ଗର୍ଭାବସ୍ଥା ସମୟରେ ଖାଦ୍ୟରେ ଏହି ଉଚ୍ଚ ପ୍ରୋଟିନ୍ ପନିରକୁ କରନ୍ତୁ ଅନ୍ତର୍ଭୂକ୍ତ : ଜାଣିନିଅନ୍ତୁ ଏହାର ଉପକାରିତା
ଭୁବନେଶ୍ୱର : ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ, କିଏ ଖଟା ଜାତୀୟ ଖାଦ୍ୟ…