Astrology ରାଶିଫଳ(ମଙ୍ଗଳବାର,୦୪ ଜୁଲାଇ,୨୦୨୩) Odisha Bhaskar Bureau Jul 4, 2023 ମେଷ - ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…
Featured ବର୍ଷାଋତୁରେ ସହଜରେ ଦୂର କରିପାରିବା କପଡ଼ାର ଦୁର୍ଗନ୍ଧ : ଜାଣିନିଅନ୍ତୁ ଏହାର ଉପାୟ Odisha Bhaskar Bureau Jul 4, 2023 ଭୁବନେଶ୍ୱର: ବର୍ଷାଋତୁର ଆଗମନ ହୋଇଗଲାଣି ଏବଂ ବର୍ଷା କାରଣରୁ ଗରମରୁ ଅଳ୍ପ ଆରାମ ମିଳିବା ଆରମ୍ଭ ହୋଇଗଲାଣି । ବର୍ଷା ହେତୁ ବାୟୁ ଏବଂ ସୂର୍ଯ୍ୟ କିରଣ ଘରେ ପ୍ରବେଶ କରେ ନାହିଁ, ତେଣୁ ବନ୍ଦ ଥିବା ସ୍ଥାନରୁ ଦୁର୍ଗନ୍ଧ…
Breaking News ତଦନ୍ତ ରିପୋର୍ଟରୁ ହେଲା ବଡ଼ ଖୁଲାସା: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ୍ ତ୍ରୁଟି, ଅବହେଳା କରିଥିଲେ ଷ୍ଟେସନ ମାଷ୍ଟର Odisha Bhaskar Bureau Jul 4, 2023 ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ପଛର ମୁଖ୍ୟ କାରଣ ହେଉଛି ସିଗନାଲ୍ ତ୍ରୁଟି । ତଦନ୍ତ ସମୟରେ ସିଗନାଲିଂ ଏବଂ ଟେଲିକମ୍ ଯୋଗାଯୋଗ ବିଭାଗରେ ବିଭିନ୍ନ…
Featured ଡ଼ାଇବେଟିସର ଡାଏଟ : ପ୍ରାକୃତିକ ଉପାୟରେ ଡ଼ାଇବେଟିସ ନିୟନ୍ତ୍ରଣ କରିବାର ଏହି ୩ଟି ଆୟୁର୍ବେଦିକ ଉପାୟ Odisha Bhaskar Bureau Jul 4, 2023 ଭୁବନେଶ୍ୱର : ଡାଇବେଟିସ ଅଧିକାଂଶ ଲୋକଙ୍କ ମୃତ୍ୟୁର କାରଣ ଅଟେ । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଅନୁସାରେ, ଡାଇବେଟିସ ରୋଗିଙ୍କ ସଂଖ୍ୟା ୨୦୩୦ ବେଳକୁ ତାହା ଦ୍ୱିଗୁଣ ହୋଇଯିବ । ଯାହାକି ଚିନ୍ତାର ବିଷୟ ଅଟେ । ଏହା ଜୀବନଘାତକ…
Featured ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି Odisha Bhaskar Bureau Jul 4, 2023 ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୮…
Breaking News ଜୁଲାଇ ୬ ରେ ଟ୍ୱିଟର ବିକଳ୍ପ ‘ଥ୍ରେଡସ୍’ ଲଞ୍ଚ କରିବ ମେଟା Odisha Bhaskar Bureau Jul 4, 2023 ନୁଆଦିଲ୍ଲୀ: ଫେସ୍ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ଟୁଇଟ୍ର ଭଳି ଏକ ଆପ୍ ଜୁଲାଇ ୬ ତାରିଖରେ ଲଞ୍ଚ କରିବାକୁ ଯାଉଛି । ମେଟା ଏହା ଉପରେ ଅନେକ ଦିନ ଧରି କାମ କରୁଥିଲା । ଏହି କାମ ବର୍ତ୍ତନା ଶେଷ ହୋଇସାରିଛି । ଏବେ…
Breaking News ପୁଣି ଲୋକମାନଙ୍କୁ ମହଙ୍ଗା ମାଡ଼: ବୃଦ୍ଧି ପାଇଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ Odisha Bhaskar Bureau Jul 4, 2023 ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସବୁଜ ପନିପରିବା ଦର ଆକାଶ ଛୁଇଁଥିବା ବେଳେ ଲୋକମାନଙ୍କୁ ଆଉ ଏକ ମହଙ୍ଗା ମାଡ଼ ସହିବାକୁ ପଡିଛି। ତୈଳ ବିତରଣ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା…
Breaking News ଆଜିଠାରୁ ପ୍ରବଳ ବର୍ଷା : ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା Odisha Bhaskar Bureau Jul 4, 2023 ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୧ ମିମି ବର୍ଷା ହେଉଥିବାର ରେକର୍ଡ କରାଯାଇଛି । ବର୍ଷା ୧.୧ ମିମି ତୁଳନାରେ ୯୦% କମ୍ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ…
Breaking News ଆମେରିକାର ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀଙ୍କ ଆକ୍ରମଣ, ଅଗ୍ନିକାଣ୍ଡ ଉଦ୍ୟମ Odisha Bhaskar Bureau Jul 4, 2023 ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ଦୂତାବାସରେ ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି । ତେବେ ସ୍ଥାନୀୟ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ନିଆଁକୁ ଆୟତ୍ତ…
Breaking News SAFF Championship: ଆଜି ଭାରତ-କୁଏତ ଫାଇନାଲ୍, ନବମ ଟାଇଟଲ ଲକ୍ଷ୍ୟରେ ଭାରତ Odisha Bhaskar Bureau Jul 4, 2023 ନୂଆଦିଲ୍ଲୀ: ସାଫ୍ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ରେ ଆଜି ଭାରତ ଏବଂ କୁଏତ ମୁହାଁମୁହିଁ ହେବେ । ବାଙ୍ଗଲୋରର ଶ୍ରୀ କାନ୍ତେରାଭା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ଫୁଟବଲ ଦଳ ଦ୍ୱିତୀୟ ଥର ପାଇଁ କୁଏତକୁ…