fbpx

ଦକ୍ଷିଣ କୋରିଆ ବିରୋଧରେ ଯୁଦ୍ଧ ଧମକ ଦେଇଛନ୍ତି କିମ୍ ଜୋଙ୍ଗ୍

ସିଓଲ: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି । ଏକ ଭିନ୍ନ ଦେଶ ଭାବରେ ଦକ୍ଷିଣ କୋରିଆର ସ୍ଥିତିରେ ପରିବର୍ତ୍ତନ ପାଇଁ ସୋମବାର ସାମ୍ବିଧାନିକ ସଂଶୋଧନ ପାଇଁ ଆହ୍ୱାନ କରିଛନ୍ତି…

Elon Muskଙ୍କ ରୋବୋଟ କରୁଛି ଘରୋଇ କାର୍ଯ୍ୟ, ଦେଖନ୍ତୁ ଭିଡ଼ିଓ…

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ Humanoid Robot Optimusର ଏକ ନୂତନ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ ରୋବୋଟ ଘରୋଇ କାର୍ଯ୍ୟ କରୁଥିବାର ନଜର ଆସିଛି । ଏନେଇ ଏଲନ୍ ମସ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ…

ଆପଣ ଘୁଙ୍ଗୁଡ଼ି ମାରୁଛନ୍ତି କି ? ସ୍ମରଣ ଶକ୍ତିକୁ କରିପାରେ ହ୍ରାସ…

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ରାତିରେ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି । ଏକ ରିପୋର୍ଟରୁ ପ୍ରକାଶ ଯେ ୩୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣଙ୍କୁ ଏହି ସମସ୍ୟା ରହିଥାଏ…

Diabetic Retinopathy କ’ଣ ? ମଧୁମେହ ସହ କିପରିି ଜଡ଼ିତ, ଜାଣନ୍ତୁ ଏହାର ଲକ୍ଷଣ…

ଓଡ଼ିଶା ଭାସ୍କର: ଆଜିକାଲି ଡାଇବେଟିସ୍ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ବିଶେଷ କରି ଯୁବ ପୀଢ଼ୀଙ୍କ କ୍ଷେତ୍ରରେ ଏହି ରୋଗର ଆଶଙ୍କା ଦେଖାଦେଇଥାଏ । ଡ଼ାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କେବଳ ରକ୍ତ ଶର୍କରାର ସ୍ତର…

ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, IMD ପକ୍ଷରୁ ରେଡ଼ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଶୀତ ଓ କୁହୁଡ଼ି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଅନେକ ସ୍ଥାନରେ ସ୍କୁଲ ବନ୍ଦ ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ- ଏନସିଆରରେ ପ୍ରବଳ…

ପୁଣି ଉତ୍ତର କୋରିଆରେ ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ

ଓଡ଼ିଶା ଭାସ୍କର: ପୁଣି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ କରିଲା ଉତ୍ତର କୋରିଆ । ଏହା ଏକ ହାଇପରସୋନିକ ପରୀକ୍ଷଣ ଯାହା ଏକ ଗ୍ଦକ୍ଟକ୍ଷସୟ ଲଙ୍କରକ୍ଷ ଙ୍ଗରବକ୍ଟ୍ରକ୍ଟଦ୍ଭ ଅଟେ । ଏହି ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ ଜାପାନ,…

ରୁଷକୁ ମିଳିଲା ସୁନା ଖଣିର ସନ୍ଧାନ

ଓଡ଼ିଶା ଭାସ୍କର: ଦୀର୍ଘ ଦିନ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ବେଳେ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ରୁଷ ହାତରେ ଲାଗିଛି ବଡ଼ ଖଜଣା । ରୁଷକୁ…

ଅଯୋଧ୍ୟାରେ ପ୍ଲଟ୍ କିଣିଲେ ବିଗ୍ ବି, ମୁମ୍ବାଇ ଠାରୁ ବି ମହଙ୍ଗା ପ୍ଲଟର କ’ଣ ରହିଛି ମୂଲ୍ୟ ଜାଣନ୍ତୁ…

ମୁମ୍ବାଇ: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶ ଉତ୍ସବମୁଖର । ଏହି ଉତ୍ସବରେ ବଲିଉଡ଼ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟିଙ୍କ ସହ ଖେଳ, ରାଜନୀତି ଏବଂ ଅନ୍ୟ ବ୍ୟକ୍ତି…

ଅଜବ ପରମ୍ପରା; ଜନ୍ମ ପୂର୍ବରୁ ମୃତ ଶିଶୁଙ୍କ ପାଇଁ ଶୋକ ପାଳନ !

ଓଡ଼ିଶା ଭାସ୍କର: ମାଆ ଓ ସନ୍ତାନର ସମ୍ପର୍କ ନିଆରା । ସନ୍ତାନ ପ୍ରତି ଥିବା ମାଆର ଭଲପାଇବାର ତୁଳନା ନାହିଁ । ଅନେକ ସମୟରେ ମିସକ୍ୟାରେଜ୍, ଗର୍ଭପାତ ବା ଅନ୍ୟ କୌଣସି କାରଣ ପାଇଁ ଜଣେ ମାଆ ଗର୍ଭରେ ଥିବା ସନ୍ତାନକୁ…

ରାମଲଲା କେଉଁ ପୋଷାକ ପିନ୍ଧି ଗର୍ଭଗୃହରେ ବିରାଜମାନ କରିବେ ?

ଲକ୍ଷ୍ନୌ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତେ ଉତ୍ସାହିତ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । କେବଳ ଦେଶ…