ମିଳିଲାନି ଆଶ୍ୱସ୍ତି, ଫେରାଇ ଦେଲେ ସୁପ୍ରିମକୋର୍ଟ ; ଦାବି ପୂରଣ ସରିଛି, ଅଧିକ ଶୁଣାଣି ପାଇଁ ହାଇକୋର୍ଟକୁ ଯିବାକୁ ପରାମର୍ଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା କୁସ୍ତିଯୋଦ୍ଧାମାନଙ୍କୁ ଶକ୍ତ ଝଟକା ଲାଗିଛି । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବ ନାହିଁ ବୋଲଇ ସଫାସଫା ମନା କରିଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି…

ଋଷ-ୟୁକ୍ରେନ ଯୁଦ୍ଧ ; କ୍ରେମଲିନ୍ ଉପରେ ଆକ୍ରମଣ ପରେ ରକ୍ତ ମୁଖା ରଷିଆ, ୨୪ଟି ଡ୍ରୋନ୍ ଆକ୍ରମଣରେ ୨୧ ମୃତ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ବିପଜ୍ଜନକ ରୂପ ନେଉଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଏବେ ରକ୍ତମୁଖା ହୋଇଛି ରଷିଆ । ରୁଷ ସେନା ପ୍ରତିଶୋଧ ପରାୟଣ ହୋଇ ସାରା ରାତି ୟୁକ୍ରେନ୍ ଉପରେ ଗୁଳି ବର୍ଷା…

ରାଶିଫଳ(ଗୁରୁବାର,୦୪ ମେ,୨୦୨୩)

ମେଷ - ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ ଓ ପ୍ରଗତି ନିଶ୍ଚିତ ହେବ । ଆୟ ଅପେକ୍ଷା ଅଧିକ ବ୍ୟୟ ହେବ । ବ୍ୟପାରରେ ହାନି ସ୍ଥିତି ରହିବ । କୌଣସି କାମରେ ମନ ଲାଗିବ ନାହିଁ । ବିଦ୍ୟାର୍ଥୀମାନଙ୍କ ମନ ପଢାରେ ଲାଗିବ ନାହିଁ ।…

Video: ରାଜଧାନୀରେ ନିଆରା ବାହାଘର: ପାଲିଙ୍କିରେ ଆସିଲେ ବର, ଡିଜେକୁ ଭୁଲି ଯୋଡ଼ିଶଂଙ୍ଖରେ ନାଚିଲେ ବରଯାତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସମୟରେ ବାହାଘର କହିଲେ ଲୋକେ ନାଚ, ଗୀତ, ସଂଗୀତ, ହଳଦୀ, ଡିଜେ ପ୍ରସେସନ୍ ଆଦି କଥାକୁ ବୁଝୁଛନ୍ତି । ଯାହା ସବୁ ଆମେ ଅନ୍ୟ ପରମ୍ପରାରୁ ଗ୍ରହଣ କରି ନେଇଛୁ(ପ୍ରାୟତଃ ଟିଭି ସିରିଏଲ…

ଚନ୍ଦ୍ର ଗ୍ରହଣ ୨୦୨୩ : ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ରାଶି ଉପରେ ରହିଛି ଖରାପ ପ୍ରଭାବ , ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ…

ନୂଆଦିଲ୍ଲୀ : ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଚନ୍ଦ୍ରଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ । ତେବେ ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣର ଅଧିକ ଗୁରୁତ୍ୱ ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ,…

ବିଶ୍ୱ ବ୍ୟାଙ୍କର ନୂଆ ସଭାପତି ହେଲେ ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମନୋନୀତ କରିଥିଲେ। ବିଶ୍ୱ ବ୍ୟାଙ୍କର…

Buddha Purnima : ବୁଦ୍ଧ ପୂର୍ଣ୍ଣିମା ଦିନ କରନ୍ତୁ ଏହି ପ୍ରତିକାର, ଦୂର ହେବ ଜୀବନର ସମସ୍ତ ଅସୁବିଧା

ନୂଆଦିଲ୍ଲୀ : ବୈଶାଖ ପୂର୍ଣ୍ଣିମା ଦିନ ବୁଦ୍ଧ ପୂର୍ଣ୍ଣିମା ପର୍ବ ପାଳନ କରାଯାଏ । ଏଥର ବୁଦ୍ଧ ପୂର୍ଣ୍ଣିମା ୫ ମଇ ୨୦୨୩ ରେ ଅଛନ୍ତି। ଜ୍ୟୋତିଷଙ୍କ କହିବାନୁସାରେ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ବୁଦ୍ଧ ପୂର୍ଣ୍ଣିମା…

ବିଶ୍ୱର ଧନୀ ଆଥଲେଟ୍ ଙ୍କ ତାଲିକାରେ ମେସିଙ୍କୁ ପଛରେ ପକାଇଲେ ରୋନାଲଡୋ, ଜାଣନ୍ତୁ ଟପ୍ ୧୦ ରେ କିଏ

ନୂଆଦିଲ୍ଲୀ: ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ପୁଣିଥରେ ସେ ଦୁନିଆର ସବୁଠାରୁ ଧନୀ ଆଥଲେଟ୍ ହୋଇପାରିଛନ୍ତି। ଫୋର୍ବସ୍ ଅନୁଯାୟୀ, ଏହି ପ୍ରସଙ୍ଗରେ ରୋନାଲଡୋ PSG ତାରକା…

ଆସନ୍ତାକାଲିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି: ଜାଣନ୍ତୁ କାର୍ଯ୍ୟସୂଚୀ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମେ ୪ରୁ ୬ ତାରିଖ, ୨୦୨୩ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ । ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦା ଯିବେ । ୪ ମେ ୨୦୨୩ରେ ରାଷ୍ଟ୍ରପତି…

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର କର୍ମଚାରୀଙ୍କୁ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ ପରିବେଷଣ କରାଯିବ । ଅନ୍ତର୍ଜାତୀୟ ମିଲେଟ୍ସ…