CHARIDHAM

ଶ୍ରେଷ୍ଠ ସହର ତାଲିକାରେ ଭାରତର ଏହି ସହର, ବଡ଼ ବଡ଼ ସହରକୁ ପଛରେ ପକାଇଲା ପିଙ୍କ୍ ସିଟି

ନୂଆଦିଲ୍ଲୀ: ଟ୍ରାଭେଲ୍ ଆଣ୍ଡ୍ ଲିଜର୍ ମ୍ୟାଗାଜିନ୍‌ର ୨୦୨୫ ସର୍ଭେରେ, ବିଶ୍ୱର କିଛି ଦେଶକୁ ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଛି। ଶ୍ରେଷ୍ଠ ହୋଟେଲ୍ ଏବଂ ସ୍ପା, ଦ୍ୱୀପପୁଞ୍ଜ ଏବଂ ଜାତୀୟ ଉଦ୍ୟାନ, ସଫାରି ଏବଂ ଟୁର୍…

ଚଳନ୍ତା ବିମାନରେ ବ୍ୟକ୍ତିଙ୍କ ହାଇଡ୍ରାମା, ଧମକ ଦେଲେ ବମ୍‌ରେ ଉଡ଼ାଇ ଦେବି… ହେଲା ଏମରଜେନ୍ସି ଲ୍ୟାଣ୍ଡିଂ

ୟୁକେ: ବ୍ରିଟେନ୍ ଲୁଟନ୍ରୁ ଗ୍ଲାସଗୋ ଯାଉଥିବା ଏକ ଇଜିଜେଟ୍ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଜଣେ ଯାତ୍ରୀଙ୍କ କାରଣରୁ ପାଇଲଟ୍‌ଙ୍କୁ ଗ୍ଲାସଗୋ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ପଡିଥିଲା। କାରଣ…

ମୁଣ୍ଡରେ ପିଟିଥିଲେ ୩ ଇଞ୍ଚର କଣ୍ଟା, କହିଲେ ମତେ କଣ୍ଟା ପସାଇବାକୁ କରାଯାଇଥିଲା ବାଧ୍ୟ

ଉତ୍ତରପ୍ରଦେଶ: ନିଜ ମୁଣ୍ଡରେ କଣ୍ଟା ମାରିଦେଲେ ବ୍ୟକ୍ତି। ଉତ୍ତର ପ୍ରଦେଶର କାନପୁରର ଫତେପୁରର ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡରେ ତିନି ଇଞ୍ଚ ଲମ୍ବା ଏକ କଣ୍ଟା ମାରିଥିଲେ। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ…

ଭିଣୋଇର ଏକତରଫା ପ୍ରେମ, ସର୍ବନାଶ କରିଦେଲା ଶାଳୀ ପରିବାର

ମଧ୍ୟପ୍ରଦେଶ: ଶାଳୀ ପ୍ରେମରେ ପାଗଳ ଭିଣୋଇ। ଶାଳିକୁ ଏକତରଫା ପ୍ରେମ କରି ହତ୍ୟାକାରୀ ସାଜିଲା ଭିଣୋଇ। ଶାଳୀର ୨ ପିଲାଙ୍କୁ ଜଙ୍ଗଲରେ ନିର୍ମମ ଭାବେ କରିଛି ହତ୍ୟା। ମଧ୍ୟପ୍ରଦେଶ ଶିବାନୀ ଜିଲ୍ଲାରେ ଘଟିଛି ଏହି…

ପ୍ରଥମେ ଯୌନ ନିର୍ଯାତନା, ପରେ ୨୪ ଥର ଛୁରୀ ଭୁଷି ନାବାଳକକୁ ହତ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ସମୟପୁର ବଦଲି ଅଞ୍ଚଳରୁ  ହତ୍ୟା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୪ ବର୍ଷର ନାବାଳକକୁ ପ୍ରଥମେ ବଳାତ୍କାର ଏବଂ ପରେ ୨୪ ଥର ଛୁରି ଭୁଷି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ୧…

ରାସ୍ତା ବଦଳରେ ପାଣିକୁ ଠେଲିଦେଲା ଗୁଗୁଲ ମ୍ୟାପ୍‌, ଗାଡ଼ି ସହ ନଦୀରେ ପଡ଼ିଲେ ମହିଳା

ମୁମ୍ବାଇ: ଆଜିକାଲି ଗୁଗୁଲ ମ୍ୟାପ୍ ଭରସାରେ ଯୁବପୀଢ଼ି। ରାସ୍ତା ନ ଜାଣିପାରିଲେ କି କେତେ କିଲୋମିଟର ବାଟ ଜାଣିବାକୁ ଗୁଗୁଲ ମ୍ୟାପ ଦେଖୁଛନ୍ତି ଯୁବପୀଢ଼ି। ହେଲେ ଗୁଗୁଲ ମ୍ୟାପ ଯେ ସବୁ ଠିକ୍ ଦେଖାଏ ତାକୁ ଭାବିବା ମଧ୍ୟ…

ସଂସାର ଯଞ୍ଜାଳଠୁ ବଳିଗଲା ଆର୍ଥିକ କଷ୍ଟ; ୨ ପିଲା, ସ୍ତ୍ରୀଙ୍କୁ ମାରି ଆତ୍ମହତ୍ୟା କଲେ ଯୁବକ

ରାଜସ୍ଥାନ: ଆର୍ଥିକ ସମସ୍ୟା ହେଲା ବୋଝ। ଶେଷ ରାସ୍ତା ବାଛିନେଲେ ଦୁନିଆକୁ ଛାଡ଼ିବା। ନିଜ ସହ ପରିବାରର ନେଇଗଲେ ଜୀବନ। ରାଜସ୍ଥାନର ଉଦୟପୁରରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଆର୍ଥିକ ସମସ୍ୟାରେ ପିଡ଼ିତ ଜଣେ ଯୁବକ ତାଙ୍କ…

କୋଟିପତି ଜଙ୍ଗଲ ବାବୁ ରାମଚନ୍ଦ୍ର ନେପାକ ଗିରଫ, ସମ୍ପତ୍ତିି ଦେଖି ତାଜୁବ ଅଧିକାରୀ

ଜୟପୁର: କୋଟିପତି ଡେପୁଟି ରେଞ୍ଜରଙ୍କୁ ବାନ୍ଧିଲା ପୋଲିସ। ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଗିରଫ କରିଛି ପୋଲିସ। ଆୟବର୍ହିଭୂତ ସମ୍ପତ୍ତିି ମଠୁଳ ଅଭିଯୋଗରେ ବାନ୍ଧିଛି ପୋଲିସ। ଘରୁ ୧ କୋଟି ୪୩ ଲକ୍ଷ…

ବମ୍‌ରେ ଉଡ଼ିଯିବ ମୁମ୍ବାଇ ବିମାନବନ୍ଦର, ଆସିଲା ଧମକପୂର୍ଣ୍ଣ କଲ୍‌… ପାରୁଛ ଯଦି ଜୀବନ ବଞ୍ଚାଅ

ମୁମ୍ବାଇ: ବମ୍‌ରେ ଉଡ଼ିଯିବ ବିମାନ ବନ୍ଦର। ଏଭଳି ଧମକ ମିଳିଛି ମୁମ୍ବାଇ ବିମାନବନ୍ଦରକୁ। ବିମାନବନ୍ଦରକୁ ବମ୍‌ରେ ଉଡ଼ାଇ ଦେବା ପାଇଁ ଫୋନ୍‌ରେ ଦିଆଯାଇଛି ଧମକ। ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ…

ରକ୍ତ ସମ୍ପର୍କ ହେଲା ବିଷ, ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଲେ ପରିବାର, କ୍ୟାନସର ପାଇଁ ହେଲେ ଅଲୋଡ଼ା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଅଯୋଧ୍ୟାରୁ ଆସିଛି ଛାତି ଧରାଇଲା ପରି ଘଟଣା। ସୀମା ଟପିଗଲା ନୃଶଂସତା। ସ୍ୱାର୍ଥପର ମଣିଷର ଲଜ୍ଜାଜନକ କାମ। ୮୦ ବର୍ଷିୟ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ିଦେଲେ ପରିବାର ଲୋକ। ରାତି ଅନ୍ଧାରର…