ଭିଡ଼ ହେଲେ ବନ୍ଦ ହେବ ଦୀପଦାନ!

ଭୁବନେଶ୍ୱର, ୧୧ା୩ (ଓଡିଶା ଭାସ୍କର): ମହାଶିବରାତ୍ରି ପାଇଁ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ ଦୀପ ଲଗାଇବାକୁ ଅନୁମତି ରହିଛି । ଭିଡ଼ ହେଲେ କାର୍ଯ୍ୟାନୁଷ୍ଠାନ ହେବା…

ଜଙ୍ଗଲରେ ନିଆଁ ଲଗାଇ ଆଉ ଜଣେ ଗିରଫ

ଉଦଳା, ୧୧ା୩ (ଓଡିଶା ଭାସ୍କର): ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରି ଗିରଫ ହୋଇଛି । ଉକ୍ତ ଶିକାରି ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ, ୭ କେଜି ଝିଙ୍କ ମାଂସ ଜବତ କରାଯାଇଛି । ଗିରଫ…

ମମତାଙ୍କ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର, ୧୧ା୩ (ଓଡିଶା ଭାସ୍କର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମମତା ଆହତ…

ଦେଶରେ ମୃତ୍ୟୁସଂଖ୍ୟା ୧୨୬କୁ ବୃଦ୍ଧି, ୨୨ ହଜାର ହେଲେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୧ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୧୮୯କୁ ବୃଦ୍ଧି…

୮୦ ବର୍ଷୀୟ ବୃଦ୍ଧ ୩୦ ବର୍ଷ ଧରି ଖାଉଛନ୍ତି ପଥର, ଜାଣନ୍ତୁ ଏହା ପଛର ସତ୍ୟତା

ସତାରା, ୧୧ା୩: ମହାରାଷ୍ଟ୍ରର ସତାରା ଅଞ୍ଚଳରେ ରହୁଥିବା ଜଣେ ୮୦ ବର୍ଷୀୟ ବୃଦ୍ଧ ୩୦ ବର୍ଷ ଧରି ପଥର ଖାଉଛନ୍ତି । ଏହି ବୃଦ୍ଧଙ୍କ ନାମ ରାମଭାଉ ଭୋଡକେ । ରାମଭାଉଙ୍କୁ ତାଙ୍କର ଗ୍ରାମର ଲୋକମାନେ ‘ପଥର ବାବା’ ବୋଲି…

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍-ବୋଲେରୋ ଧକ୍କାରେ ୯ ମୃତ, ୩ ଗୁରୁତର

ଆଗ୍ରା, ୧୧ା୩ (ଓଡିଶା ଭାସ୍କର): ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି । ବିପରୀତ ଦିଗରୁ ଆସୁଥିବା ଟ୍ରକ ଓ…

ଆଜି ମହାଶିବରାତ୍ରୀ: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ମାନିବାକୁ ପଡ଼ିବ କୋଭିଡ୍ କଟକଣା

ଭୁବନେଶ୍ୱର, ୧୧ା୩ (ଓଡିଶା ଭାସ୍କର): ଆଜି ମହାଶିବରାତ୍ରି । ଏଥିପାଇଁ ପ୍ରସ୍ତୁତ ହୋଇଛି ଏକାମ୍ର କ୍ଷେତ୍ର । ଶ୍ରୀଲିଙ୍ଗରାଜଙ୍କ ସମେତ ଶତାଧିକ ଶୈବ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ସରିଛି । କୋଭିଡ୍ କଟକଣା ସହ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୩୦ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୧୧ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୩୦ ହଜାର ୯୩୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୮୬…