ରବିବାର ସକାଳୁ ପ୍ରବଳ କମ୍ପନ; ସକାଳ ୮ଟାରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୪.୩ ତୀବ୍ରତା

ନୂଆଦିଲ୍ଲୀ : ରବିବାର ସକାଳୁ ସକାଳୁ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା । । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮ଟା ୧୪ମିନିଟରେ ଅନୁଭୂତ ହୋଇଥିବା ଏହି…

ଇନ୍‌ଷ୍ଟାଗ୍ରାମର ବିବାଦୀୟ ପୋଷ୍ଟକୁ ନେଇ ଜଳୁଛି ସହର ; ଜଣେ ମୃତ, ୧୪୪ ଧାରା ଲାଗୁ

ଅକୋଲା : ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଯାହାର ଫଳାଫଳ ସହର ଜଳିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଡି ପୋଡି ଜଳି ନଷ୍ଟ ହୋଇଛି । କେବଳ ସେତିକି ନୁହେଁ ଏଥିରେ ଜଣେ…

କିପରି ହେବେ ଧନୀ: ଧନୀ ହେବାକୁ ଆଜିଠାରୁ ଏହି ୧୦ ଟି ନିୟମ ପାଳନ କରନ୍ତୁ, ବୃଦ୍ଧାବସ୍ଥାରେ କୌଣସି ଅବସୋସ ରହିବ ନାହିଁ

ଧନୀ ହେବା କିମ୍ବା ଟଙ୍କା ସଞ୍ଚୟ କରିବା ରକେଟ୍ ବିଜ୍ଞାନ ନୁହେଁ, ଯଦି ଆମେ ସଠିକ୍ ଉପାୟରେ ଟଙ୍କା ବିନିଯୋଗ କରୁ, ତେବେ ଆମେ ଶୀଘ୍ର ଧନୀ ହୋଇପାରିବା। ଏଥିପାଇଁ ତୁମେ ଆଜିଠାରୁ ଏହି ୧୦ ଟି ନିୟମ କଠୋରତାର ସହିତ ପାଳନ…

କର୍ଣ୍ଣାଟକ ନିର୍ବାଚନରେ ​​ପରାଜୟ ପରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ସେପଟେ ରବିବାର ଅପରାହ୍ନ ସାଢେ ୫ ଟାରେ…

DC vs PBKS: ପ୍ରଭାସିମ୍ରନଙ୍କ ଶତକ, ଦିଲ୍ଲୀ ଆଗରେ ବିଜୟ ଲକ୍ଷ୍ୟ ୧୬୮ ରନ୍‌

ନୂଆଦିଲ୍ଲୀ: ପ୍ରଭାସିମ୍ରନ ସିଂଙ୍କ ଲଢୁଆ ଶତକୀୟ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଦଳ ୭ ୱିକେଟ୍ ହରାଇ ଦିଲ୍ଲୀ କ୍ୟାପିଟାଲସ ଆଗରେ ୧୬୭ ରନ୍ ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଜି ପଞ୍ଜାବ ପାଇଁ ଅଧିନାୟକ ଶିଖର ଧାୱନଙ୍କ…

ଆସିଲା ରାଘବ ଚଡ୍ଡା-ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧର ପ୍ରଥମ ଫଟୋ, ପୁରା ପରିବାର ଉତ୍ସବର ମାହୋଲ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟାଇ ସେହି ଶୁଭ ସମୟ ଆସିଛି ଆଉ ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧର ଶେଷ ହୋଇଛି। ଆଗକୁ ସେମାନେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହେବେ। ପରିବାର ଏବଂ…

ଭୁବନେଶ୍ୱରଠାରେ ଆସନ୍ତାକାଲି ଆରମ୍ଭ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆସନ୍ତାକାଲି ଭୁବନେଶ୍ୱରଠାରେ ଆରମ୍ଭ ହେବ । ଏହି ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ତଥା ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନର…

Video: ମ୍ୟାଚ ମଝିରେ କୋହଲି..କୋହଲି ଚିଲାଇ ଗୌତମ ଗମ୍ଭୀରଙ୍କ ଉପରକୁ ଚପଲ ପକାଇଲେ ଦର୍ଶକେ, ଅଟକିଲା ଖେଳ

ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଏଲଏସଜି…

ପୂରନଙ୍କ ବିସ୍ପୋରକ ବ୍ୟାଟିଂ: ହାଇଦ୍ରାବାଦ୍‌କୁ ହରାଇ ପ୍ଲେ ଅଫ୍ ଆଶା ବଞ୍ଚାଇ ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ହାଇଦ୍ରାବାଦ୍‌: ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଲକ୍ଷ୍ନୌ। ଏହି ମ୍ୟାଚ୍ ଦୁଇ ଟିମ୍ ପାଇଁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ବାଜି ମାରି ନେଇଛି ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରି…

ବ୍ୟାଙ୍କଗୁଡିକୁ ଆସ୍ୱସ୍ତ ଦେଲେ ସୁପ୍ରିମକୋର୍ଟ: ଠକେଇ ଘୋଷଣା କରିବା ପୂର୍ବରୁ ଋଣ ନେଇଥିବା ବ୍ୟକ୍ତିଙ୍କ କଥା ଶୁଣିବା ଆବଶ୍ୟକ ନୁହେଁ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ, ଋଣ ନେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ 'ଠକେଇ' ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡିକ ବ୍ୟକ୍ତିଗତ ଭାବରେ ଶୁଣିବାକୁ ନିର୍ଦ୍ଦେଶ ଦେଇନାହାଁନ୍ତି।…