ସିଲିଣ୍ଡର ଫାଟି ବିସ୍ଫୋରଣ ; ଗୋଟିଏ ପରେ ଗୋଟିଏ ୧୨ଟି ବିସ୍ଫୋରଣ, ଭୟଙ୍କର ଅଗ୍ନିକାଣ୍ଡରେ ଥରିଲା ସ୍ଥାନୀୟ ଅଞ୍ଚଳ, ୧୦୦ ରୁ ଅଧିକ ଜଳି ଛାରଖାର
ନୂଅଦିଲ୍ଲୀୁ: ଗୋଟିଏ ନୁହେଁ, ଏକାକାଳୀନ ୧୨ଟି ସିଲିଣ୍ଡର ଫାଟି ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଭୟାବହ ଅଗ୍ନିକାଣ୍ଡ ଫଳରେ ୧୦୦ରୁ ଅଧିକ ଚାଳ ଛପର ଘର ଜଳି ନଷ୍ଟ ହୋଇଯାଇଛି । ୨୦ରୁ ଅଧିକ ଦମକଳ ଗାଡି ପ୍ରାୟ ୨ ଘଣ୍ଟାରୁ…