ଜେଲ୍ ବିଭାଗ ପାଇଁ ଜାରି ହେଲା କୋଭିଡ୍ ଗାଇଡଲାଇନ୍: ପଜିଟିଭ୍ ଥିଲେ କଏଦୀ ରହିବେ ହସ୍ପିଟାଲରେ
ଭୁବନେଶ୍ୱର, ୮|୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ କୁ ନଜରରେ ରଖି କଟକଣା ବଢ଼ାଇଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଜେଲ୍ ବିଭାଗ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସବୁ ଜେଲ୍…