ଗେହଲୋଟଙ୍କ ଜୋରଦାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ, ପୁଣି କଥାକଥାରେ କଲେ କଟାକ୍ଷ
ନୂଆଦିଲ୍ଲୀ: ରାଜସ୍ଥାନରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସମୟରେ ରାଜ୍ୟରେ ରାଜନୈତିକ ହଲଚଲ ଜାରି ରହିଛି। କିନ୍ତୁ ଆଜି କିଛି ଏପରି ଦେଖିବାକୁ ମିଳିଥିଲା, ଯାହା ରାଜ୍ୟ ରାଜନୈତିକ…