ପ୍ରଥମେ ମଦ ପିଅଇଲା, ତା’ପରେ ପ୍ରେମିକ ସହ ମିଶି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା
ଉତ୍ତରପ୍ରଦେଶ: ପ୍ରଥମେ ମଦ ପିଅଇଲା ତା ପରେ ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସ୍ତ୍ରୀ। ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଉନ୍ନାଓରେ। ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହାୟତାରେ ତାଙ୍କ…