(Video) Stunt କରିବା ପଡିଲା ମହଙ୍ଗା, ମୁଣ୍ଡରେ ପିଟି ହେଲା ବୋତଲ

ଓଡିଶା ଭାସ୍କର : ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଲୋକମାନେ ଅଜବ କାରନାମା କରୁଛନ୍ତି । ଏହା ଦ୍ୱାରା ବେଳେବେଳେ ଏପରି ଦୁର୍ଘଟଣା ଘଟିଥାଏ ଯାହା କେହି ଭାବି ପାରି ନଥାନ୍ତି । ଏହି ଦୁର୍ଘଟଣାରୁ ତାଙ୍କୁ ଏପରି ଶିକ୍ଷା…

୪୩ ବର୍ଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପ୍ରଭାସ, ଜାଣନ୍ତୁ କିଏ ତାଙ୍କ ଜୀବନସାଥି

ମୁମ୍ବାଇ : ପ୍ରଶଂସକ ମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରିଥିବା ବେଳେ ଏବେ ତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଭାସଙ୍କ ପ୍ରଶଂସକ ଜାଣିବାକୁ ଚାହୁଛନ୍ତି ସେ କାହାକୁ ବିବାହ କରିବାକୁ ଚାହୁଛନ୍ତି । ପ୍ରଭାସ…

Apple ଲଞ୍ଚ କଲା ଶସ୍ତା Pencil ମିଳିବ USB-C ଚାର୍ଜିଙ୍ଗ ପଏଣ୍ଟ

ଓଡିଶାଭାସ୍କର  : Apple ଏକ ଶସ୍ତା Apple Pencil ଫୋନ ଲଞ୍ଚ କରିଛି, ଯେଉଁଥିରେ ଅନେକ ଦମଦାର ଫିଚର ରହିଛି । ଏଥିରେ ୟୁଜର ମାନଙ୍କୁ usb type c ଚାର୍ଜିଙ୍ଗ ସହିତ ଅନେକ ଆକ୍ଟିଭ ଫିଚର ମିଳିବ । Apple Pencil ର…

୧୩ ଦିନ ବନ୍ଦ ରହିବ ସ୍କୁଲ, କଲେଜ : ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଶାରଦିୟ ନବରାତ୍ରୀ ଆରମ୍ଭ ହୋଇ ସାରିଛି,ଏବଂ ଏହାକୁ ଦୃଷ୍ଟିରେ ରଖି ଦେଶରେ ଅନେକ ସ୍କୁଲ ବନ୍ଦ ରହିବ । ସମଗ୍ର ଦେଶରେ ଅଷ୍ଟମୀ ଏବଂ ନବମୀ ପୂଜା ଧୂମଧାମରେ ପାଳନ କରାଯାଏ । ଏହି ଦିନରେ ଅଧିକାଂଶ ସ୍କୁଲ…

ଶୋଇବାକୁ ଦେଉ ନ ଥିବାରୁ, ୨ ବର୍ଷ ଶିଶୁର ତଣ୍ଟି ଚିପି ହତ୍ୟା କଲା ଖୁଡି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜବଲପୁରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଜଣେ ଶିଶୁର ତଣ୍ଟି ଚିପିହତ୍ୟା କରିଛନ୍ତି । କାରଣ ଥିଲା ଶିଶୁର କାନ୍ଦ ଶବ୍ଧ ଶୁଣି ମହିଳା ଜଣଙ୍କ ଶୋଇ ପାରୁ…

ଲମ୍ବା ୱେଟିଙ୍ଗ ଲିଷ୍ଟ ପରେ ଟ୍ରେନରେ ମିଳିବ କନଫର୍ମ ଟିକେଟ, ଜାଣନ୍ତୁ ଏହାର ଉପାୟ

ନୂଆଦିଲ୍ଲୀ : ଯଦି ଆପଣ ରେଳ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କ ପାଖରେ ୱେଟିଙ୍ଗ ଲିଷ୍ଟରେ ଟିକେଟ ଅଛି, ଏହା ପରେ କନଫର୍ମ ଟିକେଟ କରିବାକୁ ଚାହୁଛନ୍ତି ତେବେ ରେଲୱେ ତାହାର ୱେବସାଇଟରେ ଅନେକ ସୁବିଧା ଉପଲବ୍ଧ କରୁଛି ।…

ଶୀତ ଆରମ୍ଭରୁ ଫାଟୁଛି କି ଓଠ! ଆପଣାନ୍ତୁ ଏହି ଉପାୟ

ଓଡିଶା ଭାସ୍କର : ଓଠ ଫାଟିବା ଶୀତ ଦିନ ଆରମ୍ଭର ଏକ ସଙ୍କେତ । କିନ୍ତୁ ଆପଣ କେବେ ଭାବିଛନ୍ତି ଶୀତ ଦିନରେ କାହିଁକି ଅଧିକ ଓଠ ଫାଟିଥାଏ । ତେବେ ଶୀତ ଦିନ ଆସିବା ପରେ ଶରୀରରେ ଡିହାଇଡ୍ରେସନ ବଢିଥାଏ । ଏହା ଦ୍ୱାରା…

ପାହାଡିଆ ଅଞ୍ଚଳରେ ତୁଷାରପାତ: ୨୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା, ଜାଣନ୍ତୁ କେଉଁଠାରେ କିପରି ରହିଛି ପାଗ

ନୂଆଦିଲ୍ଲୀ : ପଶ୍ଚିମରେ ଜଳବାୟୁ ସକ୍ରିୟ ଥିବାରୁ ଉତ୍ତରାଖଣ୍ଡରେ ତୁଷାରପାତ ହୋଇଛି । ଯାହାଫଳରେ ଏଠାରେ ଶୀତ ଆରମ୍ଭ ହୋଇଛି । ତେବେ ପାହାଡ ଅଞ୍ଚଳରେ ଶୀତର ଲହରୀ ଦେଖା ଦେଇଛି । ହିମାଳୟ ଅଞ୍ଚଳରେ ହୋଇଥିବା ତୁଷାରପତ…

ସେଓକୁ ଅଧିକ ଦିନ ସତେଜ ରଖନ୍ତୁ, ଏପରି ଉପାୟରେ ସେଓକୁ ରଖିଲେ ଏହାର ସ୍ୱାଦରେ ପରିବର୍ତ୍ତନ ଆସି ନଥାଏ

ଓଡିଶା ଭାସ୍କର : ସେଓ ଖାଇବା ଶରୀର ପାଇଁ ହେଲଦି ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ଆମକୁ ଏହା ଅନେକ ରୋଗରୁ ରକ୍ଷା କରିଥାଏ । ୧-୨ କିଲୋ ସେଓ କିଣିବା ପରେ କିଛି ଲୋକ ଏହାର ପେଟି…

କେନାଲରେ ବୁଡି ଛାତ୍ର ମୃତ୍ୟୁ, ଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ

ଭବାନୀପାଟଣା: ଗାଧୋଇବାକୁ ଯାଇ କେନାଲରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି, ଏହି ଘଟଣା ଭବାନୀପାଟଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଶାରେ ଭବାନୀପାଟଣାର ବିଶିଷ୍ଟ ବ୍ୟବସାୟୀ ପ୍ରିୟବ୍ରତ ପାଣିଗ୍ରାହୀଙ୍କ…