CHARIDHAM

ଅମୃତପାଲ ସିଂଙ୍କୁ ଏନକାଣ୍ଟର କରିପାରେ ପୋଲିସ…. ‘ୱାରିସ୍ ପଞ୍ଜାବ ଦେ’ ର ଓକିଲ ଦାବି

ଚଣ୍ଡିଗଡ଼ : 'ୱାରିସ୍ ପଞ୍ଜାବ ଦେ' ର ଆଇନ ପରାମର୍ଶଦାତା ଇମାନ ସିଂ ଖରା ଦାବି କରିଛନ୍ତି ଯେ ଖଲିସ୍ତାନ ସମର୍ଥକ ପଳାତକ ଘୋଷିତ ଅମୃତପାଲ ସିଂଙ୍କୁ ପଞ୍ଜାବ ପୋଲିସ ଶାହାକୋଟରୁ ଗିରଫ କରିଛି। କିନ୍ତୁ ପୋଲିସ ଏହାକୁ…

ରାଶିଫଳ(ସୋମବାର,୨୦ ମାର୍ଚ୍ଚ,୨୦୨୩)

ମେଷ - ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି, ପ୍ରଶାସନ,…

COVID-19 : ଦେଶରେ ପୁଣି ବଢିଲା କରୋନା କେଶ୍‌, ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ : ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । H3N2 ଇନଫ୍ଲୁଏଜା ସହ କୋଭିଡ-୧୯ ମଧ୍ୟ ତୀବ୍ର ଭାବେ ବୃଦ୍ଧି ପାଇଛି । ଅନେକ ରାଜ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଇବାକୁ ଲାଗିଲାଣି । ଏହାକୁ ନେଇ ସରାକରଙ୍କ…

ବ୍ରିଟେନରେ ଖଲିସ୍ତାନୀମାନେ ତ୍ରିରଙ୍ଗାର କଲେ ଅପମାନ, ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଅସନ୍ତୋଷ ବ୍ୟକ୍ତ କଲା ଭାରତ

ନୂଆଦିଲ୍ଲୀ: ବ୍ରିଟେନର ରାଜଧାନୀ ଲଣ୍ଡନରେ ରବିବାର ଦିନ ଖଲିସ୍ତାନ ସମର୍ଥକମାନେ ଭାରତୀୟ ଉଚ୍ଚ ଆୟୋଗରେ ଥିବା ତ୍ରିରଙ୍ଗାକୁ ବାହାର କରି ଖାଲିସ୍ତାନ ପତାକା ଉଡାଇଛନ୍ତି। ପଞ୍ଜାବରେ ଅମୃତପାଲ ସିଂଙ୍କୁ ଗିରଫ କରିବା ପାଇଁ…

ସ୍ୱିଜରଲ୍ୟାଣ୍ଡର UBS ବ୍ୟାଙ୍କ କ୍ରେଡିଟ୍ ସୁଇସ୍ କିଣିବାକୁ ରାଜି, ୩.୨୩ ବିଲିୟନ ଡଲାରରେ ହେଲା ଡିଲ୍

ନୂଆଦିଲ୍ଲୀ: ୟୁରୋପର ସର୍ବ ପୁରାତନ ବ୍ୟାଙ୍କ ମଧ୍ୟରୁ କ୍ରେଡିଟ୍ ସୁଇସ୍‌ ଅନ୍ୟତମ। ବ୍ୟାଙ୍କିଂ ସଂକଟ ସମ୍ମୁଖରେ ୧୬୫ ବର୍ଷରୁ ସ୍ୱିସ୍ ବ୍ୟାଙ୍କ ଇତିହାସ ଏବେ ହାଲ୍‌କା ପଡ଼ିଥିବା ଜଣାପଡ଼ିଛି । ବର୍ତ୍ତମାନ ସର୍ତ୍ତ ହେଉଛି…

ଆଜି ପଖାଳ ଦିବସ: ବିଶ୍ୱ ଦରବାରରେ ଓଡ଼ିଆର ପରିଚୟ, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଲାଗି ହୁଏ ଅନେକ କିସମର ପଖାଳ

ଭୁବନେଶ୍ୱର: କଥାରେ ଅଛି ନଇକେ ବାଙ୍କ୍ ଦେଶକେ ଫାଙ୍କ୍ । ବିଶାଳ ଭାରତ ବର୍ଷରେ ଭାଷାରେ ଯେପରି ଭିନ୍ନତା ରହିଛି ଖାଦ୍ୟରେ ମଧ୍ୟ ବିବିଧତା ଭରି ରହିଛି । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି…

ପଶ୍ଚିମା-ଝଡ ପ୍ରଭାବ: ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସହ ପବନ, ବ୍ୟାପକ ଜମିରେ ଧାନ, ପନିପରିବା ଫସଲ ନଷ୍ଟ

ଭୁବନେଶ୍ୱର,୧୯ା୩(ଭାସ୍କର ନ୍ୟୁଜ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସହ ପବନ ଲାଗି ରହିଛି । ଏଥିରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶନିବାର ସନ୍ଧ୍ୟାରେ ଝଡ଼ତୋଫାନ ସହ ବର୍ଷା ଓ…

ସୃଜନଶୀଳତା ନାଁରେ ଗାଳିଗୁଲଜକୁ ବରଦାସ୍ତ କରାଯିବ ନାହିଁ : ଅନୁରାଗ ଠାକୁର

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ…

ମହିଳା କର୍ମଚାରୀଙ୍କ ଶିଶୁ ଜନ୍ମ ପରେ ମଧ୍ୟ ମାତୃତ୍ୱ ଛୁଟିର ଅଧିକାର ରହିଛି, ହାଇକୋର୍ଟଙ୍କ ନିର୍ଦ୍ଦେଶ; ସବିଶେଷ ତଥ୍ୟ ଜାଣ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଜଣେ ମହିଳା କର୍ମଚାରୀ ସନ୍ତାନ ପ୍ରସବ କରିବା ପରେ ମଧ୍ୟ ମାତୃତ୍ୱ ଛୁଟି ପାଇବାକୁ ହକଦାର। ଶିଶୁଟି ଜନ୍ମ ହୋଇଥିବା ହେତୁ ତାଙ୍କୁ…

ଡିଓଡ୍ରେଣ୍ଟ୍ ଲଗାଇଲେ ହୋଇଥାଏ ବ୍ରେଷ୍ଟ କ୍ୟାନସର୍! ଆପଣ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଡିଓଡ୍ରେଣ୍ଟ ଲଗାଇବା ସାଧାରଣ କଥା । ଝାଳ ଗନ୍ଧରୁ ବର୍ତ୍ତିବା ପାଇଁ ଏବଂ ନିଜକୁ ଫ୍ରେସ୍ ରଖିବା ପାଇଁ ଅଧିକାଂଶ ଲୋକ ପରଫ୍ୟୁମ୍ ଓ ଡିଓଡ୍ରେଣ୍ଟ ବ୍ୟବହାର କରିଥାନ୍ତି । ହେଲେ ଖୁବ୍ କମ୍ ଲୋକ ଜାଣନ୍ତୁ ଯେ,…