(Video): ଏବେବି ବଞ୍ଚିଛି ମାନବିକତା; ବନ୍ୟାରେ ଭାସିିଯାଉଥିବା ବାଛୁରୀର ଜୀବନ ବଞ୍ଚାଇଲେ ଯୁବକ

ଦିସପୁର: ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଏହି ବର୍ଷା ଯୋଗୁଁ ଆସାମର ୨୯ଟି ଜିଲ୍ଲାରେ ପ୍ରାୟ ୨୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର…

ପ୍ରବଳ ବର୍ଷାରେ ମୁମ୍ବାଇ ହାଲ ବେହାଲ; ରେଳ ଟ୍ରାକ୍ ସହ ଅନେକ ଅଞ୍ଚଳ ଜଳମଗ୍ନ, ଏହି ରୁଟରେ ଡାଇଭର୍ଟ ହେଲା ଟ୍ରେନ୍

ମୁମ୍ବାଇ: କିଛି ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଯାତାୟାତ ପ୍ରଭାବିତ ହୋଇଛି । ଅନେକ ତଳିଆ ଅଞ୍ଚଳ, ରାସ୍ତାଘାଟ ସହ ରେଳ ଟ୍ରାକ୍ ବି ଜଳମଗ୍ନ ହୋଇଛି । ପ୍ରବଳ…

ରଥରେ ବିରାଜିଲେ ତିନି ଠାକୁର, ରଥାରୂଢ଼ ଠାକୁରଙ୍କୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ

ପୁରୀ: ରଥରେ ବିଜେ ହେଲେ ତିନି ତିନି ଠାକୁର । ଆଜି ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ ଦେବଙ୍କ ପରେ ପହଣ୍ଡି କରାଯାଇ ଦେବୀ ସୁଭଦ୍ରା ଦେବଦଳନ ରଥରେ, ତାଳଧ୍ୱଜରେ ବଡ଼ଠାକୁର ବଳଭଦ୍ର ଓ ଶେଷରେ ପ୍ରଭୁ ଜଗନ୍ନାଥ ନନ୍ଦିଘୋଷରେ…

Relationshipରେ କାହିଁକି ବୃଦ୍ଧି ପାଉଛି Micro Cheating ? ଏହି ସଂକେତରୁ ଜାଣନ୍ତୁ ପାର୍ଟନର ଆପଣଙ୍କୁ ଧୋକା ଦେଉଛନ୍ତି…

ଓଡ଼ିଶା ଭାସ୍କର: ସମ୍ପର୍କର ଡୋର ଅତି ସୂକ୍ଷ୍ମ । ସମ୍ପର୍କର ଆଧାର ହେଉଛି ବିଶ୍ୱାସ । କିନ୍ତୁ ଆଜିକାଲି ରିଲେସନସିପରେ ଧୋକା କାରଣରୁ ବ୍ରେକଅପ୍ ବୃଦ୍ଧି ପାଇବାରେ ଲାଗିଛି । ସାମ୍ପ୍ରତିକ ପରିସ୍ଥିତିରେ ସମ୍ପର୍କକୁ ଦୃଢ଼…

ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ VPN କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ ୩ଟି ପ୍ରମୁଖ କଥା

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଘରେ ବସି ଅନଲାଇନ୍ ମାଧ୍ୟମରେ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇଯାଉଛି । ଅନେକ ସ୍ଥାନରେ ୱାର୍କ ଫ୍ରମ୍ ହୋମର ସୁବିଧା ମଧ୍ୟ ରହିଛି । କିନ୍ତୁ ଯଦି ଆପଣ ଅଫିସରେ କାମ କରୁଛନ୍ତି…

ଭିଭିଆଇପିଙ୍କ ଖାଦ୍ୟର ଯାଞ୍ଚ କିପରି ହୋଇଥାଏ ? କ’ଣ ଏବେ ବି ରହିଛି ରାଜପରିବାର ପରମ୍ପରା ?

ନୂଆଦିଲ୍ଲୀ: ପ୍ରାଚୀନ କାଳରେ ରାଜପରିବାରରେ ସଦସ୍ୟଙ୍କୁ ବିଶେଷ କରି ରାଜାଙ୍କୁ ଭୋଜନ ପରସିବା ପୂର୍ବରୁ ଏହାକୁ ଯାଞ୍ଚ୍ କରିବା ପାଇଁ ଫୁଡ୍ ଟେଷ୍ଟରଙ୍କୁ ନିଯୁକ୍ତ କରାଯାଉଥିଲା । ସେମାନଙ୍କ କାମ ଥିଲା ଖାଦ୍ୟରେ କୌଣସି…

Indian Navyରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ?

ଓଡ଼ିଶା ଭାସ୍କର: ଭାରତୀୟ ନୌସେନାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ନୌସେନା ଏହାର ଅଫିସିଆଲ ନୋଟିଫିକେସନ୍ ମାଧ୍ୟମରେ ୧୦+୨(ବିଟେକ୍‌) କ୍ୟାଡେଟ୍ ଏଣ୍ଟ୍ରି ଅନ୍ତର୍ଗତ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଟିକେଟ୍ ପାଇଁ ଆବେଦନ ଆହ୍ୱାନ କରିଛି କଂଗ୍ରେସ, ଜାଣନ୍ତୁ କେତେ ଆର୍ଥ ରାଶି ଦେବେ ପ୍ରାର୍ଥୀ ?

ନୂଆଦିଲ୍ଲୀ: ଚଳିତ ବର୍ଷ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ କଂଗ୍ରେସ ବିଧାନସଭା…

ଆଜି ମହାପ୍ରଭୁଙ୍କ ରଥଯାତ୍ରା, ଜାଣନ୍ତୁ କାହିଁକି ଶ୍ରୀ ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ ?

ଓଡ଼ିଶା ଭାସ୍କର: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତ ଓ ଭଗବାନଙ୍କ ମିଳନରେ ଭକ୍ତିମୟ ହୋଇଯିବ ବଡ଼ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼…

IND vs ZIM: ଜିମ୍ବାୱେ ବିପକ୍ଷରେ ଭାରତର ପ୍ଲେଇଂ XI, ଏହି ୩ଟି ଖେଳାଳି କରିବେ ଡେବ୍ୟୁ !

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ । ହରାରେ ସ୍ପୋର୍ଟ୍ସ କ୍ଲବରେ ଭାରତୀୟ ସମୟାନୁସାରେ ସାଢ଼େ ୪ଟାରେ ଭାରତ ପ୍ରଥମ ଥର ପାଇଁ…