ଆସାମରେ ଭୂକମ୍ପର ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା

ଆସାମ : ଆସାମର ଧୁବରୀ ଜିଲ୍ଲାରେ ଶନିବାର ଦିନ ଭୂକମ୍ପ ଅନୁଭୁତ ହୋଇଛି । ଏଠାରେ ଭୂକମ୍ପର ତୀବ୍ରତା ୩.୧ ଥିଲା । ନେସନାଲ ସେଣ୍ଟର ଫର ସିସମୋଲୋଜି କହିଛି ଏହି ଭୂକମ୍ପସକାଳ ୩.୧ରେ ୧୭ କିଲୋମିଟର ଗଭୀରତା ଭିତରେ ଆସିଥିଲା…

ହୀରାକୁଦରେ ଖୋଲିଲା ୧୦ଟି ଗେଟ : ଜଳସ୍ତର ୬୨୮.୬୭ ଫୁଟ

ସମ୍ବଲପୁର : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଏନେଇ ପାଣିପାଗ ବିଭାଗ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ହୀରାକୁଦରେ ୧୦ଟି ଗେଟ ଖୋଲା ଯାଇଛି ।…

ଆଦିବାସୀ ଭାଷାକୁ ପ୍ରୋତ୍ସାହନ; ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଜି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ସୌରା, କୁଇ,…

ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ ; ଦାବି ପୂରଣ ନେଇ ମହଲତ ମାଗିଲେ ସରକାର

ଭୁବନେଶ୍ୱର; ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବି ପୂରଣ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶନିବାର ସ୍ଥଗିତ ହୋଇଛି । ବିଧାନସଭା ପରେ ଆନ୍ତମନ୍ତ୍ରୀସ୍ତରୀୟ ବୈଠକରେ…

ପ୍ରମୁଖ ଖେଳାଳି ତଥା ଭାରତୀୟ ଦଳର ଅନୁଭବୀ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ବୟାନ; ଏହା ମୋର…

ଓଡିଶା ଭାସ୍କର; ଧୀରେ ଧୀରେ ଜଣଙ୍କ ପରେ ଜଣେ ପ୍ରମୁଖ ଖେଳାଳି ଭାରତୀୟ ଦଳରୁ ଅବସର ନେବାରେ ଲାଗିଛନ୍ତି । ତେବେ ଏହାରି ଭିତରେ ଆଉ ଜଣେ ପ୍ରମୁଖ ଖେଳାଳି ତଥା ଭାରତୀୟ ଦଳର ଅନୁଭବୀ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ଅବସର…

(Video) ବର୍ଷାରେ ଧୋଇଗଲା ଭାରତର ପ୍ରଥମ ୱାର୍ମଅପ ମ୍ୟାଚ୍ ; ଜାଣନ୍ତୁ ଦ୍ୱିତୀୟ ଅଭ୍ୟାସ ମ୍ୟାଚ କେବେ ଖେଳାଯିବ

ଓଡିଶା ଭାସ୍କର: ଗୌହାଟୀରେ ଭାରତ ଓ ଇଂଲଣ୍ତ ମଧ୍ୟରେ ହେବାକୁ ଥିବା ୱାର୍ମଅପ ମ୍ୟାଚରେ ବାଧକ ସାଜିଲା ବର୍ଷା । ଶେଷରେ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରାଯିବା ନିଷ୍ପତି ନିଆଯାଇଛି । ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ…

ପ୍ରଚାର ମୈଦାନରୁ କାଦୁଅ ଫିଙ୍ଗା ରାଜନୀତି; ଛତିଶଗଡ଼ରେ ମୋଦୀ, ମଧ୍ୟପ୍ରଦେଶରେ ରାହୁଲ

ଓଡିଶା ଭାସ୍କର; ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନୂଆ ରଣନୀତି ସହ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି ଖୋଦ ଦଳର ହାଇକମାଣ୍ଡ । ତେବେ ଏହି ନିର୍ବାଚନ…

ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା କରିବାରେ ଥିଲେ ଜାଣିରଖନ୍ତୁ ଏହି ନୂଆ ନିୟମ…ଆପଣଙ୍କୁ ଦେବାକୁ ପଡିବ

ଓଡିଶା ଭାସ୍କର; ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ନୂଆ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ମହଙ୍ଗା…

ଖୁବଶୀଘ୍ର ସେନାରେ ସାମିଲ ହେବ ଏହି ସ୍ୱତନ୍ତ୍ର ସ୍ୱୟଂ ଚାଳିତ ଯାନ, ଜାଣନ୍ତୁ ଏହାର କାମ କ’ଣ ରହିଛି?

ଓଡିଶା ଭାସ୍କର; ସାମରିକ ସୁରକ୍ଷା ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ଯାନ ପ୍ରସ୍ତୁତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର ଏହା ଭାରତୀୟ ସେନାରେ ନିୟୋଜିତ ହେବାକୁ ଯାଉଛି । ତେବେ ଏହା ହେଉଛି ଏକ ସ୍ୱୟଂ…

ଜଙ୍ଗଲରୁ ମିଳିଲା ଏକ ଅଜବ କୀଟ : କାଟିଲେ କ’ଣ ହେବ, ଆସନ୍ତୁ ଜାଣିବା

ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ଏହି ଜଗତ ଅଜବ ଜୀବରେ ପରିପୂର୍ଣ୍ଣ । ଏହି କାରଣରୁ ଯେତେବେଳେ ବି ଏପରି ଜୀବ ଆମ ସାମ୍ନାକୁ ଆସେ, ଆମେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥାଉ | ପ୍ରକୃତରେ ଦେଖିବାକୁ ଗଲେ, ଏହା ଆମକୁ…