fbpx
BSKY
BJD SHG SKY
BJD YOUTH SKY

ରାଜ୍ୟରେ ଆଉ ୪୫୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଚଳିତମାସର ଏହି ତାରିଖରେ ହେବାକୁ ଯାଉଛି ବର୍ଷର ଶେଷ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ବିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ, ଡି‌ସେମ୍ବର ୧୪ରେ ହେବାକୁ ଯାଉଛି । ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡି‌ସେମ୍ବର ୧୪ରେ ହେବାକୁ ଯାଉଥିବା…

ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍

କଳାହାଣ୍ଡି,୧୦ ।୧୨(ଓଡିଶା ଭାସ୍କର): କଳାହାଣ୍ଡିରେ ଗୋରୁ ବେପାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ର ଦେଖାଇ ୪ ଗୋରୁ ବେପାରୀଙ୍କଠାରୁ ଟଙ୍କାର ଲୁଟ୍ ହୋଇଥିବା ଜଣାପଡିଛି । ଜୟପାଟଣା…

ନୟାଗଡ ସଦର ଥାନା ଆଇଆଇସି ନିଲମ୍ବିତ

ନୟାଗଡ,୧୦ ।୧୨(ଓଡିଶା ଭାସ୍କର): ନୟାଗଡ ସଦର ଥାନା ଆଇଆଇସି ରୀନାରାଣି ସାହୁ ନିଲମ୍ବିତ ହୋଇଛନ୍ତି । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି । ନିଲମ୍ବିତ ଓ ବଦଳି ନେଇ ପୋଲିସ…

ଘରୋଇ କଳି: ସ୍ତ୍ରୀକୁ ଆକ୍ରମଣ କରି ସ୍ୱାମୀ କଲେ ଆତ୍ମହତ୍ୟା

ମାଲକାନଗିରି ଜିଲ୍ଲା୧୦।୧୨(ଓଡିଶା ଭାସ୍କର) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଂଚାୟତ ର ଉର୍ମାଗୁଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ଦେବା କବାସୀ ନାମକ ଜଣେ ଆଦିବାସୀ…

ପରୀ ହତ୍ୟା ମାମଲା :ନୟାଗଡ ସଦର IIC ନିଲମ୍ବିତ

ନୟାଗଡ,୧୦।୧୨(ଓଡିଶା ଭାସ୍କର)  : ପରୀ ମାମଲାରେ  ,ନୟାଗଡ ସଦର  ଥାନା ର ରିତାରାଣୀ ସାହୁ ନିଲମ୍ବିତ ହେଇଛନ୍ତି ତାଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି ।  ନୟାଗଡ ଏସଡିପିଓ ନିରଞ୍ଜନ ପାଢ଼ୀ ଙ୍କୁ ମଧ୍ୟ ବଦଳି…

ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ, ଜଣେ ଆହତ

ମାଲକାନଗିରି,୧୦।୧୨(ଓଡିଶା ଭାସ୍କର): ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌ଭି-୧୬ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା…

ଓଲଟି ପଡିଲା ମଦ ଭର୍ତ୍ତି ଟ୍ରକ, ତା’ପରେ ଦେଖନ୍ତୁ ଲୋକଙ୍କ କାରନାମା ..

ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଏକ ମଦ ଭର୍ତ୍ତି ଟ୍ରକ୍ ଓଲଟି ପଡିଛି । ଏହାପରେ ଲୋକଙ୍କର ସତେ ଯେପରି ଲଟେରୀ ଲାଗିଛି । ଯିଏ ଯାହା ହାତରେ ପାଇଲେ…

ଏସଆଇଟି ଗଠନକୁ ନେଇ ପ୍ରଶ୍ନ ଉଠାଇଲେ ନରସିଂହ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲା ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ତେବେ ଏସଆଇଟିର ମୁଖ୍ୟ ଭାବେ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ…