ଛାତ୍ରକୁ ସାପ କାମୁଡ଼ିବା ଘଟଣା: ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ପିପିଲି: ଛାତ୍ରଙ୍କୁ ସାପ କାମୁଡ଼ିବା ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀ ହେଲେ ନିଲମ୍ବିତା ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣ।। ଉକ୍ତ ପ୍ରାଥମିକ ସ୍କୁଲର…

ଲକ୍ଷାଧିକ ଟଙ୍କାର ଔଷଧ ପାଉଁଶ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ରୁଦ୍ରପୁର ସ୍ଥିତ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡା ସିମ୍ଫୋନୀ ମଲ ନିକଟସ୍ଥ ଏକ ମେଡିସିନ ଦୋକାନରେ ନିଆଁ ଲାଗିଯିବାରୁ ସ୍ଥାନୀୟ ବାତାବରଣ ଧୂଆଁମୟ ହୋଇଯାଇଛିା ଏହି ଅଗ୍ନିକାଣ୍ଡରେ ପ୍ରାୟ…

ପୁନେରେ ବ୍ୟାପୁଛି ଗମ୍ଭୀର ରୋଗ, ଏହି ଅଞ୍ଚଳରେ ୮୦% ମାମଲା, ଜାଣନ୍ତୁ ରୋଗର ଲକ୍ଷଣ

ପୁନେ: ମହାରାଷ୍ଟ୍ର ପୁନେରେ ଗୁଲେନ୍ ବେରୀ ସିଣ୍ଡ୍ରୋମ(Guillain Barre Syndrome) ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବୃଦ୍ଧି କରିଛିା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗରେ ୧୦୧ ଜଣ ଆକ୍ରାନ୍ତ ହୋଇଥିବା ମାମଲା…

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ, ହିସାବ ନଦେବାରୁ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ହିସାବ ନ ଦେବାରୁ ସ୍ଥଗିତ ରହିଲା ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା। ବାରମ୍ବାର ନୋଟିସ୍ ସତ୍ତ୍ୱେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କାର୍ଯ୍ୟାନୁଷ୍ଠାନ ନେଲା ଉଚ୍ଚ ଶିକ୍ଷା ବିଭାଗା ମାନି ନଥିଲେ ନିୟମ:…

ବଦଳିବ ଧର୍ମଶାଳାର ଚିତ୍ର; ଡଙ୍କାରୀରେ ନିର୍ମିତ ହେବ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ଡଙ୍କାରୀ ଠାରେ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ ପାଇଁ IOCLର ସମ୍ପାଦକଙ୍କ ସହ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏହା…

ପକେଟରୁ ଖସିପଡ଼ି ଫୁଟିଲା ବୋମା, ୩ ଗୁରୁତର ମେଡିକାଲରେ ଭର୍ତ୍ତି

ଖଲ୍ଲିକୋଟ୍: ଖଲ୍ଲିକୋଟ ଥାନା ହରିପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବୋମା ଫୁଟିବାରୁ ପରିବାରର ୩ ଜଣ ଗୁରୁତର । ଘର ଲୋକଙ୍କୁ ବୋମା ଦେଖାଇବା ପାଇଁ ପକେଟରୁ ବାହାର କଲା ବେଳେ ଅସାବଧାନତା ହେତୁ…

ବଦଳିଲା ଅଷ୍ଟ୍ରେଲିଆ ଦଳର ଓପନିଂ ଯୋଡ଼ି, ବାଦ୍ ପଡ଼ିଲେ ବୁମରାଙ୍କ ସହ ଝଗଡ଼ା କରିଥିବା ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୯ରେ ଗାଲେରେ ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ପ୍ରସ୍ତୁତ ଅଛନ୍ତି ଦୁଇ ଦଳ । ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍, ତେଜିଲା ଜନ ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ଓ ପରିକ୍ରମା ମାର୍ଗ ଉପରି ଭାଗରେ ଉଡ଼ିଲା ଡ୍ରୋନ୍ । ପ୍ରାୟ ୨୫ ମିନିଟ୍ ଧରି ଉଡ଼ିଥିଲଲା ଡ୍ରୋନ୍ । ଏନେଇ ସେବାୟତ ଓ ଜନସାଧାରଣଙ୍କ ମଧ୍ୟରେ…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରିବ ସାଇଣ୍ଟିଫିକ ଟିମ୍

ମାଲକାନାଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ୨୨ ବର୍ଷୀୟ…

ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ଚାଲିଛି ବାଲି ଚୋରା ଚାଲାଣ; କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟ ବାସିନ୍ଦା

ପୁରୀ: ଦିନକୁ ଦିନ ବାଲି ମାଫିଆଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୋଲିସର ନାକ ତଳୁ ମାଫିଆମାନେ ବାଲି ଚୋରି କରୁଥିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ…