କ୍ୱାରେଣ୍ଟାଇନ୍ ସେଣ୍ଟରରେ ରୋଷେୟାର ଧମାକେଦାର ଡ୍ୟାନ୍ସ, ଲୋକ କହିଲେ-‘ ଏ ହେଉଛି ପ୍ରକୃତ ପ୍ରତିଭା’

ପ୍ରକୃତ ଟ୍ୟାଲେଣ୍ଟ ବା ପ୍ରତିଭା କୌଣସି ସମୟ ବା ପରିସ୍ଥିତି ଖାତିର କରେନାହିଁ । ପରିସ୍ଥିତି ଯାହା ହେଉ ନା କାହିଁକି, ଯଦି ଜଣେ ବ୍ୟକ୍ତିର ପ୍ରତିଭା ଥାଏ ତେବେ ସେ ନିଜ ପାଇଁ ପ୍ଲାଟଫର୍ମ ତିଆରି କରିନେବ । ନିକଟରେ…

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,୭/୬(ଓଡ଼ିଶା ଭାସ୍କର): ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଅପରାହ୍ନ ସାଢେ ଗୋଟାଏରେ ଲୋକସେବା ଭବନରେ ଏହି…

ଜାଣନ୍ତୁ, ଆଜି କ’ଣ ରହିଛି ଆପଣଙ୍କ ରାଶିରେ (ରବିବାର, ଜୁନ୍ ୭/୨୦୨୦)

ମେଷ -ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ କୀ କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ବୃଷ…

ବାଣୀବିହାରର ୩ଟି ବିଭାଗ ସିଲ୍ 

ଭୁବନେଶ୍ୱର ,୬/୬(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ ହୋଇଛି। ଫିଲୋସଫି, ଇଂଲିଶ ଓ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଏହିପରି…

ସୋମବାରଠାରୁ OSRTCର ଯାତ୍ରୀସେବା ଆରମ୍ଭ

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): ଅନଲକ-୧ ସମୟରେ ସୋମବାରଠାରୁ ଯାତ୍ରୀସେବା ଆରମ୍ଭ କରିବାକୁ ଯାଉଛି ଓଏସଆଟିସି । ଲୋକଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ବସ୍ ଚାଲିବ । ୯୬ଟି ବସ୍ ସହ ସାଧାରଣ ଲୋକଙ୍କ ପାଇଁ…

ଏଣିକି ଫୋନ୍ ନ ଉଠାଇଲେ ନିଆଯିବ ଶକ୍ତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): କରୋନାକୁ ହଟାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କିନ୍ତୁ ରାଜ୍ୟରେ କରୋନା ସଂଖ୍ୟା କମିବା ଅପେକ୍ଷା ବଢି ବଢି ଚାଲିଛି । ଜୁନ୧ରୁ ସାରା ଦେଶରେ…

ଭୁବନେଶ୍ୱରରୁ ୫ କରୋନା ପଜିଟିଭ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): କରୋନା ମୁକ୍ତ ହୋଇଥିବା ରାଜଧାନୀ ଭୁବନେଶ୍ୱରରୁ ଲଗାତାର ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ଭୁବନେଶ୍ୱରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…