୬୦୦୦ରୁ ଅଧିକ ମିଟର ଶିଖର ଚଢିଲା ଏହି ୧୨ ବର୍ଷୀୟ ଝିଅ: ସୃଷ୍ଟି କଲା ବିଶ୍ୱ ରେକର୍ଡ

ଗୋଆ : ୧୨ ବର୍ଷୀୟ ଗୋଆର ଝିଅ ୬୨.୫ ଘଣ୍ଟାରେ ଲାଦାଖ ଅଞ୍ଚଳର ମାର୍କା ଉପତ୍ୟାକାରେ ୬୦୦୦ ମିଟରରୁ ଅଧିକ ଶିଖରକୁ ଚଢି ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି । ଝିଅଟର ନାମ ହେଉଛି ଗୁଞ୍ଜନ, ସେ ଜ୍ଞାନ ବିକାଶ ବିଦ୍ୟାଳୟର…

ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କଟକ: ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଗୁରୁବାର ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ପକ୍ଷରୁ ତାରିଖ ପ୍ରକାଶ ପାଇଛି। ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା…

ମହିଳାମାନଙ୍କ ଅନ୍ତବସ୍ତ୍ର ସମ୍ପର୍କରେ ଟ୍ୱିଟ୍ କରି ଫସିଲେ ଅମିତାଭ ବଚ୍ଚନ, ପ୍ରଶଂସକ କହିଲେ-‘ଆପଣଙ୍କଠୁ ଏହା ଆଶା କରିନଥିଲୁ’

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି । ଦୈନିକ କିଛି ନା କିଛି କଥାକୁ ନେଇ ସେ ଟ୍ୱିଟ୍ କରିଥାନ୍ତି । ଯେଉଁଥିପାଇଁ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ…

ସରକାରୀ କର୍ମଚାରୀଙ୍କ ନିଷ୍କ୍ରିୟତାରେ ହତାଶ ହେଲେ ପରିବାର ଲୋକେ : ଜିଏଚଏମସି କାର୍ଯ୍ୟାଳୟରେ ଛାଡିଲେ ସାପ

ହାଇଦ୍ରାବାଦ : ଅଲୱାଲର ଭାରତୀନଗରର ଜଣେ ବାସିନ୍ଦା କତ୍ତୃପକ୍ଷଙ୍କ ସହାୟତା ପାଇଁ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବା ପରେ ବି ସେମାନଙ୍କ ପକ୍ଷରୁ କୌଣସି ସହାୟତା ପାଇ ନଥିଲେ । ଏଭଳି ପରିସ୍ଥିତିରେ ଉଦାସୀନତା ଉପରେ…

RBI ଶୁଣାଇଲା ଖୁସି ଖବର : ଦେଶର ବ୍ୟାଙ୍କ ସରକାର ସହ ମିଶି ୯ ବର୍ଷରେ କରିଲେ ଏହି କାମ

ନୂଆଦିଲ୍ଲୀ : ଗତ ୯ ବର୍ଷ ହେବ ଆରବିଆଇ ଏବଂ ସରକାରଙ୍କ କଠୋରତା ପରେ ବ୍ୟାଙ୍କଗୁଡିକ ଖରାପ ଋଣର ହ୍ରାସ କରିବାକୁ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସ୍ତରରେ ନିଆଯାଇଥିଲା କିଛି ପଦକ୍ଷେପ । ଏହି ପଦକ୍ଷେପ ଯୋଗୁଁ…

ସୁଧୁରୁଛି କାଶ୍ମୀରର ସ୍ଥିତି : ୩୦ ବର୍ଷ ପରେ ମୁହରମ ଶୋଭାଯାତ୍ରାରେ ବାହରିବାକୁ ମିଳିଲା ଅନୁମତି

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ତିନି ଦଶନ୍ଧିପରେ ଶ୍ରୀନଗର ସହର ଦେଇ ମୁହରମ ଶୋଭାଯାତ୍ରା ନେବାକୁ ଅନୁମତି ମିଳିଛି । ତେବେ ପ୍ରଶାସନ ଏହି ଶୋଭାଯାତ୍ରା ପାଇଁ ଏକ ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି । ଆଦେଶ ଅନୁସାରେ,…

Video: ତୁମକୁ ମନ୍ଦିରରେ ଫାଶୀ ଦିଆଯିବ, ଜିଅନ୍ତା ଜଳାଇ ଦେବୁ; କେରଳରେ UCC ବିରୋଧୀ ରାଲିରେ ହିନ୍ଦୁଙ୍କ ବିରୋଧରେ ଘୃଣା ଓଗାଳିଲା ମୁସଲିମଗ…

ନୂଆଦିଲ୍ଲୀ: କେରଳରେ ସମାନ ନାଗରିକ ସଂହିତା(ୟୁସିସି) ବିରୋଧୀ ରାଲିରେ ହିନ୍ଦୁ ଧର୍ମ ବିରୋଧରେ ଜୋରଦାର ପ୍ରଦର୍ଶନ କରାଯାଇଛି । ମୁସଲିମ୍ ୟୁଥ୍ ରାଲିରେ ଏହି ପ୍ରକାର ଘଟଣା ଘଟିଛି । ତେବେ ଏହି ଘଟଣାରେ…

ଦେଖନ୍ତୁ କେମିତି ଏକ୍ସପୋଜ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ; ଅଭିଯୋଗ ଶୁଣି ନପାରି ବୈଠକ ଛାଡ଼ି ପଳାଇଲେ

ନୂଆଦିଲ୍ଲୀ: ନିକଟରେ ଏନ୍‌ଡିଏମ୍‌ସିର ବୈଠକରେ ଅଭାବନୀୟ ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବୈଠକ ସମୟରେ ବିରୋଧୀ ଦଳର ନେତାମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ 'ଅରବିନ୍ଦ…

ଟ୍ରାନ୍ସଜେଣ୍ଡରଙ୍କ ଲାଗି ପୃଥକ ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ବଡ଼ ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରଙ୍କ ସଂରକ୍ଷଣ ସମ୍ପର୍କରେ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ତାଙ୍କର ପକ୍ଷ ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ ଟ୍ରାନ୍ସଜେଣ୍ଡରଙ୍କୁ ସଂରକ୍ଷଣର ଲାଭ ସେତେବେଳେ…

ଜାତୀୟ ଟିଭିରେ କ୍ଷମତା ଦଖଲ ଘୋଷଣା କଲା ନାଇଜେରିଆ ସେନା, ମାଟିରେ ମିଶିଲା ସମ୍ବିଧାନ

ନୂଆଦିଲ୍ଲୀ: ପୁଣି ନାଇଜେରିଆରେ ନିର୍ବାଚିତ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିଛି ସେନା । ବୁଧବାର ଜାତୀୟ ଟିଭିରେ ଖୋଲା ଖୋଲି ଭାବେ ସେନା ଏହି ଘୋଷଣା କରିବା ସହିତ ଦେଶର ସମ୍ବିଧାନକୁ ହଟାଇ ଦେଇଛି । ରାଷ୍ଟ୍ରପତି…