା: ବ୍ରାଜିଲ୍ ରୁ ହତ୍ୟା ଘଟଣା ନେଇ ଏକ ଅଭାବନୀୟ ଖବର ସାମନାକୁ ଆସିଛି । ସେଠାରେ ଗୋଟିଏ ଯୁବକ ନିଜର ନର୍ସିଂ ସ୍କୁଲର ସହପାଠୀଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ସହପାଠୀ ରାଜି ନ ହେବାରୁ ତାଙ୍କୁ ଛୁରୀ…