fbpx
BJD
BJD SKY
BJD SKY

Apple ଲଞ୍ଚ କଲା ଶସ୍ତା Pencil ମିଳିବ USB-C ଚାର୍ଜିଙ୍ଗ ପଏଣ୍ଟ

ଓଡିଶାଭାସ୍କର  : Apple ଏକ ଶସ୍ତା Apple Pencil ଫୋନ ଲଞ୍ଚ କରିଛି, ଯେଉଁଥିରେ ଅନେକ ଦମଦାର ଫିଚର ରହିଛି । ଏଥିରେ ୟୁଜର ମାନଙ୍କୁ usb type c ଚାର୍ଜିଙ୍ଗ ସହିତ ଅନେକ ଆକ୍ଟିଭ ଫିଚର ମିଳିବ । Apple Pencil ର ମୂଲ୍ୟ ୭,୯୦୦ ଟଙ୍କା ଥିବାବେଳେ,Apple  ର 2nd gen pencil ର ମୂଲ୍ୟ ୧୧,୯୦୦ ଟଙ୍କା ରହିଛି । ipad କୁ ସପୋର୍ଟ କରିଥାଏ । ଆଇପ୍ୟାଡରେ ଏହି ପେନସିଲ ଦ୍ୱାରା ଆପଣ ନୋଟ ଲେଖି ପାରିବେ ଏହା ଛଡା ଡ୍ରାଗ ମଧ୍ୟ କରିପାରିବେ । ଏଥିରେ ଆପଣ ଆପଣଙ୍କ ହାଣ୍ଡରାଇଟିିଙ୍ଗରେ ମଧ୍ୟ ଲେଖି ପାରିବେ । ଏହା ଛଡା ଏଥିରେ ଅନେକ ଫିଚର ମିଳୁଛି ।

ଏହି କମ ମୂଲ୍ୟର ଫୋନରେ ସ୍ଲାଇଡିଙ୍ଗ କ୍ୟାପ ମଧ୍ୟ ମିଳିଥାଏ । ଏହା ଛଡା ଏଥିରେ usb type c ଚାର୍ଜର ରହିଛି ଯେଉଁଥିରେ ଆପଣ ସୁବିଧାରେ ଚାର୍ଜ କରିବା ସହିତ ଅନ୍ୟ ଡିଭାଇସ ସହିତ ମଧ୍ୟ ପେୟାରିଙ୍ଗ କରିପାରିବେ । Apple ର ଏହା ହେଉଛି ୧୦ମ ଜେନେରେସନ । ନୂଆ Apple Pencil ର ସପୋର୍ଟ ଆଇପ୍ୟାଡ (୧୦ମ ଜେନେରେସନ),ଆଇ ପ୍ୟାଡ ପ୍ରୋ, ଆଇପ୍ୟାଡ ଏୟାର ଫିଚର ମିଳିବ । ଶସ୍ତା Apple Pencil ର ମୂଲ୍ୟ କମ ହୋଇଥିବା କାରଣରୁ ଏଥିରେ କିଛି ଫିଚର କମ ମଧ୍ୟ ଅଛି । ଏଥିରେ ଇମେଜ ପ୍ରେସର ସୋସାଟିବିଟି ଫିଚର, ୱାୟର ଲେସ ପେୟାରିଙ୍ଗ ଏବଂ ୱାୟାରଲେସ ଚାର୍ଜିଙ୍ଗ ଫିଚର ମିଳିବ ନାହିଁ । ଏଥିରେ ଡବଲ ଟ୍ୟାପ ଫିଚର ମଧ୍ୟ ମିଳିବ ନାହିଁ । ଶସ୍ତା Apple Pencil ଆପଣଙ୍କ ଅଲଗା କିଣିବାକୁ ପଡିବ । ଆପେଲ ଏଜୁକେସନ ସ୍କିମ ପାଇଁ ଏହାକୁ ନିର୍ମାଣ କରିଛି । ଏହି ଫୋନ ଷ୍ଟୁଡେଣ୍ଟ ଆଉ ଶିକ୍ଷା ପାଇଁ ଏହା ୬୯୦୦ ଟଙ୍କାରେ ମିଳିବ ।

Get real time updates directly on you device, subscribe now.