ଜମିବ ପୂଜା ବଜାର, TVS ଆଣିଲା ଦମଦାର ସ୍ପିଡ୍ ସ୍କୁଟର, ପଛରେ ପଡ଼ିଯିବ ହିରୋ, ୟମାହାର ଗାଡ଼ି

ନୂଆଦିଲ୍ଲୀ: TVS ମୋଟର କମ୍ପାନୀ ଏହାର ଲୋକପ୍ରିୟ ସ୍କୁଟର Ntorq 125 ର ସଫଳତା ପରେ ଭାରତୀୟ ବଜାରରେ ଏକ ନୂତନ ଫ୍ଲାଗସିପ୍ ସ୍କୁଟର TVS Ntorq 150 ଲଞ୍ଚ କରିଛି। କମ୍ପାନୀ ଦାବି କରିଛି ଯେ ଏହି ସ୍କୁଟର ଭାରତର…

ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ସାପ, ୬ ସପ୍ତାହରେ ୭ଥର ମାରିଲାଣି ଚୋଟ, ପ୍ରତିଶୋଧ ନିଆଁରେ ଜଳୁଛି ସାପ…

ଉତ୍ତର ପ୍ରଦେଶ: ଥରେ କି ଦୁଇ ଥର ନୁହେଁ। ଲଗାତାର ୧୨ ଥର କାମୁଡ଼ିଲାଣି ସାପ। ୪୨ ଦିନ ୧୨ ଥର କାମୁଡ଼ିଛି ସାପ। ୧୫ ବର୍ଷିୟ ଝିଅ ହୋଇଛନ୍ତି ସାପ କାମୁଡ଼ାର ଶିକାର। ଘର ବାହାରଠୁ ଆରମ୍ଭ କରି ଯୁଆଡ଼େ ଗଲେ ହେଉଛନ୍ତି ସାପ…

ବଦଳିଲା ପେନସନ ସ୍କିମ୍‌, ଦୀପାବଳୀ ପୂର୍ବରୁ ସରକାରଙ୍କ ବଡ଼ ଭେଟି, ଏବେ ୨୦ ବର୍ଷ ଚାକିରିରେ ମିଳିବ ପେନ୍‌ସନ୍‌

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଏକୀକୃତ ପେନସନ ଯୋଜନା ସହିତ ଜଡିତ…

ଭିଣୋଇକୁ କିଡନାପ କରୁଥିଲେ ଶଳା, ଅଧାବାଟରେ ଓଗାଳିଲା ପୋଲିସ୍‌, ଡିକିରୁ ହାତ-ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

ଉତ୍ତରପ୍ରଦେଶ: ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନି ଜଣ ଭାଇ ତାଙ୍କ ଭିଣୋଇଙ୍କୁ ଫିଲ୍ମୀ ଷ୍ଟାଇଲରେ ଅପହରଣ କରିଥିଲେ। ସେମାନେ ଭିଣୋଇର ହାତ ଏବଂ ଗୋଡକୁ ରଶିରେ ବାନ୍ଧି ତାଙ୍କ ମୁହଁରେ…

କିଏ ହେବ ଟିମ୍ ଇଣ୍ଡିଆର ନୂଆ ସ୍ପନ୍ସର, ୪୦୦ କୋଟି ଇନକମ୍ ଆଶା ରଖିଛି BCCI

ନୂଆଦିଲ୍ଲୀ: ଡ୍ରିମ୧୧ ସହିତ ଚୁକ୍ତି ଶେଷ ହେବା ପରେ, ବିସିସିଆଇ ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ପ୍ରାୟୋଜକ ଖୋଜୁଛି। ପୂର୍ବରୁ, ବୋର୍ଡ ଜର୍ସି ପ୍ରାୟୋଜନର ମୂଳ ମୂଲ୍ୟ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ,…

ପେଟକୁ ଗୋଇଠା, ମୁଥ ମାରି ମୁହଁ ଫଟେଇଲେ, ନେଲେନି ହସ୍ପିଟାଲ, ବୟପ୍ରେଣ୍ଡ ବିରୋଧରେ ସାଂଘାତିକ ଅଭିଯୋଗ

ମୁମ୍ବାଇ: ଯାହାକୁ ଜୀବନ ଟୁ ବେଶୀ ଭଲ ପାଉଥିଲେ। ସେ ଦରମରା କରି ପିଟିଛି। ମାଡ଼ରେ ଫାଟିଯାଇଛି ମୁହଁ। ଏଭଳି ଘଟଣା ଘଟିଛି ଟିଭି ଅଭିନେତ୍ରୀଙ୍କ ସହ। ମାଲାୟଲମ ଟିଭି ଅଭିନେତ୍ରୀଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା। ସେ ତାଙ୍କ…

ପାରାଦୀପ ପୋର୍ଟରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ଦୁଇ କ୍ରିୟୁ ମେମ୍ବର

ପାରାଦୀପ: ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ କ୍ରିୟୁ ମେମ୍ବର ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ ବର୍ଥରେ ଘଟିଛି ଅଘଟଣ। ୨ କ୍ରିୟୁ ମେମ୍ବର ଚୀନର…

ମାଡ଼ି ଆସୁଛି ହୀରାକୁଦ ପାଣି, ଖୋଲିଲାଣି ୨୦ ଗେଟ୍‌, ଫୁଲୁଛି ମହାନଦୀ ହେବ ବନ୍ୟା…

ସମ୍ବଲପୁର: ଉପରମୁଣ୍ଡର ବର୍ଷାରେ ହୀରାକୁଦରେ ବଢ଼ୁଛି ଜଳସ୍ତର। ଏବେ ୪ ଗେଟ୍ ପୁଣି ଖୋଲାଯାଇଛି। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି। ବାମ ପାଶ୍ୱର୍ରେ ୧୩ ଡାହାଣ ପାଶ୍ୱର୍ରେ ୭ଟି ଗେଟ୍ ଦେଇ ଛଡ଼ାଯାଉଛି…

ହୀରାକୁଦ ପାଣିରେ ଫୁଲୁଛି ମହାନଦୀ, ୧୦ ଜିଲ୍ଲାରେ ବନ୍ୟା ଆଶଙ୍କା, ରୁହନ୍ତୁ ସତର୍କ

କଟକ: ତଳ ଅଞ୍ଚଳର ଲୋକ ହୋଇଯାଆନ୍ତୁ ସାବଧାନ। ତୁରନ୍ତ ଉଂଚା ସ୍ଥାନକୁ ଚାଲିଯାଆନ୍ତୁ। ମହାନଦୀରେ ବନ୍ୟାର ଆଶଙ୍କା ରହିଛି। ଛତିଶଗଡ଼ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ୁଛି। ଯାହା…

ସ୍ୱାର୍ଥବାଦୀ ଟ୍ରମ୍ପ! ମୋଦୀ- ଟ୍ରମ୍ପଙ୍କ ସମ୍ପର୍କ ଖତମ୍‌, ଆମେରିକାର ପୂର୍ବତନ ଏନଏସଏ କହିଲେ ବଡ଼ କଥା

ନୂଆଦିଲ୍ଲୀ: ଆଉ ନାହିଁ ମୋଦୀ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା। ଦୁହେଁ ଦେଶରେ ନେତାଙ୍କ ଘନିଷ୍ଠ ସମ୍ପର୍କ ଏବେ ଭାଙ୍ଗିଯାଇଛି। ଏଭଳି କିଛି ସଂକେତ ଦେଇଛନ୍ତି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍…