ସକାଳୁ ଠିକରେ ପେଟ ସଫା ହେଉନି? ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ଏହିସବୁ ଜିନିଷ
ଓଡିଶା ଭାସ୍କର: ପ୍ରାୟତଃ ଲୋକଙ୍କଠାରେ ସକାଳୁ ପେଟ ସଫା ନହେବା ଭଳି ସମସ୍ୟା ଦେଖାଦେଇଥାଏ। ସକାଳୁ ପେଟ ସଫା ନହେଲେ ଦିନ ସାରା ଚିଡ଼ଚିଡ଼ା, ଥକ୍କା ଲାଗିବା ଏବଂ ପେଟ ଫୁଲିଥାଏ। ପେଟ ସଫା ନହେବା ଏବଂ ପାଚନ ପ୍ରକ୍ରିୟା…