CHARIDHAM

ନୂଆ ରେକର୍ଡ କରିବେ କେଏଲ ରାହୁଲ, ସଚିନ୍‌, ଗାଭାସ୍କରଙ୍କ ଲିଷ୍ଟରେ ହେବେ ସାମିଲ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଶୁଭମନ ଗିଲ ସର୍ବାଧିକ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ବ୍ୟାଟସମ୍ୟାନ କେଏଲ ରାହୁଲ ଜଟିଳ ପରିସ୍ଥିତିରେ ଭଲ ଇନିଂସ ଖେଳି…

ବାପାର ନିଶା ଛଡ଼ାଇବାକୁ କୁନି ପୁଅର ମାନସିକ, ପାଣି ନେଇ ଦିଲ୍ଲୀରୁ କେଦାରନାଥ

ନୂଆଦିଲ୍ଲୀ: ଚାଲିଛି ଶ୍ରାବଣ ମାସ। ଭୋଳାନାଥଙ୍କ ମନ୍ଦିରରେ କାଉଡିଆଙ୍କ ଭିଡ଼ ଲାଗୁଛି। ଶଙ୍କର ଭଗବାନଙ୍କୁ ପାଣି ଢ଼ାଳି ମାନସିକ ପୁରଣ କରିବାକୁ ଅନେକ ମନ୍ଦିରରେ କାଉଡିଆଙ୍କ ଗହଳି। ପ୍ରଥମ ଶ୍ରାବଣ ସୋମବାର ସରିଥିବା…

ସୁଇସାଇଡ୍ ନୋଟରେ ଅଧ୍ୟାପକଙ୍କ ନାଁ ଲେଖି… ଝୁଲି ପଡ଼ିଲେ ଛାତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଖବର ଏବେ ଚାରିଆଡ଼େ ଚର୍ଚ୍ଚାରେ ଥିବା ବେଳେ ଗ୍ରେଟର ନୋଇଡାର ଶାରଦା ୟୁନିଭର୍ସିଟିରେ ଘଟିଛି ସମାନ ଘଟଣା। ବିଡିଏସ ସେକେଣ୍ଡ ଇୟର ଛାତ୍ରୀ…

ଫେଲ ମାରିଲା ମନ୍ଦିରରୁ ଚୋରି ପ୍ଲାନ, ନିଦ୍ରାଦେବୀ କରିଦେଲେ ସବୁ ଗଡ଼ବଡ଼

ଝାରଖଣ୍ଡ: ନିଶା କଲା କଲବଲ। ନିଶା ଏମିତି ଥିଲା ଯେ ବୁଦ୍ଧି ହଜି ଯାଉଥିଲା। ନିଶା ହାଲତରେ ଚୋର ମନ୍ଦିରରୁ ଲୁଟ୍ କରିବାକୁ ଯାଇଥିଲା ଆଉ ତାପର କଥା ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ। ଝାରଖଣ୍ଡ ରାଜଧାନୀ ରାଂଚିରେ…

ନିଟ୍ ପିଜି ପରୀକ୍ଷାର୍ଥୀଙ୍କ ପାଇଁ NBEMS ଦେଲା ଜରୁରୀ ସୂଚନା

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୫ ପରୀକ୍ଷାକୁ ନେଇ NBEMS ଏକ ଜରୁରୀ ନୋଟିସ୍ ଜାରି କରିଛି। ଅଧିକାରୀଙ୍କ ୱେବସାଇଟ୍‌ରେ ଏହା ଜାରି କରାଯାଇଛି। ଜାରି କରାଯାଇଥିବା ବିଜ୍ଞପ୍ତିରେ ପରୀକ୍ଷା ସିଟ୍ ସମ୍ବନ୍ଧୀୟ ସୂଚନାକୁ…

ଆସିଲା ଟ୍ରମ୍ପଙ୍କ ରିସର୍ଟର ସାଟେଲାଇଟ୍ ଫଟୋ, ମିଲିୟନ ମିଲିୟନ ଡଲାରରେ ତିଆରି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ବ୍ୟସ୍ତ ଥିବା ଭଳି ଜଣାପଡ଼ୁଛନ୍ତି। ହେଲେ ତାଙ୍କର ଏହି ବ୍ୟବସ୍ଥା ଇରାନ- ଇଜରାଇଲ ପର୍ଯ୍ୟନ୍ତ ସୀମିତ ନାହିଁ। ପ୍ରକୃତରେ, ଟ୍ରମ୍ପଙ୍କ ନାମ…

(Viral Video) ଉଗ୍ରଚଣ୍ଡୀ ବୋହୂ, ସମ୍ପତ୍ତି, ଟଙ୍କା ପାଇଁ… ବୃଦ୍ଧ ଶଶୁରକୁ ମାଡ଼

ଉତ୍ତରପ୍ରଦେଶ: ପାରିବାରିକ କଳହ ନେଇଛି ହିଂସାର ରୂପ। ଉତ୍ତରପ୍ରଦେଶ ଇଟବା ଜିଲ୍ଲା ଥାନା ରାହତପୁର ଗାଁରେ ବୋହୂ ସମ୍ପତ୍ତି ପାଇଁ ବୃଦ୍ଧା ଶଶୁରକୁ ମାଡ଼ ମାରିଛି। ୫ ହଜାର ଟଙ୍କା ପାଇଁ ହିତାହିତ ଜ୍ଞାନ ହଜାଇ ଦେଲା ବୋହୂ।…

ଭିଣୋଇକୁ ଦେଖି ଶାଳି ହେଲା ବେକାକୁ, ବଜାର ବାହାନାରେ ଭିଣୋଇ ସହ ଚମ୍ପଟ

ଉତ୍ତରପ୍ରଦେଶ: ଏପଟେ ଚାଲିଛି ବିବାହ ପ୍ରସ୍ତୁତି, ସେପଟେ କିନ୍ତୁ ଘଟିଗଲା କିଛି ଏମିତି ଯାହା ଘଟିବାର ନଥିଲା। ଏହି ଘଟଣା ପରେ ଉତ୍ତରପ୍ରଦେଶର ମୁରାଦାବାଦରେ ଜିଲ୍ଲାର ଠାକୁରଦ୍ୱାର ଥାନା ଅଞ୍ଚଳରେ ଚର୍ଚ୍ଚା ଲାଗିଛି।…

BREAKING: ବିଭତ୍ସ ହତ୍ୟା: ଟାଙ୍ଗିଆରେ ସାଙ୍ଗର ଜୀବନ ନେଲା ସାଙ୍ଗ

ଦେବଗଡ଼: ଦେବଗଡ଼ରେ ବିଭତ୍ସ ହତ୍ୟା। ଦେବଗଡ଼ ନୂଆଗାଁରେ ସାଙ୍ଗକୁ ମାରିଦେଲା ସାଙ୍ଗ। ଘର ଭିତରେ ଟାଙ୍ଗିଆରେ ହାଣି ସାଙ୍ଗକୁ ନିର୍ମମ ହତ୍ୟା କରିଛି ସାଙ୍ଗ। ଘର ଭିତରେ ସାଙ୍ଗକୁ ବଳି ଦେଇଥିବା ଲୋକେ କଲେ ଅଭିଯୋଗ। ବନ୍ଦ…

ବିଜୁଳିର ତାଣ୍ଡବ: ଲିଭିଗଲା ୩୪ଜଣଙ୍କ ଜୀବନ ଦୀପ… ୬ ଗୁରୁତର

ବିହାର: ବିହାରରେ ବିଜୁଳି ନେଲା ୩୪ ଜୀବନ । ୪୮ ଘଣ୍ଟା ଭିତରେ ଟଳିପଡ଼ିଲା ୩୪ଟା ଜୀବନ । ଏଥିରେ ୬ ଜଣ ଅନ୍ୟ ଲୋକ ଅସୁସ୍ଥ ମଧ୍ୟ ଅଛନ୍ତି । ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗ ଶୁକ୍ରବାର ଦିନ ଏହି ତଥ୍ୟ ଦେଇଛନ୍ତି ।…