ଶାହାରୁଖଙ୍କ ଫିଲ୍ମ Jawan କରିଛି ୧୧୦୦ କୋଟିର ବ୍ୟବସାୟ, ବ୍ଲକବଷ୍ଟର କଲେକସନରେ ଏହା ପ୍ରଥମ ଫିଲ୍ମ
ମୁମ୍ବାଇ : ଶହାରୁଖ ଖାନ ଏବଂ ନୟନତାରା ଅଭିନିତ ଫିଲ୍ମ "ଜୱାନ' ରିିଲିହେବା ପରେ ୩୦ ଦିନ ବିତି ସାରିଛି । କିନ୍ତୁ ଫିଲ୍ମଟି ଏବେ ସାରା ବିଶ୍ୱରେ ବ୍ୟବସାୟ କରିବାରେ ଲାଗିଛି । ଏହି ଫିଲ୍ମଟି ଏବେ ସାରା ବିଶ୍ୱରେ ଗୋଟିଏ…