କେବଳ ରବିବାର ଖୋଲିବ ବହି ଦୋକାନ, ଗ୍ୟାରେଜ

ଯାଜପୁର, ୧୫ା୪(ଓଡ଼ିଶା ଭାସ୍କର): ଲକ୍ ଡାଉନରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ହୋଇଛି । ଆସନ୍ତାକାଲିଠୁ ଆଉ ପ୍ରତିଦିନ ବହି ଦୋକାନ ଖୋଲିବନି । କେବଳ ରବିବାର ବହି, ଗ୍ୟାରେଜ, ବିଦ୍ୟୁତ ଉପକରଣ ଦୋକାନ…

ଏଥର ନିରାଡ଼ମ୍ବର ବିଜୁ ଶ୍ରାଦ୍ଧ ଉତ୍ସବ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି…

ଚା ନଦେବାରୁ ସ୍ତ୍ରୀକୁ ତଲାକ୍,ଲକ୍ ଡାଉନ ବେଳେ ଘରୁ କଲେ ବିଦା

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ସାଧାରଣ ଭାବେ ଆମ ଦେଶରେ ତଲାକ୍ ନେଇ ବହୁ ଅଜବ ଗଜବ କାରଣ ଶୁଣିବାକୁ ମିଳେ ।ଏବେ ପୁଣି ଆଉ ଏକ ନୂଆ କାରଣ ଆଗକୁ ଆସିଛି । ମହାଶୟ ଜଣଙ୍କର ଚା ପିଇବାକୁ ଇଚ୍ଛା ହେଲା ।ତ ପୁରା ନବାବୀ…

WHO ଉପରେ ରାଗ ସୁଝାଇଲା ଆମେରିକା, ପାଣ୍ଠି ଉପରେ ରୋକ୍

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): WHO ଉପରେ ଆମେରିକାର ରାଗ । ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରେ ତାଣ୍ଡବ ରଚିଛି କୋରୋନା, ସେତେବେଳେ WHO କୁ ନେଇ ଅତ୍ୟଧିକ ଖପ୍ପା ହୋଇଉଠିଛି ଆମେରିକା । କେବଳ ଦାୟୀ…

ଭୁବନେଶ୍ୱରରେ କରେନା ଜଗିବେ ୬ ଆଇଏଏସ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ସରକାରଙ୍କ ବଡ଼ ପଦକ୍ଷେପ । ରାଜଧାନୀକୁ ୩ଟି ଜୋନ୍ରେ ବିଭକ୍ତ କରି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ।ଭୁବନେଶ୍ୱରକୁ ତିନୋଟି ଜୋନରେ…

ଲକଡାଉନ ନେଇ ଗାଇଡଲାଇନ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର):  ଲକଡାଉନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି ।  ସମସ୍ତ ପ୍ରକାର ପରିବହନ ଉପରେ…

ଖାଲି ଆଖିରେ ଆକାଶରେ ଦେଖନ୍ତୁ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର):ଆଜିଠାରୁ ଅକାଶରେ ଖାଲି ଆଖିରେ ଦେଖିବେ ବିରଳ ଦୃଶ୍ୟ । ଆଜିଠାରୁ ୧୭ ତାରିଖ ପାର୍ଯ୍ୟନ୍ତ ବୃହସ୍ପତି ,ଶନି ଓ ମଙ୍ଗଳ ଗ୍ରହର ଖୁବ ନିକଟରେ ରହିବ ଚନ୍ଦ୍ର । ଚଳିତ ମାସ ସାରା ସବୁଦିନ…

ମଦୁଆ ହତାସ, ମେ ୩ ତାରିଖ ଯାଏ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଲକ୍ ଡାଉନ ଅବଧି ମେ ୩ ତାରଖ ପର୍ଯ୍ୟନ୍ତ ବଢ଼ାଯାଇଛି । କିନ୍ତୁ ଏଥିରେ କିଛି କ୍ଷେତ୍ର ଉପରୁ ଉଠିଛି ଲଗାମ୍ । ସମାଜିକ ଦୂରତା ବଜାୟ ରଖି କୃଷି ,ଶିଲ୍ପ ଭଳି କିଛ କ୍ଷେତ୍ରକୁ କୋହଳ…