ଧାନ ବିହନ କିଣୁଥିଲେ ହୋଇଯାଆନ୍ତୁ ସାବଧାନ ! ରାଜ୍ୟରେ ବିକ୍ରି ହେଉଛି ନକଲି ବିହନ, ସବୁଠୁ କୃଷି ଅଧିକାରୀଙ୍କ ତନାଘନା
ଭବନେଶ୍ୱର: ରାଜ୍ୟରେ ଅନେକ ଜିଲ୍ଲାରେ ନକଲି ବିହନ ବିକ୍ରି ହେବା ନେଇ ଅଭିଯୋଗ ହୋଇଛି । ଏହାପରେ ରାଜ୍ୟରେ କିଛି ସ୍ଥାନରେ ବିଭିନ୍ନ ସ୍ଥାନରେ କୃଷି ବିଭାଗର ନୋଡାଲ ଅଧିକାରୀମାନେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ…