ପାକିସ୍ତାନ ଫେରାର ହେବ ଅମ୍ରିତ ପାଲ ସିଂ ; ବର୍ଡରରେ ଲାଗିଲା ପୋଷ୍ଟର ‘most wanted’

ନୂଆଦିଲ୍ଲୀ : ପଳାତକ ଅମ୍ରିତ ପାଲ ସିଂ ପାକିସ୍ତାନ ଫେରାର ହେବାୁ ଉଦ୍ୟମ ଚଳାଇଛି । ଏନେଇ ଗୁଇନ୍ଦା ଏଜେନ୍ସି ସନ୍ଦେହ କରଛନ୍ତି । ଭାରତ ଓ ପାକିସ୍ତାନ ବର୍ଡରେ ଅମ୍ରିତ ପାଲ ସିଂର ମୋଷ୍ଟ ୱାଣ୍ଟେଡ୍ ଫଟୋ ଲାଗିଛି ।…

ଲୁଚି ଛପି ଆଉ ଦେଖା ହେବନି… ପ୍ରେମୀ ଯୁଗଳ ପାଇଁ ଏହି ପାର୍କ ମନା

ଭୁବନେଶ୍ୱର : ପାର୍କରେ ଭିଡ ଲାଗୁଥିବା ପ୍ରେମୀଯୁଗଳଙ୍କ ପାଇଁ ନିରାଶ ଖବର ରହିଛି । କାରଣ ପାର୍କକୁ ଏବେ ଯୋଡିମାନଙ୍କୁ ବାରଣ କରାଯାଇଛି । ସେମାନଙ୍କ ପ୍ରବେଶ ଉପରେ କଡାକଟକଣା ଜାରି କରାଯାଇଛି । ଆଉ ଯେଉଁମାନେ…

ଆଙ୍ଗୁଠିରୁ ଟାଇଟ୍ ମୁଦିକୁ କିପରି ବାହାର କରିବେ ? ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ : ଯେତେବେଳେ ବି ଲୋକମାନେ ରିଙ୍ଗ ବା ମୁଦି କିଣନ୍ତି, ସେମାନେ ତାହାକୁ ତରବରିଆ ଭାବରେ ଅଙ୍ଗୁଠିରେ ପୁରାଇ ଦିଅନ୍ତି । ତାହା ଅଙ୍ଗୁଠିକୁ ଫିଟ୍ ହେଉଛି କି ନାହିଁ ତାହା ଚିନ୍ତା କରନ୍ତି ନାହିଁ । କିଛି ଲୋକ…

ହନୁମାନ ଜୟନ୍ତୀ: ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ

ଭୁବନେଶ୍ୱର: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆସନ୍ତାକାଲି ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ସହରର ବିଭିନ୍ନ କମିଟି ସହିତ ଆଲୋଚନା ଫଳପ୍ରଦ…

୨୫ଟି ସହରର ପାରଦ ୪୦ ଉପରେ ; ସବୁଠାରୁ ଉତ୍ତପ୍ତ ସହର ବାରିପଦା

ଭୁବନେଶ୍ୱର : ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପରେ ଜଳୁଛି ଓଡିଶା । ରାଜ୍ୟର ମୋଟ୍ ୨୫ ଜିଲ୍ଲାର ତାପମାତ୍ରା ୪୦ ଟପିଛି । ଉପକୂଳ ଓଡିଶା ସମେତ ପଶ୍ଚିମ ଓଡିଶାର ପାରଦ ଆଜି ୪୦ ଉପରେ ଥିଲା । ରାଜଧାନୀ ଭୁବନେଶ୍ୱର, କଟକ,…

ଜଣେ ବ୍ୟକ୍ତି ଥରେ ନୁହେଁ, ୧୦ ଥର ହୋଇପାରେ କରୋନା ସଂକ୍ରମିତ – ଜାଣନ୍ତୁ କ’ଣ କହୁଛନ୍ତି ଦିଲ୍ଲୀ ଡାକ୍ତର

ନୁଆଦିଲ୍ଲୀ : କୋଭିଡ୍ -୧୯ ଧ୍ରୁତ ଗତିରେ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦,୦୦୦ ରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଆସନ୍ତା କିଛି ସପ୍ତାହ…

ହରିଶ୍ଚନ୍ଦ୍ର ସହାୟତା ରାଶି ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ?

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା ।…

ନୂତନ ଏବଂ ଭିନ୍ନ ଭାରତ ଏବେ ଜବାବ ଦେବା ଜାଣେ, ପୁଣିଥରେ ଚୀନ୍-ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିଜର ନିର୍ଭିକ ଏବଂ ସିଧାସଳଖ ନିଜର ମତ ରଖିବା ପାଇଁ ଜଣା। ଯେଉଁମାନେ ଭାରତ ଆଡକୁ ଆଖି ଉଠାଇ ଚାହୁଛନ୍ତି ଏବଂ ଶିକ୍ଷା ଦେଉଛନ୍ତି ସେମାନଙ୍କ ମୁହଁରେ ଜବାବ ଦେବାକୁ…

ଜୀବନଯାପନ ହେଲା ସ୍ୱାଭାବିକ ; ଜୟପୁରରୁ ହଟିଲା ୧୪୪ ଧାରା

କୋରାପୁଟ: ଜୟପୁର ସହରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି । କଟକଣା ଲାଗିବାର ମାତ୍ର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହାକୁ ହଟାଇ ଦିଆଯାଇଛି । ଚାରି ଆଡୁ କଡା ବିରୋଧ କରାଯିବାରୁ ପ୍ରଶାସନ ନିଷ୍ପତ୍ତି…

ଜୟପୁର ସହରରେ ୭ ଦିନ ପାଇଁ ୧୪୪ ଧାରା ଲାଗୁ, ଅପରାହ୍ନ ୩ରୁ ସକାଳ ୯ଟା ଯାଏଁ କଟକଣା

କୋରାପୁଟ: ଜୟପୁର ସହରରେ ୭ ଦିନ ପାଇଁ ଲାଗୁ ହେଲା ୧୪୪ ଧାରା। ସହରର ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ଅପ୍ରେଲ ୧୩ରୁ ୨୦ ତାରିଖ ଯାଏଁ ଲାଗୁ ରହିବ। ଅପରାହ୍ନ ୩ଟାରୁ ପରିବର୍ତ୍ତି ଦିନ ସକାଳ…