ସମଗ୍ର ଦେଶରେ ଲାଗୁ ହୋଇପାରେ ନଅ ମାସର ମାତୃତ୍ୱ ଛୁଟି, ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲା NITI ଆୟୋଗ

ନୂଆଦିଲ୍ଲୀ: ମହିଳା କର୍ମଚାରୀମାନଙ୍କୁ କେତେ ଦିନ ମାତୃତ୍ୱ ଛୁଟି ଦିଆଯିବା ଉଚିତ୍ ତାହା ପ୍ରାୟତଃ ଚର୍ଚ୍ଚାର ବିଷୟ ହୋଇ ରହିଛି। ସୋମବାର ଏ ବାବଦରେ ଏକ ନୂଆ ଖବର ଆସିଛି। NITI ଆୟୋଗର ସଦସ୍ୟ ପି.କେ ପାଲ କହିଛନ୍ତି ଯେ,…

ବଡ଼ ଯୋଜନା କରୁଛି ଲଶ୍କର-ଇ-ତୋଇବା: ଜି -୨୦ବୈଠକରେ ନିକଟରେ ୨୬/୧୧ ପରି ଆକ୍ରମଣ ପାଇଁ ହେଉଛନ୍ତି ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ ବର୍ତମାନ ଜି -୨୦ ସଭାପତି ଥିବା ବେଳେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଏହାର ବୈଠକ ସବୁ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଜାମ୍ମୁ-କାଶ୍ମୀରରେ ମଧ୍ୟ ଜି -୨୦ ବୈଠକ ହେବାର କାର୍ଯ୍ୟକରଣ ରହିଛି।…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦଵୀ ପାଇଁ ବଢ଼ିଲା କଂଗ୍ରେସ ଚିନ୍ତା, ବଡ଼ ବୟାନ ଦେଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବିପୁଳ ଜନାଦେଶ ପାଇବା ପରେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚିନ୍ତାରେ ପଡ଼ିଛି। ଏହି ମାମଲା ଏବେ କର୍ଣ୍ଣାଟକରୁ ଯାଇ ଦିଲ୍ଲୀରେ ପହଞ୍ଚିଲାଣି। ପ୍ରବଳ ଜନାଦେଶ ପରେ ଏବେ…

IPL 2023 Points Table: ୬ ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର, ଜାଣନ୍ତୁ ପ୍ଲେ ଅଫ୍ ସମୀକରଣ

ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ସମୀକରଣକୁ ନେଇ ଏବେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ଚଳିତ ଆଇପିଏଲ୍ ଶେଷ ହେବା ପାଇଁ ଆଉ ଗୋଟିଏ ସପ୍ତାହ ଥିବା ବେଳେ ଏପର୍ଯ୍ୟନ୍ତ ପ୍ଲେ ଅଫ୍ ସମୀକରଣ ସ୍ପଷ୍ଟ…

ୟୁରୋପ ପର୍ଯ୍ୟାୟ FIH ପ୍ରୋ ଲିଗ୍ ପାଇଁ ଭାରତୀୟ ଦଳ ଘୋଷଣା, ଓଡିଶାରୁ ଅମିତ ରୋହିଦାସ ସାମିଲ

ନୂଆଦିଲ୍ଲୀ: FIH ପ୍ରୋ ଲିଗ୍ ହକିର ୟୁରୋପ ପର୍ଯ୍ୟାୟ ପାଇଁ ୨୪ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଏହି ଗସ୍ତରେ ଡ୍ରାଗ-ଫ୍ଲିକର ହରମାନପ୍ରୀତ ସିଂଙ୍କୁ ପାଇଁ ଭାରତୀୟ ପୁରୁଷ ହକି ଦଳର ନେତୃତ୍ୱ ନେବେ। ନୂତନ କୋଚ୍…

ଆର୍ଯ୍ୟନ ଖାନ ମାମଲାରେ ବଡ଼ ଖୁଲାସା କଲା CBI: ଶାହରୁଖ ଖାନଙ୍କ ପରିବାରଠୁ ୨୫ କୋଟି ଦାବି କରିଥିଲେ ସମୀର ଓ୍ବାଙ୍ଖେଡେ ଓ ସାଥି

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ଓ୍ବାଙ୍ଖେଡେ ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଥିଲେ। ଏବେ ତାଙ୍କ ସହିତ ଜଡ଼ିତ ଆର୍ଯ୍ୟନ ଖାନ ମାମଲାରେ ସିବିଆଇ ବଡ଼ ଖୁଲାସା କରିଛି। ସିବିଆଇ ଏହାର ରିପୋର୍ଟରେ କହିଛି ଯେ,…

ଦେଶର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିଯୁକ୍ତି ମେଳା, ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ । ନବନିଯୁକ୍ତ ମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‍ବୋଧନ ଦେବାର…

କେନ୍ଦ୍ର ସରକାରଙ୍କ Gold ପଲିସି, ୫ ବର୍ଷରେ ମାଲାମାଲ ହେଲେ ନିବେଶକ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ 'ଶସ୍ତା ସୁନା' ଅର୍ଥାତ୍ ସୂବର୍ଣ୍ଣ ଗୋଲ୍ଡ ବଣ୍ଡ ଯୋଜନାରେ ଯେଉଁମାନେ ବିନିଯୋଗ କରିଛନ୍ତି ସେମାନଙ୍କ ଟଙ୍କା ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। ୨୦୧୭-୧୮ ବର୍ଷରେ ପ୍ରକାଶିତ…

ହିନ୍ଦୁ ଧର୍ମରେ ଅଶ୍ୱତ୍ଥ ବୃକ୍ଷକୁ କାହିଁକି ପୂଜା କରାଯାଏ? ଜାଣନ୍ତୁ ମହତ୍ତ୍ୱ ଏବଂ ଲାଭ ବିଷୟରେ..

ଭୁବନେଶ୍ୱର : ଆପଣ ଦେଖିଥିବେ ଆଶ୍ରମ ହେଉ ଅବା ପୂଜା ସ୍ଥଳରେ ଅଶ୍ୱତ୍ଥ ବୃକ୍ଷ ଥାଏ ଏବଂ ସେହି ବୃକ୍ଷକୁ ଶ୍ରଦ୍ଧାଳୁମାନେ ପୂଜା କରନ୍ତି । ତେବେ ମନକୁ ପ୍ରଶ୍ନ ଆସେ କାହିଁକି ଅଶ୍ୱତ୍ଥ ବୃକ୍ଷକୁ ଲୋକମାନେ ପୂଜା କରନ୍ତି…

govt job ଗ୍ୟାରେଣ୍ଟି ! ଫେଲ ହେଲେ ୧୦୦% ଫି ରିଟର୍ଣ୍ଣ ପ୍ରତିଶ୍ରୁତି ମହଙ୍ଗା ପଡିଲା, କୋଟିପତି ରୁ ଭିକାରୀ

ନୂଆଦିଲ୍ଲୀ : ସରକାରୀ ଚାକିରି ପରୀକ୍ଷାରେ ସଫଳତାର ଗ୍ୟାରେଣ୍ଟି ଏକ ଘରୋଇ କୋଚିଂ ସେଣ୍ଟର ପାଇଁ ମହଙ୍ଗା ପଡିଛି । ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେଲେ ଶତପ୍ରତିଶତ ଫି ଫେରସ୍ତ କରିବାକୁ ଅନୁଷ୍ଠାନ…