ଯୌତୁକ ନିର୍ଯାତନା, ଲଣ୍ଡା କରିଦେଲା ସ୍ୱାମୀ, ଶେଷରେ ଆତ୍ମହତ୍ୟା କଲେ ମହିଳା ଓ ଦେଢ଼ ବର୍ଷର ଝିଅ

କେରଳ: ଯୌତୁକ ନିଆଁରେ କୁହୁଳି କୁହୁଳି ଶେଷରେ ମହିଳା ଏବଂ ତାଙ୍କ ଦେଢ଼ ବର୍ଷୀୟା ଝିଅ ଜୀବନ ହାରିଦେଲେ। ଶାଶୂଘର ଲୋକେ ଦେଉଥିଲେ ଅକଥନୀୟ ନିର୍ଯାତନା। ମାଡ଼ ମାରିବା ସହିତ ଲଣ୍ଡା ମଧ୍ୟ କରିଦେଇଥିଲେ। UAEରେ କେରଳର…

ଚମତ୍କାରୀ ଫଳ! ଖାଇଲେ ଦୂର ହେବ ସବୁ ରୋଗ

ଓଡିଶାଭାସ୍କର: ଋତୁକାଳୀନ ଫଳ ଏବଂ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। କାରଣ ଏହାକୁ ଖାଇବା ଦ୍ୱାରା ଋତୁ ଅନୁସାରେ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ମିଳିଥାଏ। ନାସପାତି ପାଇଁ ଏହି…

୫ ଜିଲ୍ଲାରେ ପ୍ରବଳ ଛେଚିବ, ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି। ୫ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ସମ୍ବଲପୁର,…

ଟ୍ରକ-ସ୍କୁଟି ମୁହାଁମୁହିଁ, ଚାଳକ ମୃତ

ଆଠଗଡ଼: ଭୟଙ୍କର ଦୁର୍ଘଟଣା! ସ୍କୁଟିକୁ ସାମ୍ନାରୁ ପିଟିଲା ଟ୍ରକ, ଫଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ। ଏହି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଗୋପିନାଥପୁର ଛକ ନିକଟରେ। ସ୍କୁଟି ଚଲେଇ ଯାଉଥିବା ସମୟରେ ସାମ୍ନାରୁ…

୫ କୋଟି ଟଙ୍କା ନବ ନା ମୋ ସହ ହନିମୁନ କରିବ?

ଓଡିଶା ଭାସ୍କର: ଲୋକମାନେ ଭାଇରାଲ ହେବା ପାଇଁ ଏତେ ପାଗଳ ଯେ, ସେମାନେ ନିଜ ବିବାହ ଠାରୁ ନେଇ ହନିମୁନ୍ ପର୍ଯ୍ୟନ୍ତ ଭିଡିଓ ସେୟାର କରିବାକୁ ପଛଘୁଞ୍ଚା ଦେଉନାହାଁନ୍ତି। କେବଳ ଏତିକି ନୁହେଁ, କିଛି ଲୋକ ସମସ୍ତଙ୍କ…

ପ୍ରେମିକାକୁ ବାହା ହେବା ପାଇଁ ମା’ଙ୍କୁ ଚିଠି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ଛତିଶଗଡ଼: ପ୍ରେମିକାକୁ ବାହା ହେବା ପାଇଁ ନିବେଦନ କରି ମା'ଙ୍କୁ ଦେଇଥିଲେ ଚିଠି। ଏଭଳି ଏକ ଘଟଣା ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ମାତା ଦନ୍ତେଶ୍ୱରୀଙ୍କ ମନ୍ଦିରରେ ଦେଖିବାକୁ ମିଳିଛି। ଏହି ମନ୍ଦିରକୁ ପ୍ରତିଦିନ…

କୋଲଡ୍ରିଙ୍କ୍ସରେ ନିଶା ମିଶାଇ ନେଇଗଲେ ହୋଟେଲ, ତା’ପରେ ….

ଉତ୍ତରପ୍ରଦେଶ: କୋଲଡ୍ରିଙ୍କ୍ସରେ ନିଶା ମିଶାଇ ଗଣବଳାତ୍କାର। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ବିଜନୌରର ନୁରପୁରରେ। ଏଠାରେ 2 ଜଣ ଝିଅଙ୍କୁ 4 ଜଣ ପୁଅ ନିଶା ଦେଇ ହୋଟେଲକୁ ନେଇ ବଳାତ୍କାର…

ମନ୍ଦିର ବୁଡ଼ିଲା, ପୋଲ ଭୁଶୁଡ଼ିଲା, ତ୍ରାହି ତ୍ରାହି ଡାକ ଦେଲେ ଲୋକେ

ଉତ୍ତରପ୍ରଦେଶ: ମୌସୁମୀ ପ୍ରଭାବରେ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଉତ୍ତର ପ୍ରଦେଶରେ ମଧ୍ୟ ମୌସୁମୀ ବର୍ଷା ଦେଖିବାକୁ ମିଳୁଛି। ଏହି ମୌସୁମୀ ବର୍ଷା ରାଜ୍ୟରେ ତାଣ୍ଡବ କରୁଥିବାବେଳେ ସୋମବାର ଦିନ ରାଜ୍ୟ…

ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ। ବାଲେଶ୍ୱର ଘଟଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି…

ସୈନିକଙ୍କ ପେଟ ଚିରି ଲଗାଯାଇଥିଲା ବୋମା, ଜାଣନ୍ତୁ ପୁରା ଘଟଣା

ଝାଡ଼ଖଣ୍ଡ: ନକ୍ସଲବାଦୀଙ୍କ ହୀନ ଚକ୍ରାନ୍ତ, ସହିଦ ହେବା ପରେ ଜବାନଙ୍କ ପେଟ ଚିରି ଲଗାଇଥିଲେ ବମ। ଝାଡ଼ଖଣ୍ଡର ଜଣେ CCL କର୍ମଚାରୀଙ୍କୁ 1 କୋଟି ଟଙ୍କା ଚାନ୍ଦା ଦେବା ପାଇଁ ଧମକ ଆସିଥିଲା, ଯାହାକୁ ନେଇ ପୋଲିସ ବଡ଼…