ଆଗାମୀ ୪୮ ଘଣ୍ଟାରେ ଆସୁଛି ଆଉ ଏକ ଲଘୁଚାପ : ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ଅଞ୍ଚଳରେ ଲଘୁଚାପ ବର୍ଷା ସମ୍ଭାବନା । ପୂର୍ବ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର- ପୂର୍ବ…

(Video) ଏବେ ନୁହେଁ, ବିଶ୍ୱକପ୍‌ ଜିତିବା ପରେ ବାଣ ଫୁଟାଇବ; ହିଟ୍‌ମ୍ୟାନ୍‌ ତଥା ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ୫ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏସିଆ ବିଶ୍ୱ କପ୍ ୨୦୨୩ ଟାଇଟଲ୍ ବିଜୟ ହାସଲ କରିଛି । ଗତକାଲି ଶ୍ରୀଲଙ୍କାର ଖୁବ କମ ବ୍ୟବଧାନ ଅର୍ଥାତ ୫୧ ରନ୍ ଟାର୍ଗେଟକୁ ମାତ୍ର ୬.୧ ଓଭରରେ…

ଆଇଫୋନରେ ଏବେ ପରିବର୍ତ୍ତିତ ଦେଖାଯିବ ହ୍ଵାଟ୍ସଅପ ଆପ, ଜାଣିନିଅନ୍ତୁ କଣ ରହିଛି ରହସ୍ୟ

ନୂଆଦିଲ୍ଲୀ : ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ହ୍ଵାଟ୍ସଅପ ଆପର ଇଣ୍ଟରଫେସରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ କମ୍ପାନୀ କିଛି ବଟନ୍ କୁ ଏକ ନୂଆ ଡିଜାଇନ୍ ସହିତ ବଦଳାଉଛି । ଏହି ଅପଡେଟ ବର୍ତ୍ତମାନ iOS…

OSSSC recruitment 2023: ୩୦୦ରୁ ଅଧିକ ପଦବୀର ନିଯୁକ୍ତି ବିଜ୍ଞପ୍ତି, ୮୧,୧୦୦ ପର୍ଯ୍ୟନ୍ତ ପାଇବେ ଦରମା

ଭୁବନେଶ୍ୱର : ଓଡ଼ିଶା ସବ-ଅର୍ଡିନେଟ କର୍ମଚାରୀ ଚୟନ ଆୟୋଗରେ ଖାଲିପଡିଛି ଅନେକ ପଦବୀ । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏଠାରେ ରେଡିଓଗ୍ରାଫରର ୩୭୮ଟି ପଦବୀ ଖାଲି ପଡିଛି । ଏଥିରେ ଆବେଦନ କରିବାକୁ ଚାହୁଁଥିବା…

ମଝି ଆକାଶରେ ୨ ବିମାନର ମୁହାଁମୁହିଁ ଧକ୍କା; କ୍ୟାମେରାରେ କଏଦ ହେଲା ଏହି ବେଳର ଦୃଶ୍ୟ, ୨ ପାଇଲଟ ମୃତ

ୱାଶିଂଟନ; ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ୧୭ ସେପ୍ଟେମ୍ବର ରବିବାର ଦିନ ନେଭାଡାର…

BMC କାର୍ଯ୍ୟାଳୟ ଘେରିଲେ ବସ୍ତି ଲୋକ : ଆଲୋଚନା ପାଇଁ ଡାକିଲେ ମେୟର

ଭୁବନେଶ୍ୱର : ଆବାସ ଯୋଜନାକୁ ନେଇ ବସ୍ତିର ଲୋକେ ମେୟରଙ୍କ ସାମ୍ନାରେ ଅଭିଯୋଗ ରଖିଛନ୍ତି । ଆବାସ ଯୋଜନା ପାଇବାରୁ ବଞ୍ଚିତ ଅଭିଯୋଗ ନେଇ ପ୍ରାୟ ୫୦ ପରିବାରର ଲୋକେ BMC କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ସୂଚନା…

ଐତିହାସିକ ନିଷ୍ପତି ପାଇଁ ସ୍ୱତନ୍ତ୍ର ଅଧିବେଶନ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୧ଟାରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ

ଓଡିଶା ଭାସ୍କର; ଆଜିଠୁ ଆରମ୍ଭ ହେଉଛି ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା,…

ଗଣେଶ ଚତୁର୍ଥୀରେ ମୂର୍ତ୍ତି ସ୍ଥାପନ କରିବାର ଶୁଭ ସମୟ : ଧ୍ୟାନରେ ରଖନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ : ଗଣେଶ ଉତ୍ସବ ପର୍ବଟି ଭଦ୍ରାପଡା ମାସର ଶୁକ୍ଲା ପକ୍ଷ ଚତୁର୍ଥୀ ତିଥିରୁ ଗଣେଶ ଚତୁର୍ଥୀ ଆରମ୍ଭ ହେଉଛି । ଏହି ଦିନ ଗଣପତି ବାପ୍ପାଙ୍କ ପ୍ରତିମା ପ୍ରତ୍ୟେକ ଘର ଏବଂ ସର୍ବସାଧାରଣ ସ୍ଥାନରେ ସ୍ଥାପନ…

ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟାଙ୍କ…

ଭୁବନେଶ୍ୱର; ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ। ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼…

ଖାଲି କ୍ଷୀର ନୁହେଁ ସେଥିରେ ଗୁଡ଼ ମିଶାଇ ପିଅନ୍ତୁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ

ଓଡିଶା ଭାସ୍କର; ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ୟ୍ୟକୁ…