କୃଷକଙ୍କ ଆନ୍ଦୋଳନ ସମୟରେ ଅନେକ ଆକାଉଣ୍ଟକୁ ବ୍ଲକ୍ କରିବାକୁ ପ୍ରବଳ ଚାପ ପକାଇଥିଲେ ଭାରତୀୟ ସରକାର: ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି
ନୂଆଦିଲ୍ଲୀ: ଟ୍ୱିଟର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ଭାରତ ସରକାରଙ୍କ ଉପରେ ବଡ଼ ଅଭିଯୋଗ ଲଗାଇ କହିଛନ୍ତି ଯେ, କୃଷକଙ୍କ ବିରୋଧ ତଥା ସରକାରଙ୍କୁ ସମାଲୋଚନା କରୁଥିବା ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ କମ୍ପାନୀ ଭାରତରୁ…