ଅଲିମ୍ପିକ୍ସରେ ନିଜର ପ୍ରଥମ ସ୍ୱର୍ଣ୍ଣ ଜିତି ଟେନିସ ଜଗତରେ ଛାଇ ଗଲେ ନୋବାକ, ଟେନିସର ଗ୍ରାଣ୍ଡସ୍ଲାମଠୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ, ଏବେ ସବୁ କିଛି…

ଓଡିଶା ଭାସ୍କର: ନୋବାକ ଜୋକୋବିଚ ଟେନିସ ନାମକ ଖେଳକୁ ସାର୍ଥକ କରି ଦେଇଛନ୍ତି । ଟେନିସ ଜଗତର ସବୁକିଛି ଏବେ ତାଙ୍କ ମୁଣିରେ । ଗ୍ରାଣ୍ଡସ୍ଲାମଠୁ ଆରମ୍ଭ କରି ଏଟିପି ଟୁର ଟାଇଟଲ ପର୍ଯ୍ୟନ୍ତ ସବୁକିଛି ତାଙ୍କ ପାଖରେ ଥିଲା…

ବାଂଲାଦେଶ ବିରୋଧ ପ୍ରଦର୍ଶନ: ୧୦୦ ଲୋକଙ୍କ ମୃତ୍ୟୁକୁ ଦେଖି ଭାରତ ଜାରି କଲା ନିର୍ଦ୍ଦେଶନାମା, ପ୍ରଧାମନମନ୍ତ୍ରୀ ହସିନାଙ୍କ ଇସ୍ତଫା ଦାବି କଲେ…

ଓଡିଶା ଭାସ୍କର: ବାଂଲାଦେଶରେ କୋଟା ବା ଆରକ୍ଷଣକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିରୋଧ ପ୍ରଦର୍ଶନ ଭୟଙ୍କର ରୂପ ନେବାରେ ଲାଗିଛି । ବିଦ୍ରୋହରେ ପ୍ରାୟ ୧୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏହାକୁ ଦୃଷ୍ଟିରେ ରଖି…

ଚଉଠି ରାତିରେ କାନ୍ଦିଥିଲେ କିଙ୍ଗ ଖାନ, ପତ୍ନୀଙ୍କୁ ଛାଡି ଚାଲିଯାଇଥିଲେ, ଅଧାରାତିରେ ଫେରିଥିଲେ….

ଓଡିଶା ଭାସ୍କର: ବଲିଉଡ ଅଭିନେତା କିଙ୍ଗ ଖାନଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ । ସେ ବଲିଉଡର ସବୁଠୁ ଧନୀ ତଥା ଲୋକପ୍ରିୟ ଅଭିନେତା ଅଟନ୍ତି । ଶାହରୁଖ ବଲିଉଡର ଅନେକ ସିନେମାରେ ଅଭିନୟ କରିଛନ୍ତି । ଏହି ଯାତ୍ରା ମଧ୍ୟ…

କିଏ ବନ୍ଧୁ ପାଇଁ ଉପଯୁକ୍ତ, ପ୍ରକୃତ ବନ୍ଧୁ କାହାକୁ କହିବା, ବନ୍ଧୁ ତିଆରି କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା…..

ଓଡିଶା ଭାସ୍କର: ମିତ୍ରତା! କେତେ ସୁନ୍ଦର ଶବ୍ଦ । ଯାହାର ପରିକଳ୍ପନା କରିବା ମଧ୍ୟ କଷ୍ଟକର । ଶବ୍ଦ ଓ ଭାବରୁ ବି ଉର୍ଦ୍ଧ୍ୱରେ ଥାଏ ବନ୍ଧୁ । ଜନ୍ମ ପରେ ଏହା ପ୍ରଥମ ସଂପର୍କ ଥାଏ, ଯାହା ଆମେ ନିଜେ ତିଆରି କରିଥାଉ ।…

ବିଗବସ ବିଜୟିନୀଙ୍କ ବାହାଘର! ଶୀଘ୍ର ହେବେ ହାତକୁ ଦି ହାତ, ସନାଙ୍କ ବୟଫ୍ରେଣ୍ଡ ଖୋଲିଲେ ରାଜ

ଓଡିଶା ଭାସ୍କର: ‘ବିଗ ବସ ଓଟିଟି-୩’ ୱିନର ସନା ମକବୁଲ ଏବେ ଚାରିଆଡେ ଚର୍ଚ୍ଚାରେ ରହିଛନ୍ତି । କେମିତି ବା ଚର୍ଚ୍ଚାରେ ନ ରହିବେ ବିଗବସ ବା ଜିତିଛନ୍ତି । ରିୟାଲିଟି ଶୋ’ ଜିତି ସନା ନିଜ କ୍ୟାରିଅରକୁ ଏକ ଭିନ୍ନ ଦିଗ…

