ଆସିଲା ନିଯୁକ୍ତି : NERରେ ଖାଲି ପଡିଛି 1104ଟି ପଦବୀ, ITI ପାସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ନୂଆଦିଲ୍ଲୀ : ଉତ୍ତର-ପୂର୍ବ ରେଳ ବିଭାଗରେ ଖାଲି ପଡିଛି ଅନେକ ପଦବୀ । ଭାରତୀୟ ରେଳ ବିଭାଗ ଆପ୍ରେଣ୍ଡିସ ଅଧୀନରେ 1104ଟି ପଦବୀର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଇଚ୍ଛୁକ ଥିବା ପ୍ରାର୍ଥୀ ରେଳ ବିଭାଗର ୱେବସାଇଟ…