ISRO ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର; ଆଦିତ୍ୟ -L1 ଲଞ୍ଚିଂ ଦିନ ଜଣାପଡ଼ିଲା, ଏକ ସାକ୍ଷାତକାରରେ କରିଲେ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO )ର ମୁଖ୍ୟ ଏସ୍ ସୋମନାଥ । ଦୀର୍ଘ ଦିନ ଧରି ସେ କ୍ୟାନସର ସହ ସଂଘର୍ଷ କରୁଥିଲେ । ଆଦିତ୍ୟ -L1 ମିଶନ ଲଞ୍ଚିଂ ସମୟରେ ତାଙ୍କୁ ଏହି ଗମ୍ଭୀର ରୋଗ ବିଷୟରେ ଜଣାପଡ଼ିଥିବା…

(Video)ବିବାହ ମଣ୍ଡପରେ କୁକୁରର ଏଣ୍ଟ୍ରି, ଲେହେଙ୍ଗା ଉଠାଇ ଦୌଡ଼ିଲେ କନିଆ, ଆଉ ତା’ ପରେ…

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିବାହ ଋତୁ ଚାଲିଛି । ତେଣୁ ଲୋକମାନେ ବିବାହ ସମ୍ବନ୍ଧୀୟ ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରୁଛନ୍ତି । ସମସ୍ତେ ଚାହାଁନ୍ତି ଯେ ବିବାହ କିପରି ସୁରୁଖୁରୁରେ ସମ୍ପନ୍ନ ହୋଇଯାଉ ।…

ବିଜେପିର ମିଶ୍ରଣ ପର୍ବ, ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଓ ନରେନ

ଭୁବନେଶ୍ୱର: ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ଏଥିପାଇଁ ରାଜନୈତିକ ଉଷ୍ମତା ଦେଖାଯିବା ସହ ଦଳବଦଳ ପ୍ରକ୍ରିୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ବିଜେପିରେ ମିଶିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଏବଂ…

୩ ଛାତ୍ରୀଙ୍କୁ ଏସିଡ୍ ମାଡ଼, ଅଭିଯୁକ୍ତ ଗିରଫ

ଓଡ଼ିଶା ଭାସ୍କର: କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୩ ଜଣ କଲେଜ ଛାତ୍ରୀ ଏସିଡ୍ ମାଡ଼ର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଆଜିଠାରୁ ମହାଶିବରାତ୍ରି ପାଇଁ ଗଡ଼ିଲା ସ୍ପେସାଲ ଟ୍ରେନ୍, ଯାତ୍ରୀଙ୍କ ପାଇଁ ରହିଛି ଏହି ସୁବିଧା

ଓଡ଼ିଶା ଭାସ୍କର: ଅଉ କିଛି ଦିନ ପରେ ମହାଶିବରାତ୍ରି । ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ଏହି ଦିନ ବିଶେଷ ଅଟେ । ଦେଶରେ ଥିବା ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର…

ଅଷ୍ଟମ ଥର ପାଇଁ ED ସମନକୁ ଏଡ଼ାଇଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନିତି ମାମଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ପୁଣି ଥରେ ଏଡ଼ାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମାର୍ଚ୍ଚ ୪ ତାରିଖରେ…

Numerology Horoscope: ଏହି ରାଶିଙ୍କ ପାଇଁ ଶୁଭ ରହିବ ମାର୍ଚ୍ଚର ପ୍ରଥମ ସପ୍ତାହ, ବର୍ଷିବ ଭୋଳାନାଥଙ୍କ କୃପା

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ରାଶି ପରିବର୍ତ୍ତନ ଆମ ଜୀବନରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଅଙ୍କ ଶାସ୍ତ୍ରର ମଧ୍ୟ ଗୁରୁତ୍ୱ ରହିଛି । ଆମ ଜନ୍ମ ତାରିଖକୁ ଯୋଡ଼ିବା ପରେ ଯାହା…

ଉପର ମୁହାଁ ଦିନ ତାପମାତ୍ରା; ୩୫ ଡିଗ୍ରୀ ଉପରେ ୧୩ ସହର, ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଉପର ମୁହାଁ ହେଉଛି ଦିନର ତାପମାତ୍ରା । ରାଜ୍ୟର ଅଧିକାଂଶ ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ବେଳେ ୭ଟି ସହରରେ ୩୬ ଡିଗ୍ରୀ ରେକର୍ଡ଼ କରାଯାଇଛି । ଆସନ୍ତା ୪-୫…

ଇନ୍ଦ୍ରାବତୀ କେନାଲରେ ଘାଇ, ଜଳମଗ୍ନ ଚାଷ ଜମି

ଧର୍ମଗଡ଼: କଲମପୁର ବ୍ଲକ ଦେପୁର ଗାଁ ନିକଟରେ ଇନ୍ଦ୍ରାବତୀ କେନାଲରେ ଘାଇ ସୃଷ୍ଟି ହୋଇଛି । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଭୁଶୁଡ଼ିବା କାରଣରୁ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଆଖପାଖ ଅଞ୍ଚଳ ସହ ଶହ ଶହ ହେକ୍ଟର…

ଆଇସକ୍ରିମ୍ ଖାଉଥିଲେ ସାବଧାନ ! ‘ବ୍ରେନ୍ ଫ୍ରିଜ୍’ ରୋଗର ଆଶଙ୍କା ଦେଖାଦେଇଥାଏ, ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ଓଡ଼ିଶା ଭାସ୍କର: ଖରା ଦିନ ଆସିଲାଣି । ଏମିତିରେ ପ୍ରାୟ ସମସ୍ତେ ଥଣ୍ଡା ଖାଦ୍ୟପେୟ ପସନ୍ଦ କରିଥାନ୍ତି । ବିଶେଷ କରି ଆଇସକ୍ରିମ୍ । ଅଧିକାଂଶ ଲୋକଙ୍କୁ ଆଇସକ୍ରିମ୍ ଏତେ ପସନ୍ଦ ଥାଏ ଯେ ସେମାନେ ବର୍ଷ ସାରା ଆଇସକ୍ରିମ୍…