ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛନ୍ତି ରଣବୀର କପୁର, ଭାଇରାଲ ହେଉଛି ଭିଡ଼ିଓ…
ମୁମ୍ବାଇ: ନିକଟରେ କ୍ରିସମାସ୍ ପର୍ବକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥିଲେ । ବି-ଟାଉନ୍ ସେଲିବ୍ରିଟିମାନେ ମଧ୍ୟ କ୍ରିସମାସ୍କୁ ନିଜ ନିଜ ଅନ୍ଦାଜରେ ସେଲିବ୍ରେଟ୍ କରିଥିଲେ । ଏଥିମଧ୍ୟରେ ବଲିଉଡ଼ ଅଭିନେତା ରଣବୀର…