ଅକ୍ସିଜେନ୍ ପହଞ୍ଚିବାରେ ହୋଇଗଲା ଟିକେ ବିଳମ୍ବ: ଠପ୍ ହୋଇ ଚାଲିଗଲା ୧୧ ଆକ୍ରାନ୍ତଙ୍କ ଜୀବନ

ହାଇଦ୍ରାବାଦ,୧୧ ।୫: କରୋନା ମହାମାରୀ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ସମେତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଅକ୍ସିଜେନ ଅଭାବରୁ ବି ଅନେକ ଗୁରୁତର ରୋଗୀଙ୍କ ଜୀବନ ଚାଲିଯାଉଛି । ସେହିପରି…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୮ ଆକ୍ରାନ୍ତ

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୯୭୯୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । । କିନ୍ତୁ ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସିଛି । ଗତ ୨୪…

ରାଶିଫଳ (ମଙ୍ଗଳବାର ,୧୧ ମଇ ,୨୦୨୧)

ମେଷ : କୌଣସି କାରଣରୁ ନିରାଶ ହେବେ । ନିଜ ଲକ୍ଷ୍ୟରେ ପହଞ୍ôଚବା କଷ୍ଟକର । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି…

ଏଭରେଷ୍ଟ ପର୍ବତରେ ଚୀନ୍ ଟାଣିବ ବିଭାଜନ ରେଖା, ଜାଣନ୍ତୁ କ’ଣ ଏହାର କାରଣ

ବେଜିଂ: ଚୀନ୍ ବିଶ୍ୱର ସର୍ବୋଚ୍ଚ ପର୍ବତ ଶିଖର ଏଭରେଷ୍ଟ ପର୍ବତ ଉପରେ ସୀମା ରେଖା ଟାଣିବାକୁ ଯାଉଛି । ନେପାଳରୁ ପର୍ବତାରୋହୀମାନେ ଯେପରି ଚୀନକୁ ପ୍ରବେଶ ନକରିପାନ୍ତି ସେନେଇ ଏଭଳି ପଦକ୍ଷେପ ନେଇଛି ଚୀନ । ତେବେ ଚୀନ୍‌ର…

ଆଇସିସି ଟି-୨୦ ବିଶ୍ୱକପରେ ଫେରିପାରନ୍ତି ଲାସିଥ ମାଲିଙ୍ଗା

ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଜଣେ ଶ୍ରେଷ୍ଠ ଦ୍ରୁତ ବୋଲର ଭାବରେ ପରିଗଣିତ । ନିଜର ଚମତ୍କାର କ୍ୟାରିୟରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳ ପାଇଁ ୱିକେଟ୍ ହାସଲ କରିଛନ୍ତି । ମାଲିଙ୍ଗା ଟେଷ୍ଟ ଏବଂ…

ମାଳଦ୍ୱୀପରେ ୱାର୍ଣ୍ଣର-ସ୍ଲେଟର ମୁହାଁମୁହିଁ !

ମାଲେ, ୧୦/୦୫: ଚଳିତ ବର୍ଷର ଆଇପିଏଲ କରୋନା କାରଣରୁ ଅଧାରୁ ବନ୍ଦ ହୋଇଛି । ତେବେ ଆଇପିଏଲ ଅଧାରୁ ବନ୍ଦ ହେବା ପରେ ମ୍ୟାଚ ପାଇଁ ଖେଳିଥିବା ଅଷ୍ଟ୍ରେଲିଆ ଖେଳାଳୀ ଏବେ ମାଳଦ୍ୱୀପରେ ଅବସ୍ଥାନ କରୁଛନ୍ତି । ଭାରତରେ…

ଭାରତ ମହାସାଗରରେ ଖସିଲା ଚୀନ ରକେଟର ଧ୍ୱଂସାବଶେଷ

ବେଜିଂ, ୧୦/୫: ଗତ ୨୯ ତାରିଖରେ ଚୀନର ନିର୍ମାଣାଧୀନ ନୂତନ ମହାକାଶ କେନ୍ଦ୍ରର ଏକ ଭାରୀ ଅଂଶକୁ ପରିବହନ କରିଥିବା ଲଙ୍ଗ୍ ମାର୍ଚ୍ଚ-୫ବି ନାମକ ଏକ ବିଶାଳ ରକେଟର ଏକ ବୃହତ୍ ଅଂଶ ନିୟନ୍ତ୍ରଣ ହରାଇ ମହାକାଶରୁ ଭୁପୃଷ୍ଠକୁ…

ଦେଶରେ ଖେଳାଯିବ ନାହିଁ ବାକି ଥିବା ଆଇପିଏଲ ମ୍ୟାଚ, ସ୍ପଷ୍ଟ କଲେ ସୌରଭ ଗାଙ୍ଗୁଲି

ନୂଆ ଦିଲ୍ଲୀ, ୧୦/୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ ତମ ସଂସ୍କରଣର ଅବଶିଷ୍ଟ ୩୧ ଟି ମ୍ୟାଚ୍ କେବେ ଏବଂ କେଉଁଠାରେ ହେବ ସେନେଇ ଦ୍ୱନ୍ଦ ଲାଗିରହିଛି । ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ପରିଚାଳନା…

ଟିକା ପାଇଁ ଭୁବନେଶ୍ୱରରେ ଖୋଲିଲା ଆଉ ତିନିଟି ସେଣ୍ଟର୍

ଭୁବନେଶ୍ୱର, ୧୦/୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବିଭିନ୍ନ ସ୍ଥାନକୁ ଟିକାକରଣ କେନ୍ଦ୍ରରେ ପରିଣତ କରାଯାଉଛି । ନିକଟରେ ଏସପ୍ଲାନେଡ୍ ମଲର ପାର୍କିଂ ଏରିୟାକୁ…