କାକୁଡି କିଣିବା ବେଳେ ପିତା ପଡୁଛି କି : ଜାଣି ନିଅନ୍ତୁ ଭଲ କାକୁଡି ବାଛିବାର ୫ଟି ଉପାୟ

ଭୁବନେଶ୍ୱର : ପ୍ରାୟତଃ ଲୋକମାନେ କାକୁଡି ଖାଇବାକୁ ଅଧିକ ପସନ୍ଦ କରନ୍ତି । ଗ୍ରୀଷ୍ମ ଦିନରେ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ କାକୁଡିକୁ ଉତ୍ତମ ବିକଳ୍ପ ବୋଲି ମନେ କରାଯାଏ । କିନ୍ତୁ ଅନେକ ସମୟରେ ସଚେତନତା ରଖି…

ଯୋଗ କରିବା ଦ୍ୱାରା ବଢିବ ଦୃଷ୍ଟି ଶକ୍ତି : ଗୋଟେ ସପ୍ତାହରେ ଛାଡିବେ ଚଷମା ପିନ୍ଧିବା

 ଭୁବନେଶ୍ୱର : ଆଜିକାଲି ମଣିଷ ଅଳ୍ପ ବୟସରେ ଚଷମା ବ୍ୟବହାର କରୁଛନ୍ତି । ଚଷମା ପିନ୍ଧିବାର ମୁଖ୍ୟ କାରଣ ହେଉଛି ଆଖିର ଯତ୍ନ ଠିକ ଭାବରେ ନନେବା, ପୁଷ୍ଟିକର ଖାଦ୍ୟର ଅଭାବ କିମ୍ବା ଜେନେଟିକ୍ ନହେବା । କିନ୍ତୁ ଦୁର୍ବଳ…

ଜଳଖିଆରେ କଦଳୀ ଖାଇବା ଉଚିତ : ଆସନ୍ତୁ ଜାଣିବା କିପରି କରିବେ ସେବନ…

ଭୁବନେଶ୍ୱର : ସାଧାରଣତଃ ଫଳ ମଧ୍ୟରୁ ଲୋକେ କଦଳୀକୁ ଖାଇବାକୁ ଅଧିକ ପସନ୍ଦ କରନ୍ତି । କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ପୃଷ୍ଟିକର ଏବଂ ଉପକାରୀ ଅଟେ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାକୁ ଖାଇବାର ସଠିକ ସମୟ…

ଅଧାରୁ କମ ଦରରେ ମିଳୁଛି ଫ୍ଲାଇଟ ଟିକେଟ, ଜାଣନ୍ତୁ କେତେ କମିଲା ବିମାନ ଭଡା

ନୂଆଦିଲ୍ଲୀ : ଫ୍ଲାଇଟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ଘରୋଇ ବିମାନର ଟିକଟ ଭଡ଼ାରେ ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ସବୁଠାରୁ ଶସ୍ତା ହୋଇଥିବା…

ରାଶିଫଳ(ଶୁକ୍ରବାର,୩୦ ଜୁନ,୨୦୨୩)

ମେଷ - ଆଜି ଅତ୍ୟଧିକ କୌଣସି ବିଷୟକୁ ନେଇ ଆଲୋଚନା କରନ୍ତୁ ନାହିଁ । ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନେ ସନ୍ଧ୍ୟା ସମୟରେ କୌଣସି ଯୋଜନା କରି ପାରନ୍ତି । କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ…

ଶ୍ରାବଣ ମାସ ଏହି ଦିନରୁ ଆରମ୍ଭ: ହେବାକୁ ଯାଉଛି ଶୁଭ ସଂଯୋଗ, ଜାଣନ୍ତୁ ପୂଜା ବିଧି ଓ ମହତ୍ତ୍ୱ

ଭୁବନେଶ୍ୱର : ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୦୪ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ଏହି ମାସଟି ଶିବଙ୍କ ପ୍ରିୟର ମାସ ବୋଲି ମନେକରାଯାଏ । ଏହି ବର୍ଷ ଶ୍ରାବଣ ମାସଟି ବହୁତ…

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ମେଘୁଆ ପାଗ, ପୂର୍ବାନୁମାନ କରି କହିଛନ୍ତି ପାଣି ପାଗ ବିଶେଷଜ୍ଞ

ଭୁବନେଶ୍ୱର : ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ରହିବା ସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରି ସୂଚନା…

ସବୁ ବେଳେ ଉଜ୍ଜ୍ୱଳ ଦେଖାଯିବ ତ୍ୱଚା, ଜାଣି ନିଅନ୍ତୁ କଣ ରହିଛି ରହସ୍ୟ

ଭୁବନେଶ୍ୱର : କ୍ଷୀର ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅନେକ ପ୍ରକାରର ଭିଟାମିନ ବ୍ୟତୀତ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି । କଥାରେ କୁହାଯାଏ କ୍ଷୀର ହେଉଛି ସମ୍ପୂର୍ଣ୍ଣ ଆହାର । ଏହା ଶରୀରର କଷ୍ଟ…

NESTSରେ ବାହାରିଛି ୪୦୬୨ଟି ପଦବୀ, ଇଚ୍ଛୁକ ପ୍ରାର୍ଥୀ କରନ୍ତୁ ଆବେଦନ

ନୂଆଦିଲ୍ଲୀ : NESTS ଆଦିବାସୀ ଛାତ୍ରମାନଙ୍କ ପାଇଁ EMRS ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି । ୪,୦୦୦ ରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକାଶ କରାଯାଇଛି । ଏଥିପାଇଁ…

ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି : ପରଦାକୁ ଫେରିଲେ ଭୁଲଭୁଲେୟା ୨ର ହିଟ୍ ଯୋଡି

ନୂଆଦିଲ୍ଲୀ : ଜୁନ ୨୯ ଆସିଗଲା ଏବଂ ଦର୍ଶକଙ୍କ ଅପେକ୍ଷାର ଅନ୍ତ ବି ଘଟିଲା । ଆଜି ରିଲିଜ ହୋଇଛି ସତ୍ୟାପ୍ରେମ କି କଥା । ପୁଣି ପରଦାକୁ ଆସିଛନ୍ତି ଭୁଲ ଭୁଲେୟା ୨ର ହିରୋ-ହିରୋଇନ । ଦର୍ଶକ ଜାଣି ଖୁସି ହେବେ ଯେ ତାଙ୍କ…