Karishma Kapoor Birthday: ୧୬ ବର୍ଷ ବୟସରେ ସିନେମାରେ ଡେବ୍ୟୁ, ଅଭିନୟ ପାଇଁ ଛାଡିଥିଲେ ପାଠପଢା, ୯୦ ଦଶକରେ ବଲିଉଡରେ କରୁଥିଲେ ଏକତରଫା ରାଜ
ଓଡିଶା ଭାସ୍କର: ବଲିଉଡର ସୁନ୍ଦରୀ କରିସ୍ମା କପୁର ପ୍ରତିବର୍ଷ ୨୫ ଜୁନରେ ନିଜର ଜନ୍ମଦିନ ପାଳନ କରିଥାଆନ୍ତି । ୯୦ ଦଶକରେ ସିନେମାରେ ପାଦ ଥାପିଥିବା ଏହି ଅଭିନେତ୍ରୀ ଜଣକ ସେହି ସମୟରେ ବଲିଉଡରେ ରାଜ କରୁଥିଲେ ।…