ଅନ୍ତିମ ସଂସ୍କାର କରି ସ୍ୱାମୀ ଫେରିବା ବେଳକୁ ଘରେ ଜୀବିତ ବସିଛି ସ୍ତ୍ରୀ’

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଅନ୍ତିମ ସଂସ୍କାର କରି ଘରକୁ ଫେରିବା ବେଳକୁ ଘରେ ଜୀବିତ ଅବସ୍ଥାରେ ସ୍ତ୍ରୀ'କୁ ବସିଥିବା…

ଆରଏସଏସ୍ ମୁଖ୍ୟ ମୋହନ ଭଗତଙ୍କ ବ୍ୟକ୍ତିଗତ ଟୁଇଟର୍ ଆକାଉଣ୍ଟରୁ ହଟିଲା ବ୍ଲୁ-ଟିକ୍

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭଗତଙ୍କ ବ୍ୟକ୍ତିଗତ ଟୁଇଟର୍ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇ ଦେଇଛି । ଏହା ପୂର୍ବରୁ ଦେଶର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ…

‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କଲା ମୁମ୍ବାଇ ପୁଲିସ୍

ମୁମ୍ବାଇ: ‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ମୁମ୍ବାଇ ପୁଲିସ୍ । ଶୁକ୍ରବାର ସନ୍ଧ୍ୟାରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ପୀଡିତା ବୟାନକୁ ଆଧାର କରି ଆକ୍ସନ୍ ମୋଡକୁ ଆସିଛି ପୁଲିସ୍…

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା, ଗଠନ ହେବ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଯୁକ୍ତ ୨ ପରୀକ୍ଷା ମୁଲ୍ୟାୟନ ନେଇ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ବିଶିଷ୍ଟ ଶିକ୍ଷାବିତ ଓ…

ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ପରିବେଶ ସୁରକ୍ଷା ତଥା ରକ୍ଷଣାବେକ୍ଷଣ ହେଉଛି ଏହି ଦିନର ମୁଖ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶ ସୁରକ୍ଷା କରିବା ତଥା ତାର ରକ୍ଷଣାବେକ୍ଷଣ କରିବା ହେଉଛି ଏହି ଦିନର ମୁଖ୍ୟ ଲକ୍ଷ୍ୟ । କାରଣ ଆଜିକା ସମୟରେ ଦୁନିଆରେ ବିଭିନ୍ନ ସ୍ଥାନରେ ପରିବେଶକୁ ନଷ୍ଟ କରିବା…

୨ ବର୍ଷ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ବ୍ୟାନ୍ କଲା ଫେସବୁକ୍

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଶୁକ୍ରବାର ଫେସବୁକ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଟ୍ରମ୍ପଙ୍କ ଫେସବୁକ୍ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ କରାଯାଇଛି । ସେ…

ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍ ବଣ୍ଟନ କଲେ ଲଦାଖର ଉପରାଜ୍ୟପାଳ ଓ ଆରମ୍ଭ କଲେ YounTab ଯୋଜନା

ଲଦାଖ: ଲଦାଖର ଉପରାଜ୍ୟପାଳ ଏଲ.ଜି ମାଥୁର ଛାତ୍ରଛାତ୍ରୀଙ୍କ ପାଇଁ ଲଞ୍ଚ କରିଛନ୍ତି YounTab ଯୋଜନା ଏବଂ ସେମାନଙ୍କ ମଧ୍ୟରେ ୧୨ ହଜାର ୩୦୦ ଟାବଲେଟ୍ ବଣ୍ଟନ କରିଛନ୍ତି । ଏହି ଯୋଜନାକୁ ଭର୍ଚୁଆଲରେ ଲଞ୍ଚ କରିଛନ୍ତି…

ରାଶିଫଳ (ଶନିବାର ,୦୫ ଜୁନ ,୨୦୨୧)

ମେଷ :- ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ବୃଷ :- ଆଜି…

ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭିି ତିଆରି ଅନୁମତି

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭି ତିଆରି ଅନୁମତି । ଋଷିଆ ପ୍ରସ୍ତୁତ ସ୍ଫୁଟନିକ-ଭି ଟିକା ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ପରୀକ୍ଷାମୂଳକ ଭାବେ ଟିକା ତିଆରି ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ…

ମରିସସ୍ ର ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା

ନୂଆଦିଲ୍ଲୀ: ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଭାରତ ସରକାର ଆସନ୍ତା କାଲି ଶନିବାର ଦିନ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ସମ୍ପର୍କରେ…