ନୂତନ ସଂସଦ ଭବନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ନିର୍ମାଣ ଶ୍ରମିକଙ୍କ ସହ କଲେ ଆଲୋଚନା, ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ହଠାତ ନୂଆ ସଂସଦ ଗୃହକୁ ପରିଦର୍ଶନ କରିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ବିତାଇ ବିଭିନ୍ନ କାର୍ଯ୍ୟ ଯାଞ୍ଚ କରିଥିଲେ। ସଂସଦର ଉଭୟ ଗୃହରେ…