ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଲେ ଡିକେ. ଶିବକୁମାର, କହିଲେ- ‘ଇସ୍ତଫା ଦେବି ନାହିଁ, କଂଗ୍ରେସ ମୋ ମା’

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ନେଇ କଂଗ୍ରେସ ବଡ଼ ଚିନ୍ତାରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ବରିଷ୍ଠ ନେତା…

ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳତା ଉପରେ ବ୍ୟାନ୍ : ଆଉ ଦେଖିବାକୁ ମିଳିବନି କୌଣସି ଅଶ୍ଳୀଳତା କାର୍ଯ୍ୟକଳାପ, ଏମାନଙ୍କୁ ସାବାଡ କରିବ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଦିଲ୍ଲୀ ମେଟ୍ରୋ ଟ୍ରେନ୍ ରେ ଅଶ୍ଳୀଳତା କାର୍ଯ୍ୟକଳାପ ବୃଦ୍ଧି ପାଇଥିଲା । ଯରାହା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିଭିନ୍ନମହଲରୁ ନିନ୍ଦା ପରେ ଏବେ ଦିଲ୍ଲୀ ପୋଲିସ…

ଫ୍ରିଲାନ୍ସ ସାମ୍ବାଦିକ ବିବେକ ରଘୁବନ୍ସିଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ: DRDO ଏବଂ ସେନାର ଗୁପ୍ତଚର କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (DRDO) ଏବଂ ସେନା ବିଷୟରେ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶୀ ଗୁପ୍ତଚର ଏଜେନ୍ସି ସହ ବାଣ୍ଟିଥିବା ଅଭିଯୋଗରେ ସିବିଆଇ ଜଣେ ଫ୍ରିଲାନ୍ସ ସାମ୍ବାଦିକଙ୍କ…

ଭାରତୀୟ ନୌସେନାରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଚାକିରି ଆଶାୟୀ ମାନଙ୍କ ପାଇଁ ଖୁସି ଖବର । ଭାରତୀୟ ନୌସେନାରେ ଅନେକ ଗୁଡ଼ିଏ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏହି ନିଯୁକ୍ତି ଚାର୍ଜମ୍ୟାନ୍‌-୨ ପଦ ପାଇଁ ଅଟେ। ଭାରତୀୟ…

LIC ର ସୁପରହିଟ୍ ସ୍କିମ୍ ! ପ୍ରତି ମାସରେ କେବଳ ଏତିକି ଟଙ୍କା ବିନିଯୋଗ କରି ପାଆନ୍ତୁ ୫୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଏହାର ଗ୍ରାହକଙ୍କ ପାଇଁ ଅନେକ ଲାଭଦାୟକ ଯୋଜନା ଚଳାଇଥାଏ । ଯେଉଁଥିରେ ସବୁ ବୟସର ଲୋକଙ୍କ ପାଇଁ ନୀତି ଅଛି । ଏଥି ମଧ୍ୟରୁ ଗୋଟିଏ ହେଉଛି LIC Jeevan…

ଜୁନ୍ ୪ରେ କେରଳ ଛୁଇଁବ ମୌସୁମୀ! ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର

ନୂଆଦିଲ୍ଲୀ: ସାମାନ୍ୟ ବିଳମ୍ବ ସହିତ ଜୁନ୍ ୪ରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ। ମଙ୍ଗଳବାର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ସାମାନ୍ୟତଃ…

ଏହି ୫ ଟି ଖାଦ୍ୟ ହାଡରୁ କ୍ୟାଲସିୟମ୍ ନଷ୍ଟ କରେ ! ହାଡକୁ ଅତି ଦୁର୍ବଳ କରିବା ସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ

ନୂଆଦିଲ୍ଲୀ : ଏକ ସୁସ୍ଥ ଶରୀର ପାଇଁ ଶକ୍ତିଶାଳୀ ହାଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହାଡ଼ଗୁଡ଼ିକ ଯେତେ ଶକ୍ତିଶାଳୀ, ଶରୀର ସେତେଦ ସୁସ୍ଥ ରହିବ । ଦୁର୍ବଳ ହାଡ ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ ।…

ଆସନ୍ତା ୨୬ରେ ହେବ ଶୁଭ ଉଦଘାଟନ ! ୯ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ଦେଇପାରନ୍ତି ନୂଆ ସଂସଦ ଭବନ ଉପହାର

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଦେଶବାସୀଙ୍କୁ ଉପହାର ଦେଇପାରନ୍ତି । ଅନେକ କାର୍ଯ୍ୟକ୍ରମ ସହିତ ନୂତନ ସଂସଦ ଗୃହ ଉଦଘାଟନ କରିବେ ମୋଦୀ । ମେ’ର ଶେଷ ସପ୍ତାହ ବା ମେ ୨୬ରେ ଆନୁଷ୍ଠାନିକ ଭାବେ…

ରାଶିଫଳ(ମଙ୍ଗଳବାର,୧୬ ମେ,୨୦୨୩)

ମେଷ - ଶତୃମାନେ ମୁଣ୍ଡ ନୂଆଇଁବେ, ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ, ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟତ କରିବା ଉଚିତ୍ । ଯାହାର ବେଶି ଉପକାର…

କର୍ଣ୍ଣାଟକରେ ପରାଜୟରୁ ଶିକ୍ଷା ପାଇଲା ବିଜେପି, ରାଜସ୍ଥାନ-ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ନିର୍ବାଚନ ପାଇଁ ବଦଳାଇବ ରଣନୀତି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ଫଳାଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏକ ସତର୍କ ଘଣ୍ଟି ସଦୃସ ହୋଇଛି । ଚଳିତ ବର୍ଷ ଶେଷ ଭାଗରେ ଚାରି ଗୁରୁତ୍ୱପୁର୍ଣ୍ଣ ରାଜ୍ୟରେ ନିର୍ବାଚନ ଥିବା ବେଳେ କର୍ଣ୍ଣାଟକ…