CHARIDHAM

ଯୌତୁକ ନେଲା ଜୀବନ, ମହିଳା କନଷ୍ଟେବଳଙ୍କ ମାରିଦେଲେ ଶଶୁର ଘର ଲୋକ, ଥାନାରେ ଅଭିଯୋଗ 

ଉତ୍ତର ପ୍ରଦେଶ: ବଢ଼ୁଛି ଯୌତୁକ ନିର୍ଯାତନା, ମହିଳା ହେଉଛନ୍ତି ଯୌତୁକ ନିର୍ଯାତନାର ଶିକାର। ଅକାଳରେ ଚାଲିଯାଉଛି ଜୀବନ। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ଭାଇ, ସକାଳେ ଘରକୁ ଆସ। ସ୍ୱାମୀ ଅରବିନ୍ଦ…

(ଭିଡିଓ ଭାଇରାଲ) ବିଳମ୍ବରେ ଆସିବା କାରଣ ପଚାରିବାରୁୁ… ବୃଦ୍ଧଙ୍କୁ ମୁଥା, ଗୋଇଠା ମାରିଲେ ଡାକ୍ତର

ମଧ୍ୟପ୍ରଦେଶ: କୁହାଯାଏ ଡାକ୍ତର ରୋଗୀଙ୍କ ପାଇଁ ଭଗବାନଙ୍କ ରୂପ, କିନ୍ତୁ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଆପଣ ଦେଖିପାରୁଛନ୍ତି ଯେ ଡାକ୍ତର ଜଣେ ବୃଦ୍ଧଙ୍କୁ…

BREAKING: ନବଦାସ ହତ୍ୟାକାଣ୍ଡ ମାମଲା, ଗୋପାଳର କଲ୍ ରେକର୍ଡ ହେବ ଯାଞ୍ଚ

ଭୁବନେଶ୍ୱର: ନବଦାସ ହତ୍ୟାକାଣ୍ଡ ମାମଲା। ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୋପାଳ ଦାସର ଯାଞ୍ଚ ହେବ ସମସ୍ତ କଲ୍ ରେକର୍ଡ। ହତ୍ୟାକାଣ୍ଡର ଏକ ରୁ ଦୁଇ ମାସ ମଧ୍ୟରେ ହୋଇଥିଲା…

BREAKING: ଟଙ୍କା ଦିଅ, ଚାକିରି ନିଅ… ହୋଟେଲରେ ଚାଲିଥିଲା ଡିଲ୍‌, ମାଡ଼ିବସିଲା ପୋଲିସ

ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ। ଦଲାଲଙ୍କୁ ବାନ୍ଧିଲା ପୋଲିସ। ଇସ୍ରାଏଲରେ ଚାକିରି ଦେବା ନାଁ ଠକେଇ କରିଥିଲେ ଦଲାଲ। ୩ ଜଣ ମାଷ୍ଟରମାଇଣ୍ଡକୁ ଗିରଫ କଲା ଖାରବେଳନଗର ଥାନା ପୋଲିସ। ମାଷ୍ଟରକ୍ୟାଣ୍ଟିନର ଏକ…

ପାଞ୍ଚ ବର୍ଷରେ KIA ମୋଟର୍ସରୁ୯୪୦ ଇଞ୍ଜିନ୍ ଚୋରି, ୯ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ

ଆନ୍ଧ୍ରପ୍ରଦେଶ: ମାତିଛନ୍ତି ଲୁଟେରା। ଶେଷରେ କାର ସୋରୁମରୁ ଲୁଟ୍‌। ଏଥର ଟଙ୍କା, ସୁନା, ଗହଣା ନୁହେଁ ଏଥର ଚୋରି ହୋଇଛି କାର ଇଞ୍ଜିନ୍‌। ସେ ପୁଣି ଗୋଟେ କି ଦୁଇଟା ନୁହେଁ ପୁରାପୁରି ୯୪୦ ଇଞ୍ଜିନ୍ ହୋଇଛି ଚୋରି।…

BREAKING: ବଢ଼ୁଛି ତାତିର ପ୍ରକୋପ, ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କାଳବୈଶାଖୀ ପରେ ଏବେ ରାଜ୍ୟରେ ବଢ଼ିଛି ତାତିର ପ୍ରକୋପ। ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।…

ମାଗଣାରେ ମିଳିବ ଏସି, ଭାଇରାଲ ହେଉଛି ଏପରି ଫେକ୍ ନ୍ୟୁଜ

ନୂଆଦିଲ୍ଲୀ: ଭାଇରାଲ ହେଉଛି ଏକ ଫେକ୍ ନ୍ୟୁଜ- ପ୍ରଧାନମନ୍ତ୍ରୀ ମୋଦୀ ଏସି ଯୋଜନା ୨୦୨୫ ର ଏକ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି ଫେକ୍ ନ୍ୟୁଜ ପୋଷ୍ଟରେ ଦାବି କରାଯାଉଛି ଯେ ଏହି ଯୋଜନା ଅଧୀନରେ ସରକାର…

ପୋଷ୍ଟ ଅଫିସର ନୂଆଁ ସ୍କିମ୍ କରିଦବ ମାଲାମାଲ, ମାସରେ ଦ୍ୱିଗୁଣା ହେବ ଜମା ଅର୍ଥ

ନୂଆଦିଲ୍ଲୀ: ଯେତେବେଳେ ସୁରକ୍ଷିତ ନିବେଶ ଏବଂ ଦୃଢ଼ ରିଟର୍ଣ୍ଣ କଥା ଆସେ, ସେତେବେଳେ ପୋଷ୍ଟ ଅଫିସ ସ୍କିମ୍ କଥା ମନେପଡ଼େ। ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକ ବହୁତ ଲୋକପ୍ରିୟ ହେବାରେ ଲାଗିଛି। ଏହାର ଏକ…

ଓଡ଼ିଶାରେ ଶକ୍ତିକାନ୍ତ ଦାସ, କେନ୍ଦୁଝର ଯାଇ କଲେ ମାଆ ତାରିଣୀଙ୍କ ଦର୍ଶନ

କେନ୍ଦୁଝର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ। ସେ ଗତକାଲି ଆସି ଓଡ଼ିଶାରେ ପହଞ୍ଚିଥିଲେ। ଆଜି କେନ୍ଦୁଝର ଘଟଗାଁ ଯାଇ ମା' ତାରିଣଙ୍କ ଦର୍ଶନ କରିଛନ୍ତି…

ଇଟାଲୀ ଜେଲରେ ହେଲା ସେକ୍ସ ରୁମ୍‌, କଏଦୀଙ୍କୁ ମିଳିଲା ଏହି ଅଧିକାର…

ନୂଆଦିଲ୍ଲୀ: ଇଟାଲୀର ଜେଲ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ଏଭଳି ନିଷ୍ପତି। ଇଟାଲୀ ଜେଲରେ ଦେଶର ପ୍ରଥମ 'ସେକ୍ସ ରୁମ୍‌' ଉଦଘାଟନ ହୋଇଛି। କେନ୍ଦ୍ରୀୟ ଇଟାଲୀର ଉମ୍ବ୍ରିଆ ଅଞ୍ଚଳର ଏକ ଟେର୍ନି ଜେଲରେ ଜଣେ କଏଦୀଙ୍କୁ…