ରାଶିଫଳ(ଶନିବାର,୨୨ ଏପ୍ରିଲ,୨୦୨୩)

ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି।ବନ୍ଧୁମାନଙ୍କ  କଥା ବାର୍ତ୍ତା  ଆପଣଙ୍କ ପାଇଁ ସମସ୍ୟାକୁ ବଢାଇ ଦେଇପାରେ । ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା…

ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ବର୍ଷସାରା ହେବ ଧନ ବର୍ଷା, ମିଳିବ ମା ଲକ୍ଷ୍ମୀଙ୍କ ଅପାର ଆଶୀର୍ବାଦ !

ନୂଆଦିଲ୍ଲୀ : ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ । ଏହି ଦିନ ବିବାହ, ଗୃହ ନିର୍ମାଣ, ଗୃହ ପ୍ରବେଶ ଭଳି ନୂତନ କାର୍ଯ୍ୟର ଆରମ୍ଭ କରିବା ଶୁଭ ବୋଲି ବିବେଚନା କରାଯାଏ । ତାହା ପୁଣି ଶୁଭ ମୁହୂର୍ତ୍ତ ଖୋଜା…

Eid-ul-Fitr : ସମଗ୍ର ଦେଶରେ ପାଳନ ହେଉଛି ଇଦ୍ , ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ରାହୁଲ ଗାନ୍ଧୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ବଡ ଧୁମଧାମରେ ଇଦ୍ ପାଳନ କରାଯାଉଛି ଜ୍ଝ ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଦ୍-ଉଲ୍-ଫିତର ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ…

ପୁଞ୍ଚରେ ସହିଦ ସୈନିକଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପୁଞ୍ଚରେ ସହିଦ ହୋଇଥିବା ସୈନିକଙ୍କ ପରିବାରକୁ ଏକ କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ। ଗୁରୁବାର ଜାମ୍ମୁ କାଶ୍ମୀରର ପୁଞ୍ଚ ରେ…

ବିଦେଶରେ ସମ୍ପର୍କ ରଖି ଗର୍ଭବତୀ ହୋଇଥିଲା ଯୁବତୀ, ପିଲା ଜନ୍ମହେବା ପରେ ଦଶ ମହଲାରୁ ଫିଙ୍ଗି କଲେ ହତ୍ୟା

ନୂଆଦିଲ୍ଲୀ: ମରିଗଲା ମମତା, ନବଜାତ ଶିଶୁକୁ ଦଶ ମହଲାରୁ ଫିଙ୍ଗି ହତ୍ୟା କଲା ମା'। ଗୁଜୁରାଟର ଅହମ୍ମଦାବାଦରେ ଜଣେ ଯୁବତୀ ପିଲାଟିକୁ ଜନ୍ମ ଦେବା ପରେ ଦଶମ ମହଲାରୁ ପିଲାଟିକୁ ଫିଙ୍ଗି ଦେଇଥିଲା। ନବଜାତ ଶିଶୁକୁ ହତ୍ୟା…

ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ କେମିତି ହୋଇଥିଲେ ଉଦ୍ଧାର ? ସାମ୍ନାକୁ ଆସିଲା ରେସ୍କ୍ୟୁ ସମୟର ଭିଡିଓ

ନୂଆଦିଲ୍ଲୀ: ଗତ ସପ୍ତାହରେ ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ତାଙ୍କ ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ…

ଆସନ୍ତାକାଲି ଦେଶରେ ପାଳନ କରାଯିବ ଇଦ୍‌-ଉଲ୍‌-ଫିତର

ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ୍ ୨୨ ଏପ୍ରିଲ୍‌ରେ ସମଗ୍ର ଭାରତରେ ଇଦ୍ ପାଳ କରାଯିବ । ଶୁକ୍ରବାର ଦିନ ସାରା ଦେଶରେ ଅର୍ଦ୍ଧଚନ୍ଦ୍ର ଦୃଶ୍ୟମାନ ହୋଇଥିଲା । ଲକ୍ଷ୍ନୌର ଇଦଗାହ ଇମାମ ମୌଲାନା ଖାଲିଦ ରସିଦ ଫିରଙ୍ଗି…

TATA IPL 2023: ପ୍ଲେ ଅଫ୍ ଏବଂ ଫାଇନାଲ୍ ପାଇଁ କାର୍ଯ୍ୟସୂଚୀ ଏବଂ ଭେନ୍ୟୁ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଟାଟା ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ଏବଂ ଫାଇନାଲ କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ । ଚେନ୍ନାଇ ଏବଂ ଅହମ୍ମଦାବାଦରେ ୨୩ ମେ’ରୁ ୨୮ ମେ ପର୍ଯ୍ୟନ୍ତ ପ୍ଲେ ଅଫ୍ ଏବଂ ଫାଇନାଲ୍ ଖେଳାଯିବ । କ୍ୱାଲିଫାୟର୍‌-୧…

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ CBI ନୋଟିସ୍: ଦୁର୍ନୀତି ଅଭିଯୋଗରେ ପଚରାଉଚରା ପାଇଁ ଡକାଇଲା

ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ପୁର୍ବତ୍ତନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଦୁର୍ନିତ ଅଭିଯୋଗରେ ପଚରାଉଚରା ପାଇଁ ନୋଟିସ୍ କରିଛି । ତାଙ୍କୁ ସିବିଆଇ ପାଖରେ ୨୭ ଏବଂ ୨୮ ଏପ୍ରିଲକୁ ହାଜର ହେବା ପାଇଁ…

ଟ୍ୱିଟରରୁ ନୀଳ ଟିକ୍ ହଟାଇବା ଉପରେ ଅମିତାଭ ବଚ୍ଚନଙ୍କ ମଜାଳିଆ ଟ୍ୱିଟ୍

ମୁମ୍ବାଇ: ଶୁକ୍ରବାର ଅକାଳୁ ନିଦ ଭାଙ୍ଗିବା ପରେ ଅନେକ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟରୁ ନୀଳ ଟିକ୍ ଗାଏବ ଥିଲା। ଯେଉଁଥିରେ ବଡ଼ ବଡ଼ ଫିଲ୍ମ ତାରକାଙ୍କ ସହ ଅନେକ କ୍ରିକେଟର ଏବଂ ରାଜନେତା ମଧ୍ୟ ସାମିଲ ଥିଲେ। ତେବେ…