ଭୁବନେଶ୍ୱରଠାରେ ଆରମ୍ଭ ହେଲା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି । ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ…

‘ମୋର ମୃତ୍ୟୁ ହୋଇଯାଇଥାନ୍ତା’; ଆଇପିଏଲ୍ ମଝିରେ ଆଶ୍ଚର୍ଯ୍ୟକର ଖୁଲାସା କଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଭଲ ଫର୍ମରେ ଅଛନ୍ତି । ପ୍ରାରମ୍ଭିକ ଓଭରରେ ପ୍ରତିପକ୍ଷଙ୍କୁ ଝଟକା ଦେଇ ମୂଳଦୁଆ ଦୋହଲାଇ ଦେଉଛନ୍ତି । ଚଳିତ…

ରାସ୍ତା କଡ଼ରେ ଖଟି କିମ୍ବା ମଦ୍ୟପାନ କରୁଥିଲେ ସାବଧାନ: ବାଇକ ପେଟ୍ରୋଲିଙ୍ଗ୍ ବେଳେ ଅଚାନକ କରୁଛି କମିସନରେଟ ପୋଲିସ

ଭୁବନେଶ୍ୱର: ରାସ୍ତା କଡ଼ରେ ଖଟି କିମ୍ବା ମଦ୍ୟପାନ କରୁଥିଲେ ସାବଧାନ। ଏବେ ସନ୍ଧ୍ୟାହେଲେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ରାସ୍ତାକଡ଼ରେ ଖଟି ଜମୁଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ମଦୁଆମାନେ ମଧ୍ୟ ଆସର…

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ନାମକୁ ନେଇ ସସପେନ୍ସ ଜାରି, ଗୁରୁବାର ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ!

କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଏହା ପରେ ଏହା ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟାରେ ଆରମ୍ଭ ହୋଇଛି। ତେବେ କିଏ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ପାର୍ଟିରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇ…

ବିବାହ ପୂର୍ବରୁ ସାଙ୍ଗ ହୋଇ ରହିବା ଅପରାଧ ନୁହେଁ, ଲିଭ-ଇନ୍ ପାଇଁ ଜାଣନ୍ତୁ କିଛି ନିୟମ

ବର୍ତ୍ତମାନ ଟ୍ରେଣ୍ଡରେ ଚାଲିଛି ଲିଭ-ଇନ୍ ସମ୍ପର୍କ, ଅର୍ଥାତ ବିବାହ ପୂର୍ବରୁ ଏକାଠି ରହିବା। ଏହା ବାହର ଦେଶ ମାନଙ୍କରେ ଚାଲିଆସୁଥିବା ବେଳେ ବର୍ତ୍ତମାନ ଭାରତର ଯୁବପିଢି ଏହାକୁ ଆପଣେଇଛନ୍ତି। ହେଲେ କିଛିଦିନ ହେବ ଏନେଇ…

ବିବାହ ପୂର୍ବରୁ ସ୍ୱାମୀଙ୍କୁ ନେଇ ସବୁ ଝିଅଙ୍କ ମନରେ ରହିଥାଏ ଏହିସବୁ ପ୍ରଶ୍ନ…

ବିବାହ ପରେ ସମସ୍ତ କଥା ବଦଳି ଯାଏ। ଦୁଇ ପରିବାର ଏବଂ ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସେ । ବିଶେଷ କରି କୌଣସି ଯୁବତୀ କିମ୍ବା ମହିଳାଙ୍କ ଜୀବନ ସମ୍ପୁର୍ଣ୍ଣ ବଦଳି ଯାଇଥାଏ । ଅନ୍ୟପଟରେ ବିବାହକୁ ନେଇ…

ମାତ୍ର ୫୯ ରନରେ ଅଲଆଉଟ ହେଲା ରାଜସ୍ଥାନ ରୟାଲସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ର ବୃହତ ବିଜୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବଡ଼ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଆରସିବି ରାଜସ୍ଥାନକୁ ୧୭୨ ରନ୍‌ର ଟାର୍ଗେଟ…

ପତଳା ହେବାକୁ ଆପଣାନ୍ତୁ ଜାପାନୀମାନଙ୍କର ଏହି ବିଶେଷ ଫର୍ମୁଲା: ଛୁଇଁ ପାରିବ ନାହିଁ ମେଦବହୁଳତା

ଆଜିକାଲି ସମସ୍ତଙ୍କ ପାଇଁ ମୋଟାପଣ ଏକ ସମସ୍ୟା ପାଲଟିଛି। ଫାଷ୍ଟଫୁଡ ଏବଂ ଅସ୍ୱାସ୍ଥ୍ୟକର ଖାଇବା ହେତୁ, ଅଣ୍ଟାରେ ଚର୍ବି ଆସିବା ଜଣା ପଡୁନାହିଁ। ତା’ପରେ ଯେତେବେଳେ ପେଟର ଚର୍ବି ଦେଖାଯିବା ଆରମ୍ଭ କରେ ସେତେବେଳେ…

Video: ଲ୍ୟାଣ୍ଡଫଲ ପରେ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ତାଣ୍ଡବ କରୁଛି ଭୀଷଣ ବାତ୍ୟା ‘ମୋକା

ନୂଆଦିଲ୍ଲୀ: ବାତ୍ୟା 'ମୋକା' ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଛି। ‘ମୋକା କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍ ଉପକୂଳରେ ‘ଲ୍ୟାଣ୍ଡ୍‌ଫଲ୍‌’ ସମୟରେ ଘଣ୍ଟାପ୍ରତି ୨୧୦ ବେଗରେ ପବନ…

ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟାବେଳେ ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (CISCE) ଦ୍ୱାରା ପରିଚାଳିତ ଦଶମ (ICSE ) ଏବଂ ଦ୍ୱାଦଶ ଶ୍ରେଣୀ (ISC) ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ…