ଗଣେଶ ପୂଜାରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର

କଟକ : ଆଜି ହେଉଛି ପବିତ୍ର ଗଣେଶ ପୂଜା । ଏହି ଗଣେଶ ପୂଜାରେ ଘଟିଛି ଏକ ବଡ଼ ଅଘଟଣ । କଟକର ଏକ ଘରୋଇ ବିଦ୍ୟାଳୟର ୩ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ଜଣଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଦୁଇ…

ଏହି ସହରରେ ଖୋଲିବ ଦେଶର ପ୍ରଥମ ଟେକନୋଲୋଜି ସଂଗ୍ରହାଳୟ, ଏଥି ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

ନୂଆଦିଲ୍ଲୀ : ଭାରତ ସରକାର ଟେକନୋଲୋଜିକୁ ଆଗକୁ ବଢାଇବା ପାଇଁ ଦେଶରେ ଏହାର ବିକାଶକୁ ଆଗକୁ ନେବା ପାଇଁ ଦିଲ୍ଲୀରେ ଟେକ ସଂଗ୍ରହାଳୟ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର ଏହାକୁ ନବ ଭାରତ ଉଦ୍ୟାନରେ…

ଦିଲ୍ଲୀ ହାଇକୋର୍ଟର ବଡ ନିଷ୍ପତ୍ତି, ‘ସମସ୍ତେ ଜୀବନ ସାଥୀକୁ ନିଜ ଇଛାରେ ବାଛି ପାରିବେ’

ନୂଆଦିଲ୍ଲୀ : ପୁଅ ହେଉ ବା ଝିଅ ହେଉ ସମସ୍ତଙ୍କୁ ନିଜ ଜୀବନସାଥୀ ବାଛିବାର ଅଧିକାର ଦେବା ଉଚିତ । କେତେ ଜଣ ବାପା ମାଆ ଇଚ୍ଛାରେ ବିବାହ କରିଦିଅନ୍ତି, କିନ୍ତୁ ସେ କେବେ ସେଥିରେ ଖୁସି ହୋଇପାରନ୍ତି ନାହିଁ । ଏହାର…

ଆଜି ଲଞ୍ଚ ହେବ Jio Air Fiber, ବିନା ତାରରେ ମିଳିବ ହାଇସ୍ପିଡ ଇଣ୍ଟରନେଟ

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ତାହାର ଏୟାର ଫାଇବର ଲଞ୍ଚ କରିବାକୁ ଯାଉଛି । କମ୍ପାନୀର ଚ୍ୟୟାରମ୍ୟାନ ମୁକେଶ ଅମ୍ବାନୀ ୪୬ ତମ AGM ମିଟିଙ୍ଗରେ ଘୋଷଣା କରିଥିଲେ ଜିଓ ଫାଇବରକୁ ଗଣେଷପୂଜା ଦିନ ଲଞ୍ଚ…

ଓସ୍କାରରେ ସ୍ଥାନ ପାଇ ପାରେ ଫିଲ୍ମ “ଜୱାନ”, ଶାହାରୁଖଙ୍କ ସହ ଆଲୋଚନା କରିବେ ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ : ଫିଲ୍ମ ଜୱାନ ବକ୍ସ ଅଫିସରେ ତାର ବ୍ୟବସାୟ ଜାରି ରଖିଛି । ଫିଲ୍ମଟି ହିନ୍ଦୀ ଭାଷାରେ ୪୩୦ କୋଟି ଟଙ୍କା ବ୍ୟବସାୟ କରିସାରିଛି । ସେହିପରି ୱାଲ୍ଡରେ ୧୧ ଦିନରେ ୮୫୮ ବ୍ୟବସାୟ କରିସାରିଛି । ବକ୍ସ ଅଫିସରେ…

ମଝି ଆକାଶରେ ‘ମୃତ୍ୟୁର ଖେଳ’! ବିମାନ ଦୌଡ଼ ପ୍ରତିଯୋଗିତାରେ ୨ ବିମାନ ମୁହାଁମୁହିଁ, 2 ଜଣଙ୍କ ମୃତ୍ୟୁ

ଓଡିଶା ଭାଷ୍କର : ଆମେରିକାର ନେଭାଡା ଅଞ୍ଚଳର ରେନୋରେ ଜାତୀୟ ଚାମ୍ପିଅନସିପର ଏୟାର ରେସ ଚାଲିଥିଲା । ଏହି ଏୟାର ସୋ ସମୟରେ ଦୁଇଟି ବିମାନର ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଧକ୍କାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି ।…

କମ ପାଣି ପିଇବା ଦ୍ୱାରା କୋଲେଷ୍ଟ୍ରଲ ବଢିଥାଏ କି, ଜାଣନ୍ତୁ ହୃଦୟ ସ୍ୱାସ୍ଥ୍ୟ ପାଇଁ ପାଣି କେତେ ଜରୁରୀ

ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ଆପଣଙ୍କ ଆପଣଙ୍କ ଖାଇବା ପିଇବା ସହିତ ଜଡିତ । ଆପଣ ପ୍ରତି ଦିନ କ’ଣ ଖାଉଛନ୍ତି ତାହା ଆପଣଙ୍କ ଶରୀରକୁ ପ୍ରଭାବିତ କରିବା ସହିତ ତାହା ଆପଣଙ୍କ ହୃଦୟକୁ ମଧ୍ୟ ପ୍ରଭାବିତ କରିଥାଏ । ହୃଦୟକୁ…

ଏଥର ବର୍ଷାରେ ଭିଜିବେ ଗଣପତି ବାପା : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ଆଜି ଗଣପତି ବାପା ବର୍ଷାରେ…

ଗୃହରେ ରଖନ୍ତୁ ଚାନ୍ଦିର ହାତୀ ମୂର୍ତ୍ତି : ନକାରାତ୍ମକ ଶକ୍ତି ହେବ ଦୂର

ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ହାତୀ ମୂର୍ତ୍ତି ରଖିବା ଖୁବ ଶୁଭ ବୋଲି ମାନେ କରାଯାଏ । ଘରେ ଚାନ୍ଦିର ହାତୀ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାକୁ…

ଦିନିକିଆ ବିଶ୍ୱକପ ପାଇଁ ଇଂଲଣ୍ଡର ୧୫ ଜଣିଆ ଦଳ ଘୋଷଣା…ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ

ଓଡିଶା ଭାସ୍କର: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ଗୋଟିଏ ମାସରୁ କମ ଦିନ ବାକି ରହିଛି । ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ…