ସୀମାନ୍ତ ଅଂଚଳରେ ମାନବ ଚାଲାଣର ମୁକାବିଲା ଲାଗି ସୁରକ୍ଷା ଓ ଥଇଥାନ ଗୃହ ସ୍ଥାପନ ପାଇଁ ସହାୟତା କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ମାନବ ଚାଲାଣର ଶିକାର ହେଉଥିବା ନାବାଳିକା ଓ ଯୁବତୀମାନଙ୍କ ପାଇଁ ସୁରକ୍ଷା ଏବଂ ଥଇଥାନ ଗୃହ ସ୍ଥାପନ ପାଇଁ ସୀମାନ୍ତ ଅଞ୍ଚଳଗୁଡ଼ିକରେ ଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଆର୍ଥିକ ସହାୟତା…