ଚୀନର ଲୋକେ ଏହି ଭାରତୀୟ ଡାକ୍ତରଙ୍କୁ କରନ୍ତି ପୂଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ପଢନ୍ତୁ ଏ ରିପୋର୍ଟ

ଓଡିଶା ଭାସ୍କର: ଭାରତର ପଡୋଶୀ ଦେଶ ହେଉଛି ଚୀନ । ମାତ୍ର ୧୯୬୨ ମସିହାର ଯୁଦ୍ଧ ପରଠୁ ଚୀନ ସହ ଭାରତର ସମ୍ପର୍କ ତିକ୍ତ ହେବାରେ ଲାଗିଛି । ନିକଟରେ ମଧ୍ୟ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁଁ ଉଭୟ ଦେଶର ସୈନିକଙ୍କ…

ଲକ୍ଷ୍ୟ ସେନ ମୋଠୁ ବହୁ ଗୁଣରେ ଭଲ ଖେଳିଛନ୍ତି, ୨୦୨୮ ଲସଏଞ୍ଜେଲସ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ଜିତିବେ କହିଲେ ଭିକ୍ଟର ଏକ୍ସେଲସନ

ଓଡିଶା ଭାସ୍କର: ଅଲମ୍ପିକ୍ସ ଚାମ୍ପିଅନ ଭିକ୍ଟର ଏକ୍ସେଲସନ ଓ ଭାରତୀୟ ସୁପରଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କ ମଧ୍ୟରେ ପୁରୁଷ ଏକକ ସେମିଫାଇନାଲ ମ୍ୟାଚରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା । ମ୍ୟାଚ ଶେଷ ନ…

Rahul Dravid: ରାହୁଲଙ୍କୁ ମିଳିପାରେ ଇଂଲଣ୍ଡର ହେଡ କୋଚ ଦାୟିତ୍ୱ, ଇଂଲଣ୍ଡ କ୍ରିକେଟରେ ଉଠିଲା ଦାବି

ଓଡିଶା ଭାସ୍କର: ବିଶ୍ୱକପ ବିଜୟ ପରେ ରାହୁଲ ଦ୍ରାବିଡଙ୍କ କୋଚିଙ୍ଗ ପାଇଁ ଦିନକୁ ଦିନ ଦାବି ଜୋର ହେବାରେ ଲାଗିଛି । ତାଙ୍କୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହେବାର ଦାବି ନ ଥମୁଣୁ, ଏବେ ଦ୍ରାବିଡ ଇଂଲଣ୍ଡର ହେଡ…

ଶ୍ରାବଣ ୨୦୨୪: ଶିବଲିଙ୍ଗରେ ଭୁଲରେ ବି ଏହି ଜିନିଷ ଚଢାନ୍ତୁନି, ଭଗବାନ ଶିବ ହୋଇ ପାରନ୍ତି ନାରାଜ

ଓଡିଶା ଭାସ୍କର: ‘ଦେବୋ କି ଦେବ’ ମହାଦେବଙ୍କ ଶ୍ରାବଣ ସୋମବାର ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇ ସାରିଛି । ଚଳିତବର୍ଷ ଶ୍ରାବଣରର ଆରମ୍ଭ ମଧ୍ୟ ସୋମବାର ଦିନ ପଡୁଛି ଓ ଶେଷ ମଧ୍ୟ ସୋମବାରରେ ହିଁ ହେବ । ଏଭଳି ଦୁର୍ଲ୍ଲଭ…

ସେମିଫାଇନାଲରେ ଆଗୁଆ ଥିଲେ,ମ୍ୟାଚରେ ଆହତ ହେଲେ, ଅଲିମ୍ପିକ୍ସରୁ ଓହରିବାରୁ କୋର୍ଟରେ ଗଡି କାନ୍ଦିଲେ କୈରୋଲିନା ମାରିନ

ଓଡିଶା ଭାସ୍କର: ପୂର୍ବ ଅଲିମ୍ପିକ୍ସ ଚାମ୍ପିଅନ କୈରୋଲିନା ମାରିନ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ସେମିଫାଇନାଲ ମ୍ୟାଚରେ ତାଙ୍କୁ ଆହତ ସମସ୍ୟା ଦେଇ ଗତି କରିବାକୁ ପଡିଛି । ତାଙ୍କର ଡାହାଣ ଗୋଡର ଆଣ୍ଠୁରେ ଆଘାତ…