BREAKING: ପ୍ରଶାନ୍ତଙ୍କ ପତ୍ନୀ, ପୁଅକୁ ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍
ବାଲେଶ୍ୱର: ବାଲେଶ୍ୱର ଇସାଣୀ ଗାଁରେ ଏନଆଇଏ ୩ ଜଣିଆ ଟିମ୍। ମୃତ ପ୍ରଶାନ୍ତଙ୍କ ଘରେ ପହଞ୍ଚି ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍। ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ପ୍ରଶାନ୍ତ।
ପହଲଗାମ ଆତଙ୍କୀ…