ସ୍ତ୍ରୀ କୁ ଏସିଡ୍ ମାଡ ; ୬୯ ବର୍ଷିୟ ବ୍ୟକ୍ତି, ୫୬ ବର୍ଷିୟା ପତ୍ନୀଙ୍କ ମୁହଁକୁ ଫିଙ୍ଗିଲେ ଏସିଡ୍
ମୁମ୍ବାଇ : ଏସିଡ୍ ମାଡ କିଛି ନୂଆ ଘଟଣା ନୁହେଁ । ସେ ପୁଣି ମହିଳାଙ୍କ ଉପରକୁ । ପ୍ରତିଦିନ କିଛି ନା କିଛି ଏଭଳି ଘଟଣା ବିଷୟରେ ଶୁଣିବାକୁ ମିଳେ । କେବେ କଲେଜ ଛାତ୍ରୀଙ୍କୁ ତ କେତେବେଳେ ସ୍ତ୍ରୀକୁ ସ୍ୱାମୀ